ସ୍ଵାମୀ ସ୍ତ୍ରୀଙ୍କ ସମ୍ବନ୍ଧ କେମିତି ହବା ଉଚିତ!- Krishna vani

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ବହୁତ ଲୋକ ବୁଝି ପାରନ୍ତି ନାହିଁ ଯେ ସ୍ଵାମୀ ସ୍ତ୍ରୀ ସମ୍ପର୍କ କେମିତି ହବା ଉଚିତ ଅଟେ । ଜୀବନରେ ବହୁତ କିଛି ଏମିତି ହୋଇଥାଏ ଯାହା ବିଷୟରେ ଆମେ ବହୁତ କମ ଜାନିଠାଉ ଠିକ ସେମିତି ସ୍ଵାମୀ ସ୍ତ୍ରୀ ସମ୍ପର୍କ କେମିତି ହବା ଉଚିତ ସମସ୍ତଙ୍କ ଭାବ ଅଲଗା ହୋଇଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଏମିତି ଗୋଟେ ସମ୍ପର୍କ ଯାହା ସବୁଠାରୁ ଭିନ୍ନ ହୋଇଥାଏ ।

ଏହି ସମ୍ପର୍କ ସବୁ ସମ୍ପର୍କ ଠାରୁ ଉପରେ ହୋଇଥାଏ । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ସ୍ତ୍ରୀକୁ ଅର୍ଦ୍ଧାଙ୍ଗିନି କୁହା ଯାଏ କାହିଁକିନା ସେ ପୁରୁଷ ଅଧା ଅଙ୍ଗ ସହ ସମାନ ହୋଇଥାଏ, ପୁରୁଷ ସ୍ତ୍ରୀ ବିନା ଓ ସ୍ତ୍ରୀ ପୁରୁଷ ବିନା ଅଧୁରା ହୋଇଥାନ୍ତି ।

Image Courtesy: Google

ଭଗବାନ କହିଛନ୍ତି ଯେ କୌଣସି ସମ୍ପର୍କ ପ୍ରଥମ ସ୍ତମ୍ଭ ଭରସା ହୋଇଥାଏ । ତେବେ ଦୁହିଙ୍କୁ ଦୁହିଙ୍କ ଉପରେ ଭରସା ହବା ବହୁତ ଆବଶ୍ୟକ ଅଟେ, ଓ ଦୁହିଙ୍କୁ ଦୁହିଙ୍କ ଭରସା ଉପରେ ପ୍ରଶ୍ନ କରିବା ଉଚିତ ନୁହଁ । ସ୍ଵାମୀ ସ୍ତ୍ରୀ ନିଜ ପୂର୍ଣ ଜୀବନ ପରସ ପର ସହ ବାଣ୍ଟିବା ବହୁତ ବଡ କଥା କଣ ସବୁ ସ୍ଵାମୀ ସ୍ତ୍ରୀ ନିଜ ଜୀବନ ପରସ ପାଇଁ କରନ୍ତି, ଆପଣ ମାନେ କହିବେ ନାହିଁ କାହିଁକିନା ଆଜିକା ସମୟରେ ସେମିତିକା ସମ୍ପର୍କ ଆଉ ନାହିଁ ବହୁତ କମ ଲୋକ ଅଛନ୍ତି ଯିଏ ନିଜ ସମ୍ପର୍କକୁ ଚରମ ସୀମା ପର୍ଯ୍ୟନ୍ତ ନେଇ ଯାଇଥାନ୍ତି ।

Image Courtesy: Google

ସ୍ଵାମୀ ସ୍ତ୍ରୀ ସମ୍ପର୍କ ରକ୍ତ ସମ୍ପର୍କ ଠାରୁ ବହୁତ ଉପରକୁ ଉଠିଥାଏ, ଜୀବନରେ କେହି ଆପଣଙ୍କୁ ବୁଝୁ ବା ନାହିଁ କିନ୍ତୁ ଯଦି ଆପଣଙ୍କ ଜୀବନସାଥୀ ଆପଣଙ୍କୁ ବୁଝୁଛନ୍ତି ତେବେ ଆପଣଙ୍କ ଜୀବନ ବହୁତ ସୁଖମୟ ଓ ସୁନ୍ଦର ହୋଇଯାଇଥାଏ । କୌଣସି ସମ୍ପର୍କରେ ଦୁହିଙ୍କୁ ପରସ ପର ଭଲ ଓ ଖରାପ ଗୁଣ ଦୁହିଙ୍କ ସହ ଆପଣେଇବାକୁ ହବ, ତେବେ ଯାଇ ଆପଣଙ୍କ ସମ୍ପର୍କ ଅଧିକ ଦିନ ରହି ପାରିବ ।

Image Courtesy: Google

ଯଦି ଆପଣଙ୍କୁ କେବଳ ଭଲ ଗୁଣ ଦରକାର ତେବେ ଆପଣଙ୍କ ମଧ୍ୟରେ ସବୁବେଳେ କିଛି ନା କିଛି ଅସୁବିଧା ଲାଗି ରହିବ । ତେବେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେଉଁ ସମ୍ପର୍କରେ ସ୍ଵାମୀ ସ୍ତ୍ରୀ ପରସ ପର ଏହି ୩ଟି କଥା ଜାଣିଥାନ୍ତି ତାଙ୍କ ସମ୍ପର୍କ ଶୁଧ ଓ ସଫଳ ହୋଇଥାଏ ।

Image Courtesy: Google

୧. ଆପଣଙ୍କ ହସ ପଛରେ ଲୁଚିଥିବା କଷ୍ଟ, ୨. ଆପଣଙ୍କ କ୍ରୋଧ ପଛରେ ଲୁଚିଥିବା ଆପଣାଙ୍କ ପ୍ରେମ, ୩. ଆପଣଙ୍କ ମୌନ ପଛରେ ଲୁଚିଥିବା ଆପଣଙ୍କ ମନ ଶବ୍ଦ ର ଜ୍ଵାଲାମୁଖୀ । ଯେଉଁ ସମ୍ପର୍କରେ ଏହି ୩ଟି କଥା ନା କାହାକୁ କହିବାକୁ ପଡେ ନା କାହାକୁ ବୁଝେଇବାକୁ ପଡେ ସେହି ସମ୍ପର୍କ ବହୁତ ଶୁଦ୍ଧ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *