ଜନ୍ମ ତାରିଖରୁ ଜାଣନ୍ତୁ ପୂର୍ବ ଜନ୍ମର ଆଶ୍ଚର୍ଯ୍ୟ କଲାଭଳି ରହସ୍ୟ !!

ଦୁନିଆରେ ସମସ୍ତେ ନିଜ ବିଷୟରେ ବହୁତ କିଛି ଜାଣିବା ପାଇଁ ଉତେଜିତ ରୁହନ୍ତି ଯେମିତିକି, ଆମ କେରିଅର କେମିତିକା ହବ, ଆମ ଆସନ୍ତା ସମୟରେ ସମସ୍ଯା ରହିବ ବା ସମାପ୍ତ ହବ, ଆମେ କେମିତିକା ଜୀବନସାଥି ପାଇବୁ, ଆମର ଲଭ ମେରେଜ ହବ ବା ଅରେଞ୍ଜ ମେରେଜ ଇତ୍ୟାଦି ବହୁତ ଏମିତି ପ୍ରଶ୍ନ ଅଛି ଯାହା ଉତ୍ତର ମଣିଷ ଜାଣିବାକୁ ଇଛା କରିଥାଏ ।

ତେବେ ଏହି ସମସ୍ଯା ସମାଧାନ ଜ୍ଯୋତିଷ ଶାସ୍ତ୍ରରେ ଅଛି, ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଆପଣ ଏହା ଜାଣିବାକୁ ପାଇ ପାରିବେ ଯେ ଆପଣଙ୍କ ଆସନ୍ତା ଜୀବନରେ କଣ ହବ ବା ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଜନ୍ମ ତାରିଖ ଅନୁଯାଇ ଆପଣଙ୍କ ପୂର୍ବ ଜନ୍ମ ବିଷୟରେ ଆଶ୍ଚର୍ଯ୍ୟ ରହସ୍ୟ କହିବାକୁ ଯାଉଛୁ ।

Image Courtesy: Google

ସମସ୍ତଙ୍କ ମନରେ ନିଜ ଜୀବନ କାଳ ଭିତରେ କେବେ ନା କେବେ ଏହି ପ୍ରଶ୍ନ ଆସିଥାଏ କି ଆତ୍ମା ଯଦି ନିଜ ଶରୀର ବଦଳିଥାଏ ତେବେ ମୋ ପୂର୍ବ ଜନ୍ମ କଣ ଥିଲା ଓ ମୁଁ କିଭଳି ଥିଲି, ତେବେ ଏହି ପ୍ରଶ୍ନ ଉତ୍ତର ଆମ ପାଖରେ ଅଛି ଆସନ୍ତୁ ଜାଣିବା । ତେବେ ଆପଣଙ୍କୁ ଗୋଟେ ଉପାୟ କରିବାକୁ ହବ ଯେମିତିକି ଯଦି ଆପଣଙ୍କ ଜନ୍ମ ତାରିଖ ୨୬ ଜୁନ ୧୯୮୮ ଅଟେ ତେବେ ଏହି ନଂ ଗୁଡିକ ଏଡ କଲେ ଆପଣଙ୍କ ନଂ ହେଉଛି ୪୦ ତେବେ ୪୦କୁ ୪+୦ = ୪ ଅଟେ ।

Image Courtesy: Google

ଏହା ପରେ ଆପଣ ନିଜ ନା ଅଙ୍କ ସମାନ କରନ୍ତୁ ଯେମିତିକି ଏ= ୧, ଇ = ୫, ଆଇ = ୯, ଓ =୬ ଏବଂ ୟୁ = ୩ ଅଟେ ତେବେ ଦେଖନ୍ତୁ ମୋ ନା ସନଦୀପ ଅଟେ ଏଥିରେ ଏ ଥରେ ଆସିଛି ଓ ଇ ଦୁଇ ଥର ଆସିଛି ତେବେ ମୋ ଅଙ୍କ ହେଲା ୧୧ ଯଦି ମୁଁ ୧୧କୁ ୧+୧ = ୨ ଅଟେ ଆପଣଙ୍କୁ ନିଜ ଜନ୍ମ ତାରିଖ ଯାହାକୁ ଗଣିବା ପରେ ୪ ହୋଇଥିଲା ଓ ନା ଦ୍ଵାରା ୨ ତେବେ ୪+୨=୬ ଅଟେ ତେବେ ଆପଣ ଜାଣି ପାରିବେ ଯେ କେମିତି କାଉଣ୍ଟିଂ କରିବାକୁ ହବ ଆସନ୍ତୁ ଜାଣିବା ନଂ ଅନୁଯାଇ କଣ ଆପଣଙ୍କ ପୂର୍ବ ଜନ୍ମ ଅଟେ ।

Image Courtesy: Google

୧. ଯାହାର ନଂ ଏକ ଅଟେ ସେହି ଲୋକ ପୂର୍ବ ଜନ୍ମରେ ବଡ ନେତାଥିଲେ ଓ ଆପଣ ବହୁତ ଭଲ ଭଲ କାମ କରିଛନ୍ତି । ଆଇନ କାନୁନ ଆପଣଙ୍କ ହାତରେ ଥିଲା ଓ ଆପଣ ଏହାକୁ ବନେଇବା ଭାଙ୍ଗିବା କାମ କରୁଥିଲେ ।

୨. ଯେଉଁ ମାନଙ୍କ ନଂ ୨ ଅଟେ ସେହି ଭଳି ଲୋକ ପୂର୍ବ ଜନ୍ମରେ ବହୁତ ଦୁଃଖୀ ଥିଲେ, ବିଶେଷକରି ହୃଦୟ ମାମଲାରେ କିନ୍ତୁ ଆପଣଙ୍କ ପ୍ରେମୀ କେବେ ଆପାନଙ୍କ ଦୁଃଖ ବୁଝି ପାରିଲେ ନାହିଁ ।

୩. ଯାହାର ନଂ ୩ ଅଟେ ସେହି ଭଳି ଲୋକ ପୂର୍ବ ଜନ୍ମରେ ନିଜ ପରିବାର ସହ ବହୁତ ଖୁସିରେ ରହୁଥିଲେ ଓ ଏହି ଭଳି ଲୋକ ଚାଷୀ ହୋଇ ଥିବେ ଓ ବଡ ଜମି ମାଲିକଥିବେ ।

Image Courtesy: Google

୪. ଯେଉଁ ମାନଙ୍କ ନଂ ୪ଅଟେ ସେହି ଭଳି ଲୋକ ପୂର୍ବ ଜନ୍ମରେ କଇଦି ବା ବନ୍ଧକ ଭଳି ଜୀବନ ବ୍ଯତୀତ କରିଥିବେ, ଏହି ଭଳି ଲୋକ ଅତ୍ୟଧିକ ଗରିବ ହୋଇଥିବେ ।

୫. ଯେଉଁ ଲୋକଙ୍କ ନଂ ୫ ଅଟେ ସେହି ଲୋକଙ୍କ ପୂର୍ବ ଜନ୍ମରେ ବହୁତ ଯୁଦ୍ଧ ଲଡିଥିବେ, ବହୁତ ଲୋକ ଏମିତି ହୋଇଥିବେ ଯାହାଙ୍କୁ ଥରେ ଯୁଦ୍ଧ ପରେ ନିଜ ଜୀବନ ଆଉଥରେ ବ୍ୟବସ୍ଥିତ କରିବାକୁ ହବ ।

୬. ଯଦି ଆପଣଙ୍କ ନଂ ୬ଅଟେ ତେବେ ଆପଣ ନିଜ ପୂର୍ବ ଜନ୍ମରେ ପ୍ରେମ ଓ ତ୍ୟାଗ ପରିଚୟ ଦିଅନ୍ତି ।

Image Courtesy: Google

୭. ଯେଉଁ ମାନଙ୍କ ୭ ନଂ ଅଟେ ତେବେ ଏହି ଭଳି ବ୍ୟକ୍ତି ଧର୍ମ ନାରେ ପୀଡିତ ହୋଇଥିଲେ ଓ ଧର୍ମ ନାରେ ତାଙ୍କର ଶିକାର କରା ଯାଇଥିଲା ।

୮. ଯେଉଁ ମାନଙ୍କ ଅଙ୍କ ୮ ଅଟେ ସେହି ମାନାଙ୍କ ପାଇଁ ପୂର୍ବ ଜନ୍ମରେ ବି ଆପଣଙ୍କ ପାଇଁ ଧନ ସବୁ କିଛିଥିଲା ଓ ଏଇ ଜନ୍ମରେ ମଧ୍ୟ ଆପାନାଙ୍କ ପାଇଁ ଧନ ସବୁ କିଛି ଅଟେ ।

୯. ଯଦି ଆପଣଙ୍କ ଅଙ୍କ ୯ ଅଟେ ତେବେ ଆପଣଙ୍କୁ କୌଣସି ଜନ୍ମରେ ନିଜ ମା ବାପା ସହ ସମ୍ପର୍କ ଭଲ ରହିବ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *