ଦିମାଗକୁ ଏତେ ତେଜ କରିବ ଏହି ଜିନିଷ କି Computer ବି ମାନିବ ହାର

ଦୁନିଆରେ ସବୁ ମଣିଷ ଅଲଗା ଅଲଗା ଭାବନା ର ହୋଇଥାନ୍ତି, ତେବେ ଲୋକଙ୍କ ଚିନ୍ତାଧାରା ବହୁତ ଖରାପ ହୋଇଥାଏ ବା ବହୁତ ଲୋକଙ୍କ ଚିନ୍ତାଧାରା ବହୁତ ଭଲ ହୋଇଥାଏ । ଲୋକଙ୍କ ମସ୍ତିସ୍କ ସମ୍ପୂର୍ଣ ରୂପରେ ବ୍ୟବହାର ହୋଇନଥାଏ ବୈଜ୍ଞାନିକ ମାନଙ୍କ ଅଧ୍ୟୟନ ଦ୍ଵାରା ଏହା ପୁଷ୍ଟି ହୋଇଛି ଯେ କୌଣସି ମଣିଷ ଜୀବନରେ ସେ ସମ୍ପୂର୍ଣ ମସ୍ତିସ୍କ ବ୍ୟବହାର କରି ପାରେ ନାହିଁ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣଙ୍କ ବୁଦ୍ଧି ବଢିବା ସହ ଆପଣଙ୍କ ଜ୍ଞାନ ବଢିଥାଏ, ତେବେ ଆସନ୍ତୁ ଜାଣିବା । ତେବେ ନିଜ ମସ୍ତିସ୍କ ତେଜ କରିବା ପାଇଁ ଆପଣଙ୍କୁ କୌଣସି ବଡ ଗୋଲ ରଖିବା ଉଚିତ ।

Image Courtesy: Google

ଯଦି ଆପଣ ନିଜ ମାଇଣ୍ଡରେ କିଛି ବଡ ନିଷ୍ପତ୍ତି କରିଛନ୍ତି ଯେମିତିକି, ମତେ ଏହି ଗାଡି ଦରକାର, ବା ମତେ ଏହି ବଙ୍ଗଳା ନିହାତି ଦରକାର ତେବେ ତାକୁ ପାଇବା ପାଇଁ ଆପାନ ସବୁ ପ୍ରକାର ପ୍ରୟାସ କରିବେ । ତେବେ ନିଜ ବୁଦ୍ଧି ବଢେଇବାର ଓ ମନ ଶାନ୍ତ ରଖି ନିଜ ଗୋଲ ପ୍ରାପ୍ତ କରିବାର ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ମସ୍ତିସ୍କ ଶାନ୍ତ କରିବା ସହ ଆପଣଙ୍କୁ ସଫଳ କରିଥାଏ ।

Image Courtesy: Google

ତେବେ ମଣିଷ ନିଜ ଏକାଗ୍ରତା ପାଇଁ ଆଗକୁ ବଢିଥାଏ, ଯେମିତିକି ଯଦି ଆପଣଙ୍କୁ ନିଜ ଏକାଗ୍ରତା ପରୀକ୍ଷା କରିବାର ଅଛି ତେବେ ଆପଣ ଗୋଟେ ଖୋଲା ଜାଗାରେ ଯାଇ ବସି ଯାନ୍ତୁ ଓ ତାହା ପରେ କୌଣସି ଗୋଟେ ଜିନିଷ ବିଷୟରେ ଭାବି ତା ଉପରେ ନିଜ ଏକାଗ୍ରତା ରଖନ୍ତୁ ଓ ଦେଖନ୍ତୁ ଆପଣ କେତେ ସମୟ ସେହି ଜିନିଷ ବିଷୟରେ ଭାବି ପାରୁଛନ୍ତି ତେବେ ବହୁତ କମ ଲୋକ ୫ ମିନିଟ ଉପରେ ଯାଇଥାନ୍ତି । ତେବେ କୁହା ଯାଇଛି ଯେ ତିନି ପ୍ରକାର ମାଇଣ୍ଡ ହୋଇଥାଏ :

୧. ମଙ୍କି ମାଇଣ୍ଡ

୨. କନସନଟ୍ରେସନ ମାଇଣ୍ଡ

୩. ବ୍ଲେସଡ ମାଇଣ୍ଡ

Image Courtesy: Google

ମଙ୍କି ମାଇଣ୍ଡ :

ମଙ୍କି ମାଇଣ୍ଡ ଆପଣ ଏହା ନା ଦ୍ଵାରା ଜାଣି ପାରିଥିବେ ଯେ ଏହା କନ ଅଟେ । ତେବେ ମଙ୍କି ମାଇଣ୍ଡ ସବୁବେଳେ କିଛି ନା କିଛି ଚିନ୍ତା କରିଥାଏ ପ୍ରାୟତଃ ଲୋକ ଏହି କେଟେଗୋରୀରେ ଆସିଥାନ୍ତି, ଏହି ଭଳି ଲୋକ କେବେ ଗୋଟେ କଥା ଭାବି ପାରନ୍ତି ନାହିଁ ।

କନସନଟ୍ରେସନ ମାଇଣ୍ଡ :

କନସନଟ୍ରେସନ ମାଇଣ୍ଡ ଯେତେବେଳେ କୌଣସି କାମ କରିବା ପାଇଁ ନିଷ୍ପତ୍ତି କରିଥାଏ ସେତେବେଳେ ତାଙ୍କୁ ଅନ୍ୟ କିଛି ଜିନିଷ ଦେଖା ଦେଇନଥାଏ ଯେତେବେଳେ ସେ ନିଜ ଲକ୍ଷ ପ୍ରାପ୍ତ କରନ୍ତି ତା ପରେ ସେ ଅନ୍ୟ କଥା ବିଷୟରେ ଚିନ୍ତା କରନ୍ତି ।

 

Image Courtesy: Google

ବ୍ଲେସଡ ମାଇଣ୍ଡ :

ବ୍ଲେସଡ ମାଇଣ୍ଡ ସବୁଠାରୁ ଉପରେ ହୋଇଥାଏ ଏହି ଭଳି ଲୋକ କୌଣସି ମୋଟା ବହି ମଧ୍ୟ ଥରେ ପଢନ୍ତି ତାକୁ ଦିତୀୟ ଥର ପଢିବାକୁ ପଡିନଥାଏ । ବ୍ଲେସଡ ମାଇଣ୍ଡ ଲୋକ ନିଜ କାମରେ ସଫଳ ଅବଶ୍ୟ ହୋଇଥାନ୍ତି ଓ ତାଙ୍କୁ କିଛି ଅଧିକ ପରିଶ୍ରମ କରିବା ଆବଶ୍ୟକ ପଡେ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *