କେଉଁ ଜାତିର ଅଟନ୍ତି ବଲୀଉଡର ଏହି ଅଭିନେତ୍ରୀ ମାନେ?

ଭାରତ ଆମ ଏମିତିକା ଦେଶ ଯେଉଁଠି ବହୁତ ପ୍ରକାର ଭାଷା ଜାତି ଓ ଧର୍ମ ଲୋକ ଏକାଠି ବାସ କରନ୍ତି ଓ ଜାତିବାଦ ଏବେ ଭାରତରେ ବହୁତ କମି ଯାଇଛି ତଥାପି ଲୋକ ନିଜ ଝିଅ ପୁଅ ବିବାହ କଲେ ଜାତି ଓ ଧର୍ମ ନିଶ୍ଚିନ୍ତ ଦେଖନ୍ତି କିନ୍ତୁ ବଲୀଉଡ ଦୁନିଆରେ ଏମିତି କିଛି ନାହିଁ ବଲୀଉଡ ଦୁନିଆରେ ଯିଏ ଯାହାକୁ ପସନ୍ଦ କଲା ସେ ତା ସହ ରହିଲେ ।

ଜାତି କଥା କେହି ବୁଝନ୍ତି ନାହିଁ ତେବେ ଆଜି ଆମେ ଆପଣଙ୍କୁ ବଲୀଉଡ କିଛି ଦମଦାର ଅଭିନେତ୍ରୀ ମାନଙ୍କ ଜାତି ବିଷୟରେ କହିବାକୁ ଯାଉଛୁ ।

Image Courtesy: Google

୧. ଦିଶା ପଟାନୀ :

ଆପଣ ମାନେ ଦିଶା ପଟାନୀଙ୍କ ବହୁତ ଫିଲ୍ମ ଦେଖିଥିବେ ତେବେ ସେ ଦେଖିବା ପାଇଁ ବହୁତ ସୁନ୍ଦରୀ ଅଟନ୍ତି, ତେବେ ଦିଶା ପଟାନୀଙ୍କ ସିନ୍ଧି ଜାତି ଅଟେ ।

୨. ପରିନିତି ଚୋପଡା :

ପରିନିତି ଚୋପଡା ନିଜ ପରିଶ୍ରମ ଦ୍ଵାରା ବହୁତ ଫିଲ୍ମ୍ସରେ କାମ କଲା ପରେ ଦର୍ଶକ ମାନଙ୍କ ପସନ୍ଦ ହୋଇଥିଲେ ତେବେ ପରିନିତି ବ୍ରାହ୍ମଣ ଜାତି ର ଅଟନ୍ତି । ପରିନିତି ଚୋପଡାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଅଟେ ।

 

Image Courtesy: Google

୩. କିଆରା :

କବୀର ସିଂହ ଫିଲ୍ମ ଦ୍ଵାରା ପ୍ରଚଳିତ ଅଭିନେତ୍ରୀ କିଆରାଙ୍କ ବିଷୟରେ ଆପଣ ମାନେ ବହୁତ କଥା ଜାଣିଥିବେ ସେ ବହୁତ କଷ୍ଟକରି ଏହି ସ୍ଥାନରେ ଆସି ପହଞ୍ଚିଛନ୍ତି ତେବେ କିଆରା ମଧ୍ୟ ସିନ୍ଧି ଅଟନ୍ତି ।

୪. ଆଲ୍ୟା ଭଟ :

ଆଲ୍ୟା ଭଟକୁ କିଏ ଅବା ଜାଣି ନାହିଁ ଆଲ୍ୟା ଫିଲ୍ମ ମେକର ମହେଶ ଭଟ ଝିଅ ଅଟନ୍ତି ଓ ସେ ମଧ୍ୟ ବଲୀଉଡକୁ ବହୁତ ହିତ ଫିଲ୍ମ ଡେଇଛନ୍ତି । ତେବେ ଆଲ୍ୟାଙ୍କ ଜାତି ବ୍ରାହ୍ମଣ ଅଟନ୍ତି କାହିଁକିନ ତାଙ୍କ ଜେଯ ବ୍ରାହ୍ମଣ ଥିଲେ ଓ ତାଙ୍କ ଜେଜେମା ମୁସ୍ଲିମ ଥିଲେ ।

Image Courtesy: Google

୫. କଙ୍ଗନା ରଣାବତ :

ଆପଣ ମାନେ ବଲୀଉଡ କ୍ଵିନ କଙ୍ଗନାଙ୍କ ବିଷୟରେ ବହୁତ କିଛି ଶୁଣିବାକୁ ପାଇଥିବେ କିନ୍ତୁ ଏହା ମଧ୍ୟ ସତ ଅଟେ ଯେ କଙ୍ଗନା ସତ କଥା କୁହନ୍ତି ଓ ତାଙ୍କ ଅଭିନୟ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥାଏ ତେବେ କଙ୍ଗନାଙ୍କ ଜାତି ରାଜପୁତ ଅଟେ ।

୬. ଶ୍ରଦ୍ଧା କପୁର :

ଶ୍ରଦ୍ଧା କପୁର ବହୁତ କମ ବୟସରେ ବହୁତ ନା ପାଇ ଗଲେଣି ତାଙ୍କ ଅଭିନୟ ଓ ପରିଶ୍ରମ ଦ୍ଵାରା ତାଙ୍କୁ ବହୁତ ଚଳଚିତ୍ର ମିଳିଛି ଓ ସେ ସାଉଥ ସୁପର ଷ୍ଟାର ପ୍ରଭାସ ସହ ମଧ୍ୟ କାମ କରିଛନ୍ତି । ତେବେ ଶ୍ରଦ୍ଧା ଅଧା ପଞ୍ଜାବୀ ଓ ଅଧା ମରାଠୀ ଅଟନ୍ତି କାହିଁକିନା ତାଙ୍କ ବାପା ପଞ୍ଜାବୀ ଆଉ ତାଙ୍କ ମା ମରାଠୀ ଅଟନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *