ଶ୍ରୀକୃଷ୍ଣ କହିଛନ୍ତି ଘରେ ଏହି ଫୋଟ ଲଗାଇଲେ ଆସିଥାଏ ଦାରିଦ୍ର୍ୟତା, ଏହି ଫୋଟୋ ଲଗାଇବା ଉଚିତ- Vastu Shastra

ଯେତେ ସକରାତ୍ମକ ଊର୍ଜା ଆମ ଆଖପାଖରେ ରହିଥାଏସେତେ ଆମର ମନ ଶାନ୍ତ ରହିଥାଏ । ଆଉ ଆମକୁ ଆମ କାର୍ଯ୍ୟରେ ସଫଳତା ମିଳିଥାଏ । ଶେଠୀ ପାଇଁ  ବାସ୍ତୁ ଶାସ୍ତ୍ରରେ ସବୁବେଳେ ଏହି କଥାର ବର୍ଣନା କରାଯାଇଛିକି ସେଇ ବସ୍ତୁର ପ୍ରଭାବ ସକାରାତ୍ମକ ରହୁ । ଘର ମାନଙ୍କରେ ଭିନ୍ନ ଭିନ୍ନ ଫୋଟୋ ଲଗାଯାଇଥାଏ କିନ୍ତୁ ସମସ୍ତେ ଏହି ଫୋଟର ମହତ୍ଵ ଜାଣି ନଥାନ୍ତି । ଯେଉଁଥିରେ ବହୁତାବର ତାଙ୍କୁ ତାର ପ୍ରଭାବ ଭୋଗିବାକୁ ପଡିଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଜିନିଷକୁ ଅଧିକ ସାମ୍ନାରେ ଦେଖିଥାନ୍ତି ସେଇ ଜିନିଷ ଅଧିକ ଆପଣଙ୍କ ଉପରେ ପ୍ରଭାବ ପକାଇ ଥାଏ । ସେଇଥିପାଇଁ ଘରେ ଭିତରେ ଠିକ ଫୋଟୋ ଲଗାଇବା ନୀହାତି ଆବଶ୍ୟକ ହୋଇଥାଏ ।

ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରିକା ନଗରୀରେ ତାଙ୍କର ମିତ୍ର ଆସିଥିଲେ ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ ଘରେ କେଉଁ ଫୋଟ ଲଗାଇବା ଉଚିତ ଓ କେଉଣ୍ଟା ଲଗାଇବା ଉଚିତ ନୁହେଁ । ଭଗବାନ କେଶବ ସବୁ ଚିତ୍ରର ମହତ୍ଵ ଓ ଭାବ ବୁଝାଇ ଥିଲେ । ଆଉ କିଛି ଏମିତି ମହତ୍ଵ କହିଥିଲେ ଯାହାର ଉଲେଖ ବିଷ୍ଣୁ ପୁରାଣରେ ଦେଖିବାକୁ ମିଳିଥାଏ । ଆଜି ଆମେ କହିବାକୁ ଯାଉଛୁ ଏମିତି କେଉଁ ଚିତ୍ର ଅଛି ଯେଉଁଟା ଘରେ ଲଗାଇ ପାରିବେ ଓ କେଉଣ୍ଟା ନୁହେଁ ।

ଯଦି ଆପଣଙ୍କ ବ୍ୟାପାରରେ ବାର ବାର କ୍ଷତି ହେଉଛି ଓ ଆପଣଙ୍କୁ ସଫଳତା ପ୍ରାପ୍ତି ହେଉ ନହିଁ । ଆପଣ ଆପଣଙ୍କର ଅଫିସ ଓ ଦୋକାନ ବା ଯେଉଁଠି ଆପଣ କମ କରୁଛନ୍ତି ସେହି ଜାଗାର ପୂର୍ବ ଦିଗରେ ସମୁଦ୍ରରେ ଦଉଡୁଥିବା  ଘୋଡାର ଫୋଟ ନିଶ୍ଚିତ ରୂପରେ ଲଗାନ୍ତୁ । ଏହି ଘୋଡା ସବୁବେଳେ ଆଗକୀ ଯିବାର ଶକ୍ତି ପ୍ରଦାନ କରିଥାନ୍ତି । କାରଣ ଏହି ଘୋଡା ଇନ୍ଦ୍ରିୟ ମାନଙ୍କୁ ଦର୍ଶାଇ ଥାନ୍ତି ।  ମନୁଷ୍ୟ ମାନଙ୍କର ଇନ୍ଦ୍ରିୟ ଉପରେ ସବୁବେଳେ ନିୟତ୍ରଣ  ରହିଥାଏ ।

ଗର୍ଭବତୀ ମହିଳାଙ୍କ ପାଇଁ ସୁନ୍ଦର ବିଚାର ମାହୋଲ ଓ ମନର ପ୍ରସନ୍ନତାର ଆବଶ୍ୟକ ହୋଇଥାଏ । ଯଦି ତାଙ୍କ ରୁମରେ ଯୋଶୋଦା ମାଙ୍କ ସହିତ ବାଲ କୃଷ୍ଣ ଓ ମାଖନ ଖାଉଥିବା ଗୋପାଳ କୃଷ୍ଣଙ୍କ ଫୋଟ ଲଗାଇବେ ଏହା ମାତା ଓ ଶିଶୁ ଦୁଇଜଣଙ୍କ ପାଇଁ ଲାଭଦାୟକ ହୋଇଥାଏ । ଯଦି ଆପଣ ଚହୁଁଛନ୍ତି ଆପଣଙ୍କ ପରିବାର ଗୋଟିଏ ଆଦର୍ଶ ପରିବାର ହୋଇ ରହୁ ତାଙ୍କ ଭିତରେ ସବୁବେଳେ ପ୍ରେମ ଓ ଆଦର ଓ ଲିମିଟ ବନି ରହୁ ଶେଥିପାଇଁ ଆପଣଙ୍କ ଘରର ଡ୍ରାଇଙ୍ଗ ରୁମରେ ରାମଙ୍କ ଦରବାରର ଫୋଟ ନିଶ୍ଚିତ ଭାବରେ ଲଗାନ୍ତୁ । ଏଥିରେ ଘର ଲୋକଙ୍କ ଭିତରେ ସ୍ନେହ ଆଦର ବଢିବାକୁ ଲାଗିଥାଏ ।

ଭଗବାନ ଧନ୍ବନ୍ତରୀଙ୍କ ଫୋଟ, ଯଦି ଆପଣ ଧନ ବଢିବା ପାଇଁ ଚହୁଁଛନ୍ତି  ଘରେ ଧନବନ୍ତ୍ରୀଙ୍କ ଫୋଟ ନିଶ୍ଚିତ ଭାବରେ ଲଗାନ୍ତୁ । ଏହି ଫୋଟୋ ଲଗାଇବା ଦ୍ଵାରା ଘର ଲୋକଙ୍କ ସ୍ୱାସ୍ଥ୍ୟ ଠିକ ରହିବା ସହିତ ମା ଲକ୍ଷ୍ମୀଙ୍କ ଆଗାମନ ହୋଇଥାଏ । ଯଦି ଆପଣଙ୍କ ମନ ସବୁବେଳେ ବିଚଳିତ ହୋଇଥାଏ କୌଣସି କାର୍ଯ୍ୟରେ ଲାଗିନଥାଏତ ଆପଣ ରୋଷେଇ ଘରେ  ଫୁଟି ଥିବା ଫୁଲର ଫୋଟଲଗାଇ ପାରିବେ । ଓ ଆପଣ ସୁଗନ୍ଧିତ ଫୁଲବି ଘରେ ରଖି ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *