ଆଜିକା ସମୟରେ ଲୋକଙ୍କୁ ହସିବା ବହୁତ ବଡ କଥା, ତେବେ ଡକ୍ଟର ମଧ୍ୟ କୁହନ୍ତି ଖୁସି ରହିଲେ ଶରୀର ୫୦% ସମସ୍ଯା ସମାଧାନ ହୋଇଥାଏ, ଖୁସି ରୁହନ୍ତୁ ଓ ଅନ୍ୟ ଲୋକଙ୍କୁ ମଧ୍ୟ ଖୁସି ବାଣ୍ଟିବା ପାଇଁ ଚେଷ୍ଟା କରନ୍ତୁ । ସେଥିପାଇଁ ଆମେ ସବୁଦିନ ଆପଣଙ୍କ ମନକୁ ଖୁସିକରିବାର ଏକ ଛୋଟ ପ୍ରାୟାସ ଜାରି ରଖିଛୁ । ତେବେ ଆସନ୍ତୁ ଏମିତି କିଛି ଚୁଟକୁଲା ଶୁଣିବା ଯାହା ପରେ ଆପଣଙ୍କ ଦୁଃଖୀ ମନ ମଧ୍ୟ ଭଲ ହୋଇଯିବ ଏବଂ ଆପଣଙ୍କୁ ଖୁସି ପ୍ରାପ୍ତ ହବ ।
୧. ପପୂ ନିଜ ସୁନ୍ଦର ସ୍ତ୍ରୀକୁ କାରରେ ବସାଇଲା ଓ ଦେଖିଲା କି ଡ୍ରାଇଭର ମିରର ଏମିତି ସେଟ କରୁଛି ଯେମିତି ପପୂର ସ୍ତ୍ରୀ ସେଥିରେ ଦେଖାଯିବ ।
ଏହା ଦେଖି ପପୂ ରାଗରେ ଡ୍ରାଇଭରକୁ କହିଲା ମୋ ସ୍ତ୍ରୀକୁ ଦେଖୁଚୁ, ଚାଲ ତୁ ପଛରେ ବ ଗାଡି ମୁଁ ଚଲେଇବି ।
୨. ପପୂ ଗଳି କଣରେ ଯାଇ କଚଡା ଫୋପାଡିଲା
କିଛି ସମୟ ପରେ ବୁଲିକି ଆସି ଦେଖିଲା ସାଇ ଲୋକ ଝଗଡା କରୁଥିଲେ କଚଡା କିଏ ଫୋପାଡିଲା ଏହି କଥା ପାଇଁ ?
ଗୋଟେ ଲୋକ ରାଗି ଯାଇ କହିଲା – ଫୋପାଡି ଥିବ କୌଣସି କୁକୁର ଛୁଆ,
ପପୂ ସାଇଡରେ ଯାଇ ବହୁତ ହସିଲା ଓ କହିଲା କଚଡା ମୁଁ ଫିଙ୍ଗିଲି ଆଉ ନା କୁକୁର ଛୁଆ ର ହଉଛି ।
୩. ଗୋଟେ ଦିନ ପପୂ ନିଜ ପଡୋଶୀ ଆଣ୍ଟିକୁ ତାଙ୍କ ଘରେ ଛାଡିବାକୁ ଗଲା ।
ଆଣ୍ଟି କହିଲେ – ପୁଅ ବହୁତ ରାତି ହେଇଯାଇଛି ତମେ ଏଠି ସୋନୁ ରୁମରେ ସୋଇପଡ ।
ପପୂ କହିଲା – ନାହିଁ ଆଣ୍ଟି ମୁଁ ଏଠି ସୋଫାରେ ସୋଇପଡିବି ।
ଆର ଦିନ ସକାଳେ ବହୁତ ସୁନ୍ଦର ଝିଅ ହାତରେ ଚା ନେଇ ଆସିଲା ।
ପପୂ ଝିଅକୁ ପଚାରିଲା – ତମେ କିଏ ?
ଝିଅ କହିଲା – ମୁଁ ସୋନୁ ଆଉ ତମେ କିଏ ?
ପପୂ କହିଲା – ମୁଁ ସଳା ଗଧ
୪. ଗୋଟେ ଚୋର ପପୂ ମୋବାଇଲ ନେଇ ପଳେଇଲା ଓ ପପୂ ଏହା ଦେଖି ହସିଲା ।
ପପୂ ସାଙ୍ଗ କହିଲା – ସେ ତୋ ଫୋନ ନେଇ ପଳେଇଲା ଆଉ ତୁ ହସୁଛୁ ।
ପପୂ – ଯିବାକୁ ଦେବେ ମୋ ପାଖରେ ଚାର୍ଜର ଅଛି କିଛି ଲାଭ ନାଇ ।
୫. ପପୂ ଦୋକାନଦାରକୁ ମାଚିସ ମାଗିଲା, ଦୋକାନଦାର ତାକୁ ଲାଇଟର ଦେଲା ।
ପପୂ ରାଗି ଯାଇ ଦୋକାନଦାରକୁ ଗୋଟେ ବସାଇଲା ଓ କହିଲା ଲାଇଟରରେ କାନ କେମିତି ସଫା କରିବି ।
୬. ବାପା ନିଜ ପୁଅକୁ ପଚାରିଲା – ଆଜି ତମେ ସ୍କୁଲରୁ ଏତେ ଶୀଘ୍ର କେମିତି ଆସିଗଲ ??
ପୁଅ କହିଲା – କାହିଁକିନା ମୁଁ ଏକୁଟିଆ ଏମିତି ଛାତ୍ରଥିଲି ଯିଏ ଟିଚରଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିଲା ।
ବାପା ପଚାରିଲେ – ପ୍ରଶ୍ନ କଣ ଥିଲା ??
ପୁଅ – ପ୍ରଶ୍ନ ଥିଲା କ୍ଳାସ ରୁମରେ ନିଆ କିଏ ଲଗାଇଲା ??
ଏହିଭଳି ଅନେକ ମଜାଦାର ଯୋକ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।