ମନିପ୍ଲାଣ୍ଟରେ ଚୁପଚାପ ବାନ୍ଧିଦିଅନ୍ତୁ ଏହି ଗୋଟେ ଜିନିଷ, ହେବ ଏତେ ଧନର ବର୍ଷା କି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ମନି ପ୍ଳାଣ୍ଟ : ସାଧାରଣତ ସମସ୍ତଙ୍କ ଘରେ ବା ଘର ବାହାରେ ମନି ପ୍ଳାଣ୍ଟ ର ଗଛ ଦେଖିବାକୁ ମିଳିବ । ମନି ପ୍ଳାଣ୍ଟ ର ଗଛ କୁ ଘରର ସମୃଦ୍ଧି ସହିତ ଜଡିତ ଦେଖାଯାଏ । ଯାହା ଘରେ ମନି ପ୍ଳାଣ୍ଟ ଥାଏ,ତାଙ୍କ ଘରେ ଧନ ସମ୍ବନ୍ଧିତ ସମସ୍ୟା ଆସେ ନହିଁ । କିନ୍ତୁ ବହୁତ ବାର ଏହାର ଓଲଟା ଦେଖା ଯାଏ । କେବେ  କେବେ ଏମିତି ବି ଦେଖିବାକୁ ମିଳେ ଯାହା ଘରେ ଏହି ଗଛ ଅଛି ତାଙ୍କ ସହିତ ଧନ ସମ୍ବନ୍ଧିତ ସମସ୍ୟା ଦେଖା ଦଉଛି ।

ମାନେ ଘରେ ଲାଗି ଥିବା ମନି ପ୍ଳାଣ୍ଟ ର କିଛି ଫାଇଦା ନହିଁ ।  ଏହା ଜାଣିବା ଜରୁରୀ କି ମନି ପ୍ଳାଣ୍ଟ ଘରେ ଥାଇ ମଧ୍ୟ କାହିଁକି ଧନ ର ଅଭାବ ରହୁଛି ।

Image Courtesy: Google

ଜଣାଯାଏ କି ଯାହାଘରେ ମଣିପ୍ଲାଣ୍ଟ ଯେତେ ବଢେ ଓ ଲାମ୍ବା ହୁଏ ,ତା ଘରକୁ ସେତେ ପଇସା ଆସେ । କିନ୍ତୁ ମନି ପ୍ଳାଣ୍ଟ କୁ ଲଗେଇବା ପୂର୍ବରୁ କେତେଟା କଥା ମାନେ ରଖିବା ଦରକାର । ଏହା କରିବା ଦ୍ଵାରା ଘରେ ଧନ ବୃଦ୍ଧି ହୁଏ । ମାନ୍ୟତା  ଅଛି କି ଶୁକ୍ରବାର ଦିନ ମନି ପ୍ଳାଣ୍ଟ ଉପରେ ନାଲି ସୂତା ବାନ୍ଧିଲେ କି ରିବନ ବାନ୍ଧିବା ଶୁଭ ଅଟେ ।

Image Courtesy: Google

ବାସ୍ତବରେ ଲାଲ ରଙ୍ଗ ପ୍ରେମ ,ସ୍ନେହ, ଉନ୍ନତି ଓ ଯଶ ର ପ୍ରତୀକ ମନାଯାଏ । ସେଥିପାଇଁ କୁହାଯାଏ କି ଲାଲ ରଙ୍ଗର ରିବନ ରେ ଗଛ ବାନ୍ଧିଲେ ଘରକୁ ସକାରାତ୍ମକ  ଆସେ । ଏହି ସକାତ୍ମକତା କାରଣରୁ ଘରେ ମା ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ ।

ଏମିତି ବନ୍ଧନ୍ତୁ ଲାଲ ସୂତା କି ରିବନ-

Image Courtesy: Google

ଶୁକ୍ରବାର ଦିନ ସକାଳୁ ଜଲ୍ଦି ଉଠି ଗାଧୋଇ ମା ଲକ୍ଷ୍ମୀ ଙ୍କ ପୂଜା କରନ୍ତୁ । ତାଙ୍କ ସମନ୍ନାରେ ଘରର ଦୀପ ଜଳାନ୍ତୁ । ଲାଲ ଧାଗା ବା ରିବନଙ୍କୁ ମା ଲକ୍ଷ୍ମୀଙ୍କ ପାଦ ତଳେ ରଖନ୍ତୁ ।ପୁଣି ମା ଲକ୍ଷ୍ମୀଙ୍କ ଆରତୀ କରି ଏହି ନାଲି ସୁତରେ ସିନ୍ଦୁର ଲଗାନ୍ତୁ । ମା ଲକ୍ଷ୍ମୀଙ୍କ ଧ୍ୟାନ କରି ମନି ପ୍ଳାଣ୍ଟ ର ଚେରରେ ଚାରିପାଖରେ ଏହାକୁ ବାନ୍ଧିଦିଅ । ଜଦି ମନିପ୍ଲାଣ୍ଟ ବୋତଲରେ ଅଛି ତ ବୋତଲ ଚାରିପାଖେ ଏହି ନାଲି ସୂତା ଗୁଡାଇ ଦିଅନ୍ତୁ । ଏହା କରିଲା ପରେ କିଛି ଦିନରେ ଫରକ ଜଣା ପଡିବ । ଘରେ ମା ଲକ୍ଷ୍ମୀଙ୍କ ପ୍ରବେଶ ହେବ ,ଧନ ର ବର୍ଷା ହେବ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *