ବାଛନ୍ତୁ ଏଥିରୁ ଗୋଟେ ଗୋଲ୍ଡେନ କ୍ରିଷ୍ଟାଲ ଓ ଜାଣନ୍ତୁ ଭଗବାନ ଆପଣଙ୍କୁ କଣ କହିବାକୁ ଚାହୁଞ୍ଚନ୍ତି

ଆଜିକା ସମୟରେ ବହୁତ ଏମିତି ଲୋକ ଅଛନ୍ତି ଯିଏ ନାସ୍ତିକ ଅଟନ୍ତି, ନାସ୍ତିକ ଲୋକ କେବେ ଭଗବାନ ବା ସୁପର ପାୱର ଭଳି କଥା ଭରସା କରନ୍ତି ନାହିଁ, କିନ୍ତୁ ଆଜି ଆମେ ସେହି ଲୋକଙ୍କୁ ଗୋଟେ କଥା କହିବାକୁ ଯାଉଛୁ ଯିଏ ସୁପର ପାୱରକୁ ମାନନ୍ତି ଓ ଶ୍ରଦ୍ଧା ମଧ୍ୟ ରଖନ୍ତି । ଜୀବନରେ କୌଣସି କଷ୍ଟ ହେଲେ ପାଟିରୁ ମା ଶବ୍ଦ ବାହାରିଥାଏ ଠିକ ସେମିତି ପ୍ରକୃତି ରେ ଯାହା ଅଛି ତାହା କେହି ଜଣେ ଚଳାଉଛନ୍ତି ସେ ହେଉଛନ୍ତି ସୁପର ପାୱର ଯାହାକୁ ଆମେ ଭଗବାନ କହିଥାଉ ।

ତେବେ ସୂର୍ଯ୍ୟ ତାଙ୍କ କଥା ମାନି ଆସନ୍ତି ଓ ଅନ୍ଧାର ମଧ୍ୟ ତାଙ୍କ ଅନୁମତିରେ ଆସିଥାଏ କିନ୍ତୁ କିଛି ଲୋକ ଏହାକୁ ମାନିବାକୁ ନାରାଜ । ତେବେ ଆଜି ଆମେ ଆପଣଙ୍କ ପାଇଁ ୩ଟି କୃଷ୍ଟଲ ଆଣିଛୁ ଆପଣ ଗୋଟେ ପସନ୍ଦ କରନ୍ତୁ ଓ ଆମେ ଆପଣଙ୍କୁ କହିବୁ ଯେ ସୁପର ପାୱର ଆପଣଙ୍କୁ କଣ କହିବାକୁ ଚାହୁଁଛନ୍ତି ।

Image Courtesy: Google

୧. ଯଦି ଆପଣ ପ୍ରଥମ କୃଷ୍ଟଲ ପସନ୍ଦ କରିଛନ୍ତି ତେବେ, ସୁପର ପାୱର ଆପନାଙ୍କୁ କୌଣସି ନୂଆ କାର୍ଯ୍ୟ କରିବା ପାଇଁ କହୁଛନ୍ତି ଯାହା ଆଜି ଆପଣ ଆରମ୍ଭ କରିବେ ତାହା ଜୀବନରେ ଆଗକୁ ଯାଇ ଆପନାଙ୍କୁ ବହୁତ ଭଲ ଫଳ ପ୍ରଦାନ କରିବ । ଏହି କାମକୁ ହବା ପାଇଁ ସମୟ ଲାଗି ପାରେ ଓ ଯୋଜନା କଲେ ଆସନ୍ତା ସମୟରେ ଏହା ଆପଣଙ୍କୁ ପାଇଁ ଲାଭକାରୀ ରହିବ ଏମିତି ସୁଯୋଗ ବାରମ୍ବର ଆସେ ନାହିଁ ।

Image Courtesy: Google

୨. ଯଦି ଆପଣ ଦୁତୀୟ କୃଷ୍ଟଲ ପସନ୍ଦ କରିଛନ୍ତି ତେବେ ଆପଣଙ୍କୁ ସେହି ଜିନିଷ ବା ସମ୍ପର୍କ ତ୍ୟାଗ କରିବାକୁ ପଡେ ତେବେ ନିଶ୍ଚିନ୍ତ ତ୍ୟାଗ କରନ୍ତୁ କାହିଁକିନା ଏହି ସମ୍ପର୍କ ଆପଣଙ୍କୁ ତଳକୁ ଟାଣିଥାଏ । ସମସ୍ତଙ୍କୁ କୌଣସି ପ୍ରକାର ଲତ ହୋଇଥାଏ ଯେମିତି କାହାକୁ ନିଶା କରିବାର ହୋଇଥାଏ, କାହାକୁ ଧୂମ୍ରପାନ କରିବା ଲତ ହୋଇଥାଏ ତେବେ ଆପଣଙ୍କୁ କୌଣସି ଲତ ଛାଡିବାକୁ ପଡିଥାଏ ।

Image Courtesy: Google

୩. ଯଦି ଆପଣ ତୃତୀୟ କୃଷ୍ଟଲ ପସନ୍ଦ କରିଛନ୍ତି ତେବେ ଏହି ଭଳି ଲୋକଙ୍କ ଜୀବନରେ ନୂଆ ସମ୍ପର୍କ ଆସିବାକୁ ଯାଉଛି ଯାହା ଦ୍ଵାରା ଆପଣଙ୍କ ଦାଇତ୍ଵ ବଢିବାକୁ ଯାଉଛି । ଆପଣଙ୍କୁ ନିଜ କାନଫର୍ଟ ଜୋନରୁ ବାହାରିବ ବହୁତ ଆବଶ୍ୟକ ଅଟେ । ନୂଆ ଆରମ୍ଭ ଅର୍ଥ ଏହା ନୁହ ଯେ ଆପାନ ନିଜ ପୁରୁଣା ଜୀବନକୁ ଛାଡି ଦେବେ ଆପଣଙ୍କୁ ନିଜ ନୂଆ ଜୀବନ ସହ ପୁରୁଣାକୁ ନେଇ ଚାଲିବାକୁ ହବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *