୮୦ ଦଶକରେ Bollywoodରେ ରାଜ କରୁଥିବା ଏହି ଅଭିନେତ୍ରୀଙ୍କର ଏମାନେ ହେଉଛନ୍ତି Real ଲାଇଫ ପୁଅ

ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଖାଲି ତାଙ୍କ ଅଭିନୟ ପାଇଁ ନୁହେଁ ତାଙ୍କର ସୁନ୍ଦରତା ପାଇଁ ଚର୍ଚାରେ   ମଧ୍ୟ ରହିଛନ୍ତି । ଏହି ଅଭିନେତ୍ରୀ ଖାଲି ସୁନ୍ଦର ଅଟନ୍ତି କିନ୍ତୁ ଏମାନଙ୍କର ପୁଅ ମାନେ ଡାସିଙ୍ଗ ପର୍ଶନାଲିଟି ଓ ଲୂକ୍ସରେ ବହୁତ ଝିଅ ମାନଙ୍କୁ ପାଗଳ କରିଛନ୍ତି । ଆଜି ଆମେ ଏଥିରେ କିଛି ଅଭିନେତ୍ରୀ ପୁଅ ମାନଙ୍କ କଥା କହିବୁ ।

ମୀନାକ୍ଷୀ ସେସାଦ୍ରି :- ସେ ଖାଲି ତାଙ୍କ ଅଭିନୟ ନୁହେଁ ତାଙ୍କ ସୁନ୍ଦରତା ପାଇଁ ମଧ୍ୟ ବହୁତ ପ୍ରସିଦ୍ଧ ଅଟନ୍ତି । ସେ ବହୁତ ଫିଲ୍ମ କରି ଦର୍ଶକଙ୍କ ହୃଦୟରେ ରାଜ କରିଛନ୍ତି । ଯଦି ଆମେ କଥା ହେବା ଏହି ଅଭିନେତ୍ରୀଙ୍କ ପୁଅ ବିଷୟରେ, ତାଙ୍କ ପୁଅର ନାମ ହେଉଛି  ଜୋସ ମଇସୁର । ସେ ଏବେ ବହୁତ ଛୋଟ ଅଛନ୍ତି ଓ ପଢୁଛନ୍ତି  । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବକି ଏବେ ସେ ତାଙ୍କ ମମିଙ୍କ ଭଳି ଅଭିନୟରେ ରୁଚି ରଖିଛନ୍ତି ଓ ଭବିଷ୍ୟତରେ  ଜଣେ ଅଭିନେତା ହେବେ ।

ଫାରାହ  ନାଜ :- ଅଶି ଲବେ ଦଶକର ଅଭିନେତ୍ରୀ ତାଙ୍କ ସୁନ୍ଦରତା ଓ ଅଦାକାରୀ ବଲ୍ଲୀଉଡରେ ରାଜ କରିଥିବା ଅଭିନେତ୍ରୀ ଫରହାନ ନାଜ ବଲିଉଡରେ ବହୁତ ହିଟ ଫିଲ୍ମ ଦେଇଛନ୍ତି । ଯେଉଁଥିରେ ‘ନସିବ ଆପନା ଆପନା, ମରତେ ଦମ ତକ, ଇମାନଦର ଭଳି ଫିଲ୍ମ ସାମିଲ ରହିଛି । କିନ୍ତୁ ଆଜି ଫରହାନ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ନାହାନ୍ତି ତାଙ୍କଦ୍ବାରା କରାଯାଇଥିବା ଅଭିନୟ ଦର୍ଶକଙ୍କ ହୃଦୟରେ ଆଜି ମଧ୍ୟ ଜୀବିତ ରହିଛି । ଯଦି ଆମେ ଆଲୋଚନା କରିବା ଏହି ସୁନ୍ଦର ଅଭିନେତ୍ରୀଙ୍କ ବିଷୟରେ ତାଙ୍କ ପୁଅର ନାମ ହେଉଛି ଫତେହ ରନ୍ଧାୱା  । ତାଙ୍କର ପ୍ରଥମ ପତି ବିନ୍ଦୁ ଦାରାସିଂହ ଙ୍କ ପୁଅ ଅଟନ୍ତି । ଏବେସେ ତାଙ୍କର ଅଭିନୟ ପଢା ସେଶ କରିଛନ୍ତି । ଏବେ ସେ ଫିଲ୍ମରେ ଆସିବେ ।

ଭାଗ୍ୟଶ୍ରୀ :- ଭାଗ୍ୟଶ୍ରୀଙ୍କୁତ ଲିଡ ରୋଲରେ ଦେଖିଥିବେ, ଏହି ଫିଲ୍ମରୁ ତାଙ୍କୁ ଅଫର ମିଳିଥିଲା । ସେ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ସେ ତାଙ୍କର ଅଭିନୟ ସହିତ ସୁନ୍ଦରତା ପାଇଁ ମଧ୍ୟ ବହୁତ ଚର୍ଚାରେ ରହିଛନ୍ତି । ଯଦି ଆମେ ତାଙ୍କ ପୁଅ ବିଷୟରେ କଥା ହେବା ତେବେ ତାଙ୍କ ପୁଅର ନାମ ହେଉଛି ଅଭିମନ୍ୟୁ ଦେଶାନୀ ଅଟେ ।ସେ ୨୦୧୮ ରେ  ମର୍ଦ କୋ ଦରଦ ନେହିଁ  ହୋତା ରୁ ବଲ୍ଲୀଉଡରୁ ଡେବ୍ୟୁ  କରିଥିଲେ । ତାଙ୍କର ପ୍ରଥମ ଫିଲ୍ମରୁ ବଲ୍ଲୀଉଡରେ ପ୍ରସିଦ୍ଧ ହୋଇଥିଲେ ।

ରତିଅଗ୍ନି ହୋତ୍ରୀ :- ରାତି ଅଗ୍ନି ହୋତ୍ରୀ ବହୁତ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ତାଙ୍କୁ ସମସ୍ତେ ବହୁତ ଭଲ ଭାବରେ ଜାଣନ୍ତି । ସେ ବହୁତ ଭଲ ଭଲ ହିଟ ଫିଲ୍ମ ଦେଇଛନ୍ତି । ଯଦି ଆମେ ଆଲୋଚନା କରିବା ବିଷୟରେ ତାଙ୍କ ପୁଅର ନାମ ତନୁଜ ବୀର୍ବାଣ ଅଟେ । ସେ ପ୍ରଫେସନରେ ଜଣେ ଅଭିନେତା ଅଟନ୍ତି ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *