ଗରୁଡ ପୁରାଣ- ଅକାଳ ମୃତ୍ୟୁ ପରେ ଆତ୍ମାକୁ କଣ ଦଣ୍ଡ ମିଳିଥାଏ ?

ଜୀବନ ଚକ୍ର ଏମିତି ଗୋଟେ ଚକ୍ର ଯାହା ମଧ୍ୟରୁ ଆଜି ପର୍ଯ୍ୟନ୍ତ କେହି ବାହାରି ପାରି ନାହାନ୍ତି, ଏହା ଭଲ ହେଉ ବା ଖରାପ ଏହା ଚାଲିଥାଏ । ତେବେ ଗରୁଡ ପୁରାଣରେ ଜୀବନ ମୃତ୍ୟୁ ଓ ଆତ୍ମହତ୍ୟା ସବୁ କର୍ମ ପାଇଁ ଉଚିତ ଦଣ୍ଡ ବିଷୟରେ ଲେଖା ହୋଇଛି ତେବେ ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ଅକାଲ ମୃତ୍ୟୁ ପରେ ଆତ୍ମାକୁ କଣ ଦଣ୍ଡ ମିଳିଥାଏ ?

ଗରୁଡ ପୁରାଣ ଅନୁଯାଇ ଅକାଲ ମୃତ୍ୟୁ ବହୁତ ପ୍ରକାର ହୋଇଥାଏ, ଯେମିତିକି ହିଂସକ ଯିବ ଦ୍ଵାରା ମୃତ୍ୟୁ, ସାପ ଛୋଟ ଡ଼ିଡ଼ବଲଇଉର ମୃତ୍ୟୁ, ପାଣିରେ ବୁଡିକି ମୃତ୍ୟୁ, ବିଷ ପିବା ଦ୍ଵାରା ମୃତ୍ୟୁ ଓ ଅନ୍ୟ କେତେକ କାରଣ ପାଇଁ ଏହି ମୃତ୍ୟୁ ହୋଇଥାଏ ।

Image Courtesy: Google

ଗରୁଡ ପୁରାଣ ଅନୁଯାଇ ସବୁଠାରୁ ନିନ୍ଦନୀୟ ଅକାଳ ମୃତ୍ୟୁ ଆତ୍ମହତ୍ୟା ହୋଇଥାଏ, ଭଗବାନ ବିଷ୍ଣୁ କହିଛନ୍ତି ଯେ ଆତ୍ମହତ୍ୟା କରିଥିବା ମଣିଷ ପରମାତ୍ମା ଅପମାନ କରିଥାଏ କାହିଁକିନା ସେ ନିଜ ଲେଖା ଅନୁଯାଇ ମୃତ୍ୟୁକୁ ଗ୍ରହଣ କରିନଥାଏ ସେ ନିଜ ଆୟୁ ନିଜ ଇଛା ଅନୁଯାଇ କମ କରିଥାଏ, ତେବେ ଗରୁଡ ପୁରାଣରେ କୁହା ଯାଇଛି ଯେ ଏହି ଭଳି ଆତ୍ମା ନା ନର୍କ ଯାଇ ପାରନ୍ତି ନା ସ୍ଵର୍ଗ ଓ ନିଜ ନିଶ୍ଚିତି ମୃତ୍ୟୁ ସମୟ ପର୍ଯ୍ୟନ୍ତ ବହୁତ କଷ୍ଟ ଭୋଗ କରିଥାନ୍ତି ।

Image Courtesy: Google

ତେବେ ସବୁଠାରୁ ବଡ ପ୍ରଶ୍ନ ଏହା ଅଟେ ଯେ ଅକାଳ ମୃତ୍ୟୁ କଣ ପାଇଁ ହୋଇଥାଏ ?

ତେବେ ଗରୁଡ ଓ ଅନ୍ୟ ଗ୍ରନ୍ଥରେ ମଧ୍ୟ ଏହା ଲେଖନ ଅଛି ଯେ ମଣିଷ ଆୟୁ ୧୦୦ ବର୍ଷର ଅଟେ କିନ୍ତୁ ମଣିଷ ନିଜ କୁକର୍ମ ଦ୍ଵାରା ନିଜ ଆୟୁ କମ କରିଥାଏ, ତେବେ ଏହି କୁକର୍ମ ଏହା ଅଟେ ଯେମିତିକି, ଚୋରୀ, ଧୋକା, ଗରିବ ସମ୍ପତ୍ତି ହଡପ କରିବା, ନିଜ ଦୋଷ ଅନ୍ୟ ମୁଣ୍ଡରେ ଦେଇ ତାଙ୍କୁ ବେଜିତ କରିବା, ପର ସ୍ତ୍ରୀ ସହ ସହବାସ କରିବା, କୌଣସି ପଣ୍ଡିତ ହୋଇ ଦୁରାଚାର କାମ କରିବା ଇତ୍ୟାଦି କୁକର୍ମ କ୍ଷେତ୍ରରେ ଯାଇଥାଏ, ଏହି ଭଳି କର୍ମ କରିବା ଦ୍ଵାରା ମଣିଷ ଜୀବନ ଶୀଘ୍ର ସମାପ୍ତ ହୋଇଥାଏ ତେବେ ଏହା ଦ୍ଵାରା ମଣିଷ ନିଜ ଆୟୁ କମ କରିଥାଏ ।

Image Courtesy: Google

ଗରୁଡ ପୁରାଣରେ ଅକାଳ ମୃତ୍ୟୁ ପାଉଥିବା ଲୋକଙ୍କ ଅଲଗା ଅଲଗା ଶ୍ରେଣୀ ହୋଇଥାଏ ଯେମିତିକି ଯଦି କୌଣସି ମଣିଷ ବିଷ ଦ୍ଵାରା ମୃତ୍ୟୁ ପାଇଥାଏ ତେବେ ସେ ଭୁତ, ପ୍ରେତ, ପିଶାଚ, କସ୍ମାଣ୍ଡା, ବ୍ରହ୍ମରାକ୍ଷାଶ, ବେତାଳ ଓ କ୍ଷେତ୍ରପାଲ ହୋଇଥାଏ କିନ୍ତୁ ଯଦି କୌଣସି ନବ ଯୁବତୀ ସ୍ତ୍ରୀ ଅକାଳ ମୃତ୍ୟୁ ବରଣ କରିଥାଏ  ।

Image Courtesy: Google

ତେବେ ସେ ଚଣ୍ଡାଲୁଣି ହୋଇଥାଏ, ତେବେ ଏହି ଭଳି ଅକାଳ ମୃତ୍ୟୁ ବରଣ କରିଥିବା ମୃତ ଆତ୍ମା ପାଇଁ ଘର ଲୋକଙ୍କୁ ସତ କର୍ମ କରିବା ଉଚିତ ଯେମିତିକି ଭଲ ସଠିକ ଭାବରେ ପିଣ୍ଡ ଦାନ, କରିବା ଉଚିତ ୩ ବର୍ଷ କାଳ ଘରେ ଭଲ ଭାବରେ ବେଦ ପୁରାଣ ପାଠ କରିବା ଉଚିତ, ଏହା ଦ୍ଵାରା ମରୁତ ଆତ୍ମାକୁ ଶାନ୍ତି ମିଳିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *