ଏହି ୩ ଟି ରାଶି ଯିଏ ସମୟ ପୂର୍ବରୁ ହଠାତ ମୃତ୍ୟୁ ବରଣ କରନ୍ତି

ଆମେ ଆଜି ସେହି ରାଶି ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ମୃତ୍ୟୁ ହଠାତ ହୋଇଥାଏ । ଆପଣ ସମସ୍ତେ ଜାଣିଥିବେ ଗ୍ରହର ଶୁଭ ଅଶୁଭ  ପ୍ରଭାବ ଜୀବନରେ ରହିଥାଏ । ବଞ୍ଚିବା ଓ ମରିବା ଉପରେ କାହାରବି ହାତ ନଥାଏ ନା କେବେ ସେମିତି ହୋଇପାରିବ । ହିନ୍ଦୁ ଧର୍ମ ସଂସ୍କାରରେ ନାମ କରଣ ଏହି ନାମ ରାଶି ସହିତ ଜଡିତ ରହିଛି ।

ନାମ ସହିତ ମନୁଷ୍ୟର ଘନିଷ୍ଠ ସମ୍ବନ୍ଧ ରହିଛି । ନାମ ସମ୍ବନ୍ଧିତ ରାଶିର ପ୍ରଭାବ ନିଶ୍ଚିତ ରୂପରେ ପଡିଥାଏ ସବୁ ରାଶିର ଅଲଗା ଅଲଗା ପ୍ରକାରର ସ୍ଵଭାବ ଓ ପ୍ରଭାବ ହୋଇଥାଏ । ଏହି ଅନୁସାରେ ସବୁ ଗ୍ରହ ନକ୍ଷତ୍ର  ଆମ ଜୀବନକୁ ପ୍ରଭାବିତ କରିଥାଏ । କେଉଁ ନାମ ଅକ୍ଷର କେଉଁ ରାଶି  ପାଇଁ ଉପଯୁକ୍ତ ହୋଇଥାଏ ସେଇଟା ଜାଣିବା ।

ଶନିଦେବ ସବୁଠୁ ଶକ୍ତିଶାଳୀ ହୋଇଥାନ୍ତି ଯେବେ ସେ କାହା କୁଣ୍ଡଳୀକୁ ଆସିଥାଆନ୍ତି ଘରେ ଦୁର୍ଘଟଣା, ରୋଗ, ହେବାର ସମ୍ଭାବନା ବଢିଯାଇଥାଏ, ସେ ଏମିତିରେ କେବେ ଆସନ୍ତି ନାହିଁ  । ଯେତେ ପର୍ଯ୍ୟନ୍ତ ଆପଣ କିଛି ଖରାପ କର୍ମ କରି ନାହାନ୍ତି କି କିଛି ଖରାପ କର୍ମ ପୂର୍ବ ଜନ୍ମରେ କରିଛନ୍ତି ତ ଫଳତ ଆପଣଙ୍କୁ ଭୋଗିବାକୁ ପଡିବ । ସବୁ ମଣିଷ ଯିଏ ଦୁନିଆକୁ ଆସିଥାଏ ତାକୁ ଗୋଟେ ଦିନ ଦୁନିଆରୁ ବିଦା ହୋଇକି ଯିବାକୁ ହେବ ଓ ଏହା ଦୁନିଆର ନିୟମ ଅଟେ । ମୃତ୍ୟୁ ସମୟ ପୂର୍ବରୁ ହିଁ ନିର୍ଦ୍ଧାରିତ ହୋଇଥାଏ ।

କୁହାଯାଏକି ମନୁଷ୍ୟ ଜୀବନରେ ଯାହାବି ଖରାପ କି ଭଲ କାମ କରିଥାଏ ତାର ଫଳ ଶନିଦେବ ଦେଇଥାନ୍ତି । ସେଥିଉଲାଗି ଶାଣିଦେବଙ୍କୁ ଖୁସି ରଖିବା ବହୁତ ଜରୁରୀ ହୋଇଥାଏ । ଶନିଦେବ ରାଗିଲେ ଆପଣଙ୍କ କର୍ମ ହିସାବରେ ଦଣ୍ଡିତ କରିଥାନ୍ତି, ଶନିଦେବ କୌଣସି ରାଶିରେ ଆଗମନ ବା ଗୋଚରରେ  ତାକୁ କ୍ଷତି, ଧନହାନି, ଓ ମୃତ୍ୟୁ ଭଳି ହାନି ହୋଇଥାଏ । ଏହିସବୁ ସେତେବେଳେ ହୋଇଥାଏ ଆପଣ ଯଦି କିଛି ଖରାପ କର୍ମ କରିଥିବେ ।

କୁହାଯାଏକି ମନୁଷ୍ୟର ପାପ ପୂଣ୍ୟ ଆଧାରରେ ମନୁଷ୍ୟକୁ ଫଳ ମିଳିଥାଏ । ବହୁତ ଲୋକ କୁହନ୍ତି ଶନିଦ୍ରୁଷ୍ଟି ଦୁର୍ଭାଗ୍ୟ କାରଣରୁ ହୋଇଥାଏ । ଯଦି ଶନୀଙ୍କ କୃପା ମିଳିଯାଏ ତାହେଲେ ସବୁ କିଛି ଶୁଭ ହୋଇଥାଏ । ସନିଗ୍ରହ ସମସ୍ତଙ୍କ କୁଣ୍ଡଳୀରେ ଥାଏ । ସନିକୁ ପାପ ଓ ପୂଣ୍ୟର ଦେବତା କୁହାଯାଏ । ଖରାପ ଓ ଭଲ କର୍ମ ନ୍ୟାୟ ଆଧାର ହୋଇଥାଏ । କାହାର ମୃତ୍ୟୁ କେବେ ହେବ କେହି କହିପାରିବେ ନାହିଁ, ଏହି କଥା ରାଶି ଉପରେ ନିର୍ଭର ହୋଇଥାଏ । ଏବେ ସେଇ ତିନୋଟି ରାଶି ବିଷୟରେ କହିବୁ ଯାହାର ମୃତ୍ୟୁ ସମୟ ପୂର୍ବରୁ ହୋଇଥାଏ ଓ ହଠାତ ।

ମେଶ ରାଶି, ବିଛା ରାଶି, ଓ ମିନ ରାଶି ଏହି ତିନୋଟି ରାଶିକୁ ଶନି ଗ୍ରହର ବିପଦ ରହିଥାଏ । ଏହାର ଉପାୟ ରହିଛି ସବୁ ଶନିବାର ଶାନିଦେବଙ୍କ ପୂଜା କରିବା ଉଚିତ, ଯଦି ଆପଣ ବାହାରେ ଅଛନ୍ତି ଅସ୍ଵସ୍ଥ ଗଛର ପୂଜା କରିବେ ଯଦି କୌଣସି ଜ୍ୟୋତିଶକୁ ଜାଣିଥିବେ ତାଙ୍କ ପକ୍ଷରୁ ରକ୍ଷା କବଚ ନେଇପାରିବେ । ଭଲ କର୍ମ କରିବେ ଗରିବଙ୍କୁ ଖାଦ୍ୟ ଦେଇପାରିବେ । ଆପଣ ଶନିଦେବଙ୍କ ମନ୍ତ୍ର ଜପ କରିପାରିବେ ଊଁ ଶଂ ଶନୈଶ୍ଚାରାୟ ନମଃ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *