ଆଜିକା ସମୟରେ ଯେମିତିକା ସ୍ଥିତି ଅଛି ଗରିବ ତ ଗରିବ ମାଧ୍ୟମ ବର୍ଗ ଲୋକ ମାନେ ମଧ୍ୟ ଖାଇବାକୁ ପାଉ ନାହାନ୍ତି । ଏହି କରୋନା ଭଳି ମହାମାରୀ ଲୋକଙ୍କ ରୋଜଗାର ବନ୍ଦ କରି ଦେଇଛି ଏହା ଦ୍ଵାରା କେତେ ଘର ପରିବାର ଲୋକଙ୍କୁ ଖାଇବା ପାଇଁ ଗଣ୍ଡେ ମଧ୍ୟ ମିଳୁ ନାହିଁ । ତେବେ ଏହି ଭଳି ଅବସ୍ତାରେ ବହୁତ ଲୋକ ଧାର କରଜ କରିଛନ୍ତି ଓ ଏହି ଧାର କରଜ ଦ୍ଵାରା ସମସ୍ତଙ୍କୁ ବହୁତ ଚିନ୍ତା ମଧ୍ୟ ଅଛି ।
ତେବେ ଆପଣ ମାନଙ୍କୁ ରୋଜଗାର ପାଇଁ ନୂଆ ରାସ୍ତା ଭାବିବା ଉଚିତ ଆପଣଙ୍କୁ ଭଗବାନ ପାଖରେ ପ୍ରାର୍ଥନା କରିବା ଉଚିତ ଯେ ପ୍ରଭୁ ଆମକୁ ରକ୍ଷା କରନ୍ତୁ । ତେବେ କରଜରୁ ବଞ୍ଚିବା ପାଇଁ କିଛି ଉପାୟ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧. ଆପଣ ମାନେ ସମସ୍ତେ ସମୁଦ୍ର ଲୁଣ ଦେଖିଥିବେ ଯାହା ବଡ ବଡ ହୋଇଥାଏ ତେବେ ଏହା ଆପଣଙ୍କୁ କୌଣସି ରାଶାନ ଦୋକାନରେ ଦେଖା ଯାଇ ପାରେ ସେଥିପାଇଁ ଏହାକୁ କିଣି ଘରକୁ ଆଣନ୍ତୁ ଏହା ପରେ ସେହି ବ୍ୟକ୍ତି ଯିଏ କରଜ ନେଇଛନ୍ତି କେବଳ ସେହି ଏହି ଉପାୟକୁ କରିବେ ଆପଣ ନିଜ ଡାହାଣ ହାତରେ ମୁଠାଏ ସମୁଦ୍ର ଲୁଣ ନିଅନ୍ତୁ ଏହା ପରେ ଏହାକୁ ନିଜ ମୁଣ୍ଡ ଉପରୁ ବୁଲାଇ ୭ ଥର ଆଣନ୍ତୁ ଓ ଏହା ପରେ ସିଧା ଘରୁ ବାହାରି ଯାଇ କୌଣସି ଖୋଲା ଜାଗାରେ ଯାଅନ୍ତୁ ଓ ମାଟି ଉପରେ ଲୁଣ ଫିଙ୍ଗି ଦିଅନ୍ତୁ ।
ଧ୍ୟାନ ରଖିବେ ଯେ ଆପଣଙ୍କୁ ଲୁଣ କୌଣସି ପିଚୁ ବା ସିମେଣ୍ଟ ଜାଗାରେ ପକେଇବାର ନାହିଁ । ଏହା ପରେ ଆପଣ ସିଧା ଘରକୁ ଆସନ୍ତୁ, ତେବେ ଏହି ଉପାୟ କରିବା ବେଳେ ଆପଣଙ୍କ ମନରେ କେବଳ ଭଗବାନଙ୍କ ନାମ ଆସିବା ଉଚିତ ଅନ୍ୟ କାହା ବିଷୟରେ ଭାବିବା ଉଚିତ ନୁହ ବା କାହା ସହ କଥା ହବା ମଧ୍ୟ ଉଚିତ ନୁହ । ଏହି ଉପାୟ କେବଳ ଶନିବାର ଦିନ କରିବେ ଓ ଥରେ ମାତ୍ର କରିବେ ।

୨. ଆପଣ ମାନେ ସମସ୍ତେ ଗୋଲାପ ଯାମୁନ ଖାଇଛନ୍ତି ତେବେ ଆପଣଙ୍କ ଉପରେ ଯଦି ବହୁତ ଅଧିକ କରଜ ହୋଇ ଯାଇଛି ତେବେ ଆପଣଙ୍କୁ ଅନ୍ଧ ବା ବିକଳାଙ୍ଗ ଲୋକଙ୍କୁ ଗୋଲାପ ଯାମୁନ ଖାଇବାକୁ ଦବା ଉଚିତ । ଏହି ଉପାୟ ମଧ୍ୟ ଆପଣ କେବଳ ଶନିବାର ଦିନ କରିବେ ଓ ଆପଣଙ୍କ କ୍ଷମତା ଅନୁଯାଇ ଆପପନ ଗୋଲାପ ଯାମୁନ ବାଣ୍ଟି ପାରିବେ ।

୩. ଆପଣ ଗୋଟେ ମାଟି କଳସ ନିଅନ୍ତୁ କିନ୍ତୁ ତାହା ନାଲି ହବା ଉଚିତ ଏହି କଳସରେ ଟଙ୍କିକିଆ କଏନ ରଖନ୍ତୁ ଓ ଏହା ପରେ ସେହି କଳସକୁ କୌଣସି ଟାଙ୍କି ବା ଟ୍ୟାପ ପାଣିରେ ଭର୍ତି କରନ୍ତୁ ଏହା ପରେ କଳସ ବାମ ହାତରେ ନେଇ ଡାହାଣ ହାତରୁ କଳସ ଘୋଡୀୟ ଦିଅନ୍ତୁ ଏହା ପରେ ଆପଣ କଳସ ନେଇ କୌଣସି ସୁନସାନ ଜାଗାକୁ ଯାଆନ୍ତୁ ।
ରାସ୍ତା ସାରା ଏହା କହି କହି ଯାନ୍ତୁ ମୋର ୨ – ୩ ମାସରେ ସବୁ କରଜ ସମାପ୍ତ ହୋଇ ଯାଇଛି ମୁଁ କରଯ ମୁକ୍ତ ଅଟେ । ଏହା ପରେ କଳସ କୌଣସି ଗଛ ମୂଳରେ ରାଖୀ ସିଧା ଘରକୁ ଆସନ୍ତୁ ଓ କାହା ସହ କଥା ହୁଅନ୍ତୁ ନାହିଁ ଏହି ଉପାୟ ଆପଣ ଅମାବାସ୍ୟା ଦିନ କରନ୍ତୁ ଦେଖିବେ କିଛି ସମୟ ଭିତରେ ଆପଣଙ୍କୁ କରଜରୁ ମୁକ୍ତି ମିଳିଯିବ ।