ଆପଣ ବହୁତ ଲୋକଙ୍କ କଥା ଶୁଣି ଥିବେ ଯେ ଆଇଏସ ପରୀକ୍ଷା ପାସ କରିବା କୌଣସି ଛୁଆ ଖେଳ ନୁହ, ଲିଖିତ ପରୀକ୍ଷା ରେ ତେବେ ଗୋଟେ ଥର ପାସ କରି ପାରିବେ କିନ୍ତୁ ଏହାର ଇଣ୍ଟରଭ୍ୟୁ ବହୁତ କଠିନ ହୋଇଥାଏ ଏଥିରେ ପଚରା ଯାଇଥିବା ପ୍ରଶ୍ନ ଉତ୍ତର ଭଲ ଭଲ ବିଦ୍ଵାନ ଲୋକଙ୍କ ପାଖରେ ନଥାଏ । କେତେ ଥର ପ୍ରଶ୍ନ ବହୁତ ବୁଲେଇ ବଙ୍କେଇ ପଚରା ଯାଇଥାଏ, ତେବେ ପ୍ରଶ୍ନ ସହଜ ଥିଲେ ମଧ୍ୟ ଏତେ ବୁଲେଇକି ପଚରା ଯାଏ ଯାହା ଉତ୍ତର ଦବା କଷ୍ଟକର ହୋଇଥାଏ ।
ଆଜି ଆମେ ଆପଣମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଖୋଜି ଆଣିଛୁ ଯାହା ଶୁଣି ଆପଣଙ୍କ ମୁଣ୍ଡ ମଧ୍ୟ ବୁଲିବାକୁ ଲାଗିବ ଏବଂ ଆପଣ ମଧ୍ୟ ଭାବିବେ ଏମିତିକା ପ୍ରଶ୍ନ ଉତ୍ତର ବି ହୋଇଥାଏ ?

୧. ଗୋଟିଏ ଗୁମ୍ଫାରେ ବତିଶି ଚୋର ଦିନରେ କରନ୍ତି କାମ, ରାତି ହେଲେ ସିଏ ଆରାମ କରନ୍ତି କୁହ ତେବେ ତାଙ୍କ ନାମ ?
ଉତ୍ତର : ଦାନ୍ତ
୨. ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ମୋଟେ ନାହିଁ, କୁହ ତାହା କଣ ଅଟେ ?
ଉତ୍ତର : ତାରା
୩. ବାପାଙ୍କର ଭଉଣୀ ସିଏ ଜେଜେମାଙ୍କର ଝିଅ ବୋଉର ସେ ନଣନ୍ଦ ହବ କିଏ ସିଏ କୁହ ?
ଉତ୍ତର : ପିଉସୀ ନାନୀ

୪. ବାଛୁରିର ହକ ମାରି ମହାଦେବ ପିଏ ମଣିଷ ପିଇଲେ ଭାରି ଶକ୍ତିଶାଳି ହୁଏ କହିଲ ଭାବି କି ଦରବ ଇଏ ?
ଉତ୍ତର : ଖିର ବା ଦୁଗ୍ଧ
୫. ବାହାରେ ସବୁଜ ଭିତରେ ଲାଲ ଲତାରେ ଫଳେ ସେ ଫଳଟି ଗୋଲ କଟା ହେଲେ ହୁଏ ଖାଇ ଖରାଦିନେ ସେଇ ଯାହାକୁ ଯେତେ ଲୋ ସିତଦିନେ ଦିଶେନାହିଁ ?
ଉତ୍ତର : ତରବୁଜ
୬. ମତେ କଟାଜାଏ ମତେ ଛେଚାଯାଏ ମତେ ଭାରି ବାଧେ ହେଲେ ମତେ କାଟୁଥିବା ଲୋକ ଲୁହଝାରି କାନ୍ଦେ ?
ଉତ୍ତର : ପିଆଜ
୭. ସବୁଜ କେଣ୍ଟକୁ ନାଲିଆ ଛୁରୀ କଷ୍ଟ ଦିଏ ସିଏ ଜ୍ଵହର ପରି ପାଣି ପାଣି ବୋଲି ଚିଲାଏ ମଣିଷ ସତେକି ଜୀବନ ଯାଏ ବାହାରି ?
ଉତ୍ତର : ନାଲି ଲଙ୍କା

୮. ଖରା ଦେଖିକି ମୁଁ ଆସିଥାଏ ଛାଇ ଦେଖିକି ମୁଁ ଲୁଚିଯାଏ ପବନ ଛୁଇଁଲେ ମତେ ମୁଁ ଲାଜେଲାଜେ ମରିଯାଏ ?
ଉତ୍ତର : ଝାଳ
୯. ତାଟିଆ ଭିତରେ ତାଟିଆ ଅଛି ତାଟିଆ ଭିତରେ ଅମୃତ ମା’ ପେଟର ଝିଅଟି ଗୋରୀ କଃ ଇଏ କି ଗଣିତ ?
ଉତ୍ତର : ନଡିଆ
୧୦. ନାକରେ ଯଦି ଥରେ ମୁଁ ଚଢିଯିବୀ କାନଧରିକି ଟଟେ ମୁଁ ପଢେଇବି, କୁହ ତାହା କିଏ ?
ଉତ୍ତର : ଚଷମା ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।