ଆଜି ଆମେ ଆଲୋଚନା କରିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ ଯାହାକୁ ଆଗାମୀ ୧୦ ଘଣ୍ଟା ଭିତରେ କୌଣସି ବଡ ଖୁସି ଖବର ପ୍ରାପ୍ତ ହେବ । ଆଗାମୀ ୧୦ ଘଣ୍ଟାରେ ଭଗବାନ ଶନି ଦେବ ଙ୍କ କୃପା ରୁ ଏହି ରାଶି ଗୁଡିକ ଉପରେ ବିଶେଷ କୃପା ପଡିବ । ସବୁ ନକ୍ଷେତ୍ର ମଧ୍ୟରେ ଶନି ନକ୍ଷେତ୍ର କୁ ବହୁତ ଖାସ ଓ ପ୍ରଭାବଶାଳୀ ଭାବେ ଜଣା ଯାଇଥାଏ । ଏହି ନକ୍ଷେତ୍ର ରେ ଭଗବାନ ଶନି ଦେବ ଙ୍କର ବିଶେଷ କୃପା ଲାଭ ହୋଇଥାଏ ।
ଆଗାମୀ ୧୦ ଘଣ୍ଟା ରେ ଶନି ଦେବ ଏହି ରାଶି ଗୁଡିକ ଉପରେ ବହୁତ ପ୍ରସନ୍ନ ହେବେ ଓ ଏମାନଙ୍କ ଉପରେ ନିଜର ଅପାର କୃପା ଦୃଷ୍ଟି ବରସାଇବେ । ଏହି ରାଶିର ଲୋକମାନଙ୍କୁ କ୍ୟାରିୟାର, ଶିକ୍ଷା କ୍ଷେତ୍ର ରେ ଅପାର ସଫଳତା ମିଳିବ ।
ଆପଣଙ୍କ ପାଇଁ ଆସୁଥିବା ସମୟ ବହୁତ ଭଲ ରହିବ । ଏହି ସମୟ ରେ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ ଓ ଆପଣଙ୍କ ମ୍ମାନସମାନ ଏବଂ ପ୍ରତିଷ୍ଠା ରେ ବୃଦ୍ଧି ହେବ । ଆସୁଥିବା ସମୟ ଆପଣଙ୍କ ପାଇଁ ଜୀବନ ବଦଳାଇ ଦେବା ଭଳି ହେବ । ଏହି ସମୟ ଆପଣଙ୍କ ପାଇଁ ସୁଖ ସୁବିଧା ରେ ପରିପୂର୍ଣ ରହିବ । ଗୁରୁଜନ ଙ୍କ ପ୍ରେମ ଓ ବାସ୍ତଲ୍ୟ ଆପଣଙ୍କୁ ପ୍ରାପ୍ତ ହେବ । ଘର ପରିବାର ର ବାତବାରଣ ସୁଖଦ ଓ ଶାନ୍ତିପୂର୍ଣ ରହିବ । ଏହି ରାଶିର ଲୋକଙ୍କର ଆୟ ରେ ବୃଦ୍ଧି ଦେଖିବାକୁ ମିଳିବ ।
ବ୍ୟାପାର ରେ ଧନଲାଭ ର ଯୋଗ ମଧ୍ୟ ରହିଛି । ଆପଣଙ୍କୁ ଆପଣଙ୍କ ଜୀବନର ପ୍ରତି ଟି ଅଟକି ଯାଇଥିବା କାର୍ଯ୍ୟ ରେ ସଫଳତା ନିଶ୍ଚୟ ହେବ । ଏହି ରାଶିର ଲୋକମାନେ ଧାର୍ମିକ କାର୍ଯ୍ୟରେ ଭାଗ ନେବା ଫଳରେ ସମାଜ ରେ ମ୍ମାନ ସମ୍ମାନ ବଢିବ । ବୈବାହିକ ଜୀବନ ରେ ଖୁଶିର ବାତାବରଣ ରହିବ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳିଯୁଗ ର ମହାରାଜ ଶନିଦେବ ଙ୍କୁ ସବୁଠାରୁ ଶକ୍ତିଶାଳୀ ଦେବତା ବୋଲି ମାନାଯାଇଥାଏ । ଓ ଯେବେ ବି ଶନିଦେବ କାହା ଉପରେ ପ୍ରସନ୍ନ ହୋଇଥାନ୍ତି ତାଙ୍କର ପୁରା ଜୀବନ ସୁଖମୟ ହୋଇଥାଏ । ଏହି ରାଶିର ଲୋକମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଏହି ସମୟ ରେ ଭଲ ରହିବ । ଏହି ରାଶିର ଲୋକମାନଙ୍କର କୁଣ୍ଡଳୀ ରେ ଏବେ ରାଜଯୋଗ ସ୍ଥାପିତ ହେଉଛି । ଏହି କାରଣରୁ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ।
ଯେଉଁମାନେ ଦିନରାତି ଏକ କରି ପରିଶ୍ରମ କରୁଛନ୍ତି ସେମାନଙ୍କୁ ଆଗାମୀ ସମୟରେ, ଆଗାମୀ ମାସ ରେ ସଫଳତା ନିଶ୍ଚୟ ମିଳିବ । ଏହା ଦ୍ଵାରା ଆପଣଙ୍କୁ ବହୁତ ବଡ ଲାଭ ମଧ୍ୟ ପ୍ରାପ୍ତ ହେବ । ଆଜି ସନ୍ଧ୍ୟା ରେ ଶନିଦେବ ଙ୍କର ଆରାଧନା ନିଶ୍ଚୟ କରନ୍ତୁ । ଭଗବାନ ଶନିଦେବ ଙ୍କ ପାଖରେ ସୋରିଷ ତେଲର ଦୀପ ଜଳାନ୍ତୁ ଓ ଶନି ଚାଳିଶା ର ପାଠ ମଧ୍ୟ କରନ୍ତୁ । ଏହା ଆପଣଙ୍କ ପାଇଁ ଅୟାନତ ଶୁଭ ଏବଂ ଲାଭଦାୟକ ରହିବ । ସେହି ରାଶି ଗୁଡିକ ହେଲେ:- ବୃଷ ରାଶି, ମକର ରାଶି, ମିଥୁନ ରାଶି, ମେଷ ରାଶି, ସିଂହ ରାଶି, ତୁଳା ରାଶି ଓ କୁମ୍ଭ ରାଶି ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।