ଆଜି ପର୍ଯ୍ୟନ୍ତ ଆପଣ ଆପଣଙ୍କର ଜୀବନରେ ଅନେକ ପରୀକ୍ଷା ଦେଇଥିବେ କିନ୍ତୁ ଆଜି ଯେଉଁ ପରୀକ୍ଷା ବିଷୟରେ ଆମେ କହିବାକୁ ଯାଉଛୁ ତାହା ଆଇଏଏସ ପରୀକ୍ଷା ଏହା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି କୁହାଯାଇ ଥାଏ ,କାରଣ ଏହାକୁ ପାସ କରିବା ବହୁତ କଷ୍ଟ ହୋଇଥାଏ ।
ଯଦି କେହି ପାସ ବି କରିଯାଏ ତା ପରେ ଆଇଏଏସ ଇନ୍ଟରଭିଉ ରେ ସେ ପାସ କରିବା ସେମିତି କିଛି ଗ୍ୟାରେଣ୍ଟି ନଥାଏ, ଏଥିରେ ପାସ କରିବା ପାଇଁ ଆପଣଙ୍କ ପାଖେ କିଛି ଖାସ ଟ୍ୟାଲେଣ୍ଟ ଥିବା ଦରକାର ।

୧. ଦୁଇଜଣ ପିଲା ଏକା ସମୟରେ ଜନ୍ମ ନେଲେ କିନ୍ତୁ ସେମାନଙ୍କର ଅଲଗା ଅଲଗା ଜନ୍ମଦିନ କେମିତି ?
ଉତ୍ତର : ସେମାନେ ଅଲଗା ଟାଇମ ଜୋନରେ ଜନ୍ମ ନେଇଥିଲେ ।
୨. ତାହା କଣ ଯାହା ଆମେ କେବେ ଖୁଲି ନଥାଉ । କିନ୍ତୁ ସବୁଦିନ ବନ୍ଦ କରିଥାଊ ?
ଉତ୍ତର : ଆଲାରାମ ।
୩. ପୃଥିବୀର ବୃହତ୍ତମ ମହାଦେଶର ନାମ କଣ ?
ଉତ୍ତର : ଏସିଆ।

୪. ପୃଥିବୀର ବୃହତ୍ତମ ମହାସାଗରର ନାମ କଣ ?
ଉତ୍ତର : ପ୍ରଶାନ୍ତ ମହାସାଗର ।
୫. ଶୁଭାଷଚନ୍ଦ୍ର ବୋଷ ଅନ୍ୟ କେଉଁ ନାମରେ ଦେଶ ପରିଚିତ ଥିଲେ ?
ଉତ୍ତର : ନେତାଜୀ ।
୬. ଇଂରାଜୀ ବର୍ଣ୍ଣମାଳାରେ କେତେଗୋଟି ଅକ୍ଷର ଅଛି ?
ଉତ୍ତର : ୧୬ଟି
୭. ହିନ୍ଦୀ ବର୍ଣ୍ଣମାଳାରେ କେତେଗୋଟି ଅକ୍ଷର ଅଛି ?
ଉତ୍ତର : ୪୯ଟି ।

୮. ଶରୀରର ତାପମାପକ ଯନ୍ତ୍ରର ନାମ କଣ ?
ଉତ୍ତର : ଥର୍ମୋମିଟର ।
୯. ଜଣେମୁକ ବ୍ୟକ୍ତି ଗୋଟିଏ ଟୁଥବ୍ରସ କିଣିବାକୁ ଚାହୁଁଥିଲେ । ତେଣୁ ସେ ଦୋକାନୀଙ୍କୁ ଦାନ୍ତ ବ୍ରଶ କରିବା ଭଳି ସଂକେତ ଦେଖାଇଲେ । ଦୋକାନୀ ତାଙ୍କ କଥା ବୁଝିଗଲେ ଏବଂ ଗୋଟିଏ ଟୁଥବ୍ରଶ ଦେଲେ । ତାଙ୍କ ପରେ ଜଣେଅନ୍ଧ ବ୍ୟକ୍ତି ଦୋକାନକୁ ଆସିଲେ । ସେ ଏକ ହଳ ଜୋତା କିଣିବାକୁ ଚାହୁଁଥିଲେ । ସେ ଦୋକାନୀଙ୍କୁ କିଭଳି ସଂକେତ ଦେଖାଇବେ ?

ଉତ୍ତର : ସେ କଥା କହି ପାରିବେ ତେଣୁ ସଂକେତ ଦରକାର ନାହିଁ ।
୧୦. ମୁଁ ଗୋଟିଏ ଶବ୍ଦ । ଯଦି ମୋତେ ଠିକ ଉଚ୍ଚାରଣ କର ମୁଁ ଭୁଲ ହେବି । ଯଦି ମୋତେ ଭୁଲ ଉଚ୍ଚାରଣ କର ମୁଁ ଠିକ ହେବି । ମୁଁ କିଏ ?
ଉତ୍ତର : ଭୁଲ ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।