ମଜେଦାର ଯୋକ୍ସ : ସ୍ତ୍ର୍ରି ସ୍ଵାମିକୁ କହିଲା ମୁଁ ଗୋଟେ “ବ୍ରା” କିଣିବି, ତ ସ୍ଵାମୀ କହିଲା…

ଯେଉଁ ଭଳି ଭଲ ଖାଦ୍ୟ, ପାନୀୟ ଓ ଭଲ ପବନର ଆବଶ୍ୟକ ରହେ  ସ୍ୱାସ୍ଥ୍ୟ ପାଇଁ ସେହିଭଳି ଶରୀର ପାଇଁ ଖୁସି ରହିବା ନିହାତି ଦରକାର ସେଥିପାଇଁ ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବା ପାଇଁ ହସର ବହୁତ ଆବଶ୍ୟକ ହୋଇଥାଏ ।

ଯଦି ଆପଣ ସକାଳେ ସନ୍ଧ୍ୟାରେ ହସିବାର ଅଭ୍ୟାସ କରିବେ ତ ଆପଣଙ୍କୁ କୌଣସି ପ୍ରକାର ରୋଗ ଛୁଇଁ ପାରିବ ନାହିଁ । ସେ ମାନସିକ ରୋଗ ହେଉ କି ଶାରୀରିକ ଆପଣଙ୍କ ପାଖକୁ ବି ଆସିପାରିବ ନାହିଁ ।

Image Courtesy: Google

୧. ସ୍ତ୍ରୀ ବିନା ରୋଷେଇ କରି ଶପିଙ୍ଗ କରିବା ପାଇଁ ଚାଲି ଗଲା, ସନ୍ତା ବେଚାରା ଘରେ ଭୋକିଲା ବସି ଥିଲା, ଯେତେବେଳେ ସ୍ତ୍ରୀ ସପିଙ୍ଗ କରି ଫେରିଲା,

ସ୍ତ୍ରୀ ହାତରେ ବଡ ବ୍ୟାଗ ଓ ଗୋଟେ ଡବାଥିଲା ।

ସନ୍ତା ତୁରନ୍ତ ଡବା ସ୍ତ୍ରୀ ହାତରୁ ନେଲା ଓ କହିଲା ମୁଁ ଜାଣିଛି ଡାର୍ଲିଙ୍ଗ ଏଥିରେ ତମେ ମୋ ପାଇଁ କିଛି ଖାଇବା ପାଇଁ ଆନିଚ ।

ସ୍ତ୍ରୀ – ତମେ ପୁରା ଠିକ ଅନୁମାନ କରିଛ ଏଥିରେ ତମ ଖାଇବା ଜିନିଷ ଅଛି ମୋ ଷେଣ୍ଡଲ ।

Image Courtesy: Google

୨. ସନ୍ତା ଓ ପ୍ରିତୋ ମଝିରେ ଝଗଡା ହେଲା, ସନ୍ତା ରାଗି ଗଲା,

ପ୍ରିତୋ କହିଲା : ମୁଁ ୧୦ ପର୍ଯ୍ୟନ୍ତ ଗଣୁଛି ଯଦି ତମେ କିଛି କହିବନି ତେବେ ମୁଁ ବିଷ ପିଦେବୀ ।

ପ୍ରିତୋ : ୧,୨,୩…

ପ୍ରିତୋ କାନ୍ଦିକି – କିଛି ତ କୁହ

ସନ୍ତା : ଗଣୂଥାଓ

ପ୍ରିତୋ : ଜା ହଉ କିଛି ତ କହିଲ

ସନ୍ତା ଏହି କଥା ଶୁଣି ବେହୋଶ

୩. ପଡୋଶୀ : ତମ ଘରୁ ସବୁ ଦିନ ହସ ଶବ୍ଦ ଶୁଭେ… ଏତେ ଖୁସି ଜୀବନର ରହସ୍ୟ କଣ ।

ମଣିଷ : ମୋ ସ୍ତ୍ରୀ ମତେ ଜୋତାରେ ବାଡାଏ ଲାଗି ଗଲେ ସେ ହସେ ନ ଲାଗିଲେ ମୁଁ ହସେ । ଭଗବାନଙ୍କ କୃପାରୁ ଜୀବନ ବହୁତ ଖୁସିରେ କଟୁଛି ।

Image Courtesy: Google

୪. ସ୍ତ୍ରୀ : ଶୁଣୁଛ ଖବର କାଗଜରେ ଛପା ହେଇଛି ମଦ ପିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ ।

ମଦୁଆ ସ୍ଵାମୀ : ତାହେଲେ କଣ କରିବା ବନ୍ଦ କରି ଦବା ?

ସ୍ତ୍ରୀ : ହଁ ବନ୍ଦ କରିଦିଅ, ବଚନ ଦିଅ ଆଜିଠାରୁ ସବୁ ବନ୍ଦ ।

ସ୍ଵାମୀ : ମୁଁ ତମକୁ ଯାହା ବଚନ କରିଥାଏ କେବେ ଭାଙ୍ଗିନଥାଏ ତେବେ କାଲୀ ଠାରୁ ଏହି ଖବର କାଗଜ ଆମ ଘରକୁ ଆସିବନି ।

୫. ସ୍ତ୍ରୀ : ଶୁଣୁଚ ମତେ ନା ବ୍ରା ନବାର ଅଛି ।

ସ୍ଵାମୀ : କଣ କରିବ ବ୍ରା ନେଇ ଏତେ ତ ଛୋଟ ଛୋଟ ।

ସ୍ତ୍ରୀ ( ଲାଜେଇ ଯାଇ ) : କାଲୀ ତମେ ଅଣ୍ଡରୱେୟର କିଣିଲ ମୁଁ କିଛି କହିଲି ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *