ଆମ ଲେଖାରେ ଆପଣ ମାନଙ୍କୁ ସ୍ଵାଗତ, ବନ୍ଧୁଗଣ ଆମ ନୀତିଦିନ ଜୀବନରେ କିଛି ଏମିତି ସାଧାରଣ ପ୍ରଶ୍ନ ଗୁଡିକ ରହିଛି ଯାହାକୁ ଆମେ ଜାଣିନାହୁଁ । ଯଦି ଆମକୁ ଅନ୍ୟ ବ୍ୟକ୍ତି ଜଣକ ଏହା ପଚାରି ଦେଇଥାଏ ଏବଂ ତାହାର ଉତ୍ତର ଆମକୁ ଜଣା ନଥାଏ ତେବେ ଆମେ ସେହିଠାରୁ ଉଠି ଅନ୍ୟ ସ୍ଥାନକୁ ଚାଲି ଯାଇଥାଉ । ମାତ୍ର ବନ୍ଧୁଗଣ ମନୁଷ୍ୟ ଜୀବନରେ କେତେକ ସାଧାରଣ ଜିକେ ସମ୍ବନ୍ଧିତ ବିଷୟ ରହିଛି ଯାହାକୁ ଜାଣିବା ନିହାତି ଆବଶ୍ୟକ ହୋଇଥାଏ ।
ଆମେ ଯଦି ସେ ଗୁଡିକ ଜାଣିଥାଉ ଅଥବା ମନେ ରଖିଥାଉ ତେବେ ଆମକୁ କାହା ସାମ୍ନାରେ ଲଜ୍ଜିତ ହେବାକୁ ପଡିନଥାଏ । ଏହି ଲେଖାରେ ଆମେ ୧୦ ଗୋଟି ଚତୁର ପ୍ରଶ୍ନ ଏବଂ ସେଗୁଡିକର ଉତ୍ତର ଜାଣିବା ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଥମ ପ୍ରଶ୍ନ ।
ପ୍ରଶ୍ନ :- ତାହା କଣ ଯାହାକୁ ଆପଣ ନିଜେ ଦେଖି ପାରିବେ କିନ୍ତୁ ଅନ୍ୟକୁ ଦେଖାଇ ପାରିବେ ନାହିଁ ?
ଉତ୍ତର :- ସ୍ଵପ୍ନ
ପ୍ରଶ୍ନ :- କଞ୍ଚା ବେଳେ ପରିବା ଏବଂ ପାଚିଗଲେ ଫଳ କହିଥାଉ ତାହା କଣ ?
ଉତ୍ତର :- କଦଳୀ
ପ୍ରଶ୍ନ :- ପୃଥିବୀର ବ୍ରୁହତମ ସ୍ଥଳଚର ପ୍ରଣିର ନାମ କଣ ?
ଉତ୍ତର :- ହାତୀ
ପ୍ରଶ୍ନ :- ପୃଥିବୀର ବୃହତମ ଜଳଚର ପ୍ରାଣିର ନାମ କଣ ?
ଉତ୍ତର :- ତିମି ମାଛ
ପ୍ରଶ୍ନ :- ପୃଥିବୀର ବୃହତମ ଅଣ୍ଡାର ନାମ କଣ ?
ଉତ୍ତର :- ଓଟପକ୍ଷୀ ଅଣ୍ଡା
ପ୍ରଶ୍ନ :- ଓଡିଶାର ବୃହତମ ସହରର ନାମ କଣ ?
ଉତ୍ତର :- କଟକ
ପ୍ରଶ୍ନ :- ଓଡିଶାର ବୃହତମ ବସ ଷ୍ଟାଣ୍ଡର ନାମ କଣ ?
ଉତ୍ତର :- ଭୁବନେଶ୍ବର ସରକାରୀ ବସ ଷ୍ଟାଣ୍ଡ
ପ୍ରଶ୍ନ :- ଓଡିଶାର ବୃହତମ ଶ୍ମଶାନର ନାମ କଣ ?
ଉତ୍ତର :- ସ୍ଵର୍ଗ ଦ୍ଵାରା ପୁରୀ
ପ୍ରଶ୍ନ :- କେଉଁ ସହରକୁ ଭାରତର ହଲିଉଡ କୁହାଯାଏ ?
ଉତ୍ତର :- ମୁମ୍ବାଇ
ପ୍ରଶ୍ନ :- କେଉଁ ସ୍ଥାନକୁ ଭାରତର ଭୂ ସ୍ଵର୍ଗ କୁହାଯାଏ ?
ଉତ୍ତର :- କାଶ୍ମୀର
ପ୍ରଶ୍ନ :- ଭାରତର କେଉଁ ସହରକୁ ଗୋଲାପି ସହର କୁହାଯାଏ ?
ଉତ୍ତର :- ଏହାର ଉତ୍ତର କମେଣ୍ଟରେ ଲେଖନ୍ତୁ
ପ୍ରଶ୍ନ :- ଆଠଟି କଦଳୀକୁ ନକାଟି ନଭାଙ୍ଗି ୯ ଜଣ ଲୋକଙ୍କୁ କେମିତି ସମାନ ସମାନ ବାନ୍ଟି ପାରିବା ?
ଉତ୍ତର :- କଦଳୀ ସେକ ତିଆରି କରି
ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।