ଦୁଃଖ ସାମ୍ନା ସମସ୍ତଙ୍କୁ ନିଜ ଜୀବନରେ କେବେ ନା କେବେ କରିବାକୁ ପଡିଥାଏ, କିଛି ଲୋକଙ୍କ ଜୀବନରେ ଦୁଃଖ ହିଁ ଦୁଃଖ ରହିଥାଏ, ଦୁଃଖ ସମୟରେ କାହାକୁ ରାଗ ଲାଗିଥାଏ ତ କିଏ ଡିପରେସନ ଭଳି ସମସ୍ଯା ଶିକାର ହୋଇଥାଏ, ଜୀବନରେ କିଛି ନାହିଁ କାହା ସହ ହସି କଥା ହେଲେ ବା କାହା ଜୀବନରେ ଖୁସି ଆଣିଲେ ଆପଣଙ୍କ ଜୀବନ ସାର୍ଥକ ହୋଇଥାଏ ।
ମଣିଷ ଏକୁଟିଆ ଏମିତି ଯିବ ଯିଏ ଚାହିଁଲେ ଅନ୍ୟ ମାନଙ୍କୁ ଖୁସି ଦେଇ ପାରିବ ଓ ଚାହିଁଲେ ଅନ୍ୟ ମାନଙ୍କୁ ଦୁଃଖ ସେଥିପାଇଁ ନିଜ ଜୀବନ ସାର୍ଥକ କରିବା ପାଇଁ ସବୁବେଳେ କାହାକୁ ହସେଇବାକୁ ଚେଷ୍ଟା କରନ୍ତୁ ।

୧. କିଛି ପୁଅମାନେ ଏହି ଆସାରେ ରକ୍ତଦାନ କରନ୍ତି ଯେ ଚଳଚିତ୍ର ଭଳି ତାଙ୍କ ରକ୍ତ କୌଣସି ଝିଅକୁ ଦାନ କରା ଯିବ ଓ ସେ ତାଙ୍କୁ ଖୋଜି ଖୋଜି ଭଲ ପାଇବେ ।
୨. ଆବଶ୍ୟକରୁ ଅଧିକ ସୁନ୍ଦର ଝିଅ ଯଦି ଗର୍ଲଫ୍ରେଣ୍ଡ ହୋଇଯାଏ ତେବେ ପୁଅର ପ୍ରତି ୩କେଜି ଓଜନ ଗୋଟେ ସପ୍ତାହରେ କମିଯାଇଥାଏ ଏହା ଭାବିକି ଯେ ଆଉ କିଏ ମୋ ମାଣ୍ଡୁକୁ ନ ନେଇ ଯାଉ ।

୩. ବିବାହ ଆଗରୁ ଯେଉଁ ଦରଜ ହୃଦୟରେ ହୋଇଥାଏ ସେହି ଦରଜ ବିବାହ ପରେ ଶିଫ୍ଟ ହୋଇ ମୁଣ୍ଡରେ ପହଞ୍ଚିଯାଇଥାଏ ।
୪. ରୋଗୀ କହିଲା : ଯେତେବେଳେ ମୁଁ ଆପଣଙ୍କ ପାଖରେ ଆସିଲି ସେତେବେଳେ ଜାଣିବାକୁ ପାଇଲି ଯେ ସାଧାରଣ କାସ କେତେ ଭୟଙ୍କର ପରିଣାମ ହୋଇଥାଏ ।
ଡକ୍ଟର ପଚାରିଲା – କେମିତି ?
ରୋଗୀ କହିଲା – ବିଲ ଦେଖିକି
୫. ଡକ୍ଟର ନିଜ ସ୍ତ୍ରୀକୁ କହିଲା ପାଗଳମାନଙ୍କ ସହ ରହି ରହି ମୁଁ ଅଧା ପାଗଳ ହୋଇଯାଇଛି ।
ସ୍ତ୍ରୀ କହିଲେ – ଆଜି ପର୍ଯ୍ୟନ୍ତ କୌଣସି କାମ ପୁରା କରିଚ ।

୬. ଜଣେ ବ୍ୟକ୍ତି ଡକ୍ଟର ପାଖକୁ ଗଲା ଓ କହିଲା – ଡାକ୍ତର ସର ମୋ ସ୍ମରଣ ଶକ୍ତି ଖରାପ ହୋଇଯାଇଛି ।
ଡକ୍ଟର କହିଲା – ତେବେ ଆଗ ଫିସ ଦିଅ ତା ପରେ ଚିକିତ୍ସା କରିବା ।
୭. ଟିଚର କହିଲେ ଯଦି ଭୂକମ୍ପ ଆସେ ତେବେ ଖୋଲାରେ ଯିବା ଉଚିତ ।
ସେହି ସମୟରେ ଗୋଟେ ଛାତ୍ର କହିଲା – କିନ୍ତୁ ମେଡମ ଖୋଲାରେ ଯିବା ପାଇଁ ବିଦ୍ୟା ବାଲାନ ମନା କରିଛନ୍ତି ।
୮. ଜଣେ ଜ୍ଵାଇଁ ହଟାତ ନିଜ ଶଶୁର ଘରକୁ ଗଲେ ।
ଶଶୁର କହିଲେ – ଆରେ ଜ୍ଵାଇଁ ପୁଅ ଆଜି ହଟାତ ପରିବାର ସହ ଆସିଲେ ।
ଜ୍ଵାଇଁ କହିଲେ – ଭାବିଲି ଆଜି କାଲୀ ସମସ୍ତେ ନିଜ ପୁରସ୍କାର ଫେରାଉଛନ୍ତି, ତେବେ ମୁଁ ବି….
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।