ଏମିତି ବ୍ୟକ୍ତିଙ୍କୁ କେବେ କ୍ଷମା କରିବା ଉଚିତ ନୁହଁ- Krishna Vani

ଭଗବାନ ଶ୍ରୀ କୃଷ୍ଣ ମହାନ ଭଗବତ ଗୀତାରେ ବହୁତ କଥା କହିଛନ୍ତି ଯାହା ମଣିଷକୁ ଜାଣିବା ଆବଶ୍ୟକ । ଏହାକୁ ଜାଣିଲେ ମଣିଷ ନିଜ ଜୀବନରେ ପା-ପ କମ କରିଥାଏ ଆଉ ଜାଣିଥାଏ ଯେ କଣ ଠିକ ଆଉ କଣ ଭୁଲ ଅଟେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଜ୍ଞାନପୂର୍ଣ କଥା କହିବାକୁ ଯାଉଛୁ ଯାହା ଜାଣିବା ଆବଶ୍ୟକ ହୋଇଥାଏ । ଭଗବାନ କହିଛନ୍ତି କ୍ଷମା ଗୋଟେ ଏମିତିକା ଜିନିଷ ଯାହା ସମସ୍ତଙ୍କୁ ଦିଆ ହୁଏ ନାହିଁ । କିଛି ଭୁଲ କ୍ଷମା ଯୋଗ୍ୟ ହୋଇଥାନ୍ତି କିନ୍ତୁ କିଛି ଭୁଲ ଅ-ପ-ରା-ଧ ହୋଇଥାନ୍ତି ଯାହା ପାଇଁ କ୍ଷମା ନୁହ ଦ-ଣ୍ଡ ଦିଆ ଯାଇଥାଏ ।

ଶାସ୍ତ୍ରରେ କୁହା ଯାଇଛି ଭୁଲ ର କ୍ଷମା ହୋଇଥାଏ କିନ୍ତୁ ଅ-ପ-ରା-ଧ ପାଇଁ ଦ-ଣ୍ଡ କାହିଁକିନା ଦ-ଣ୍ଡ ଦ୍ଵାରା ମନରେ ଡର ଆସିଥାଏ ଯାହା ଦ୍ଵାରା ସେହି ଲୋକ ବା ଅନ୍ୟ ଲୋକ ସେହି କାର୍ଯ୍ୟ କରିବା ପାଇଁ ଡଋ ଥାନ୍ତି । ଶାସ୍ତ୍ର ଅନୁଯାଇ ସ୍ତ୍ରୀ ମାନ ଭଙ୍ଗ କରିବା ସବୁଠାରୁ ବଡ ଅ-ପ-ରା-ଧ ହୋଇଥାଏ ଯାହା ପାଇଁ କ୍ଷମା ନଥାଏ ଦ-ଣ୍ଡ ଥାଏ ତାହା ବି ଏମିତିକା ଯେ ଅନ୍ୟ କେହି ତାହା କରିବା ବିଷୟରେ ଚିନ୍ତା ମଧ୍ୟ କରନ୍ତୁ ନାହିଁ । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ସବୁଠାରୁ ମହତ୍ଵପୂର୍ଣ ମଣିଷ ପାଇଁ କଣ ହୋଇଥାଏ ତେବେ ବହୁତ ଲୋକଙ୍କ ମନରେ କେତେକ ଉତ୍ତର ଆସିବ ।

କିନ୍ତୁ ସଠିକ ଉତ୍ତର ହେଲା ସମୟ ବର୍ତମାନ ସମୟ ସବୁଠାରୁ ମହାନ ହୋଇଥାଏ କାହିଁକିନା ଆଉ କିଛି ସମୟ ପରେ ଏହା ଭୁ-ତ-କା-ଳ ହୋଇଯିବ ଆଉ ଆସନ୍ତା ସମୟରେ କଣ ହବ ତାହା ଆପଣ ମଧ୍ୟ ଜାଣି ନଥିବେ ସେଥିପାଇଁ ତାହା ଭବିଷ୍ୟ କାଳ ହୋଇଥାଏ ଆପଣଙ୍କୁ ନିଜ ଜୀବନରେ ଆଗକୁ ବଢିବାକୁ ହେଲେ ନିଜ ବର୍ତମାନକୁ ସୁନ୍ଦର କରିବା ଆବଶ୍ୟକ ହୋଇଥାଏ । ବର୍ତମାନ ସମୟରେ ଯେଉଁ ବ୍ୟକ୍ତି ପରୋପକାର ଆଉ ସୁଖୀ ହୋଇ ରହି ପାରିଲା ସେହି ମଣିଷ ନିଜ ଜୀବନରେ କିଛି କରି ପାରିବ ଯଦି ସବୁ କାମ ଭବିଷତ ପାଇଁ ରଖିବେ ତେବେ ତାହା ଭୁତକାଳ ହୋଇଯିବ ଆଉ ଆପଣ କିଛି କରି ପାରିବେ ନାହିଁ ।

ଶାସ୍ତ୍ର ଅନୁଯାଇ ସମୟ ବହୁତ ବଳବାନ ହୋଇଥାଏ ଭଲ ସମୟ ଆସିଲେ ଯଦି ମଣିଷ କିଛି କରି ପାରେ ନାହିଁ ତେବେ ମନେ ରଖିବେ ସମୟ କାହା ପାଇଁ ଅପେକ୍ଷା କରିନଥାଏ ତାହା ବର୍ତମାନ ଠାରୁ ଭୁତକାଳ ହବା ପାଇଁ ଟିକେ ବି ଡେରି କରିନଥାଏ । ଜୀବନରେ ବହୁତ ଲୋକ କେତେ କଥା ଭାବିଥାନ୍ତି କିନ୍ତୁ ଯିଏ ଏହାକୁ କରିଥାଏ ସେ ସଫଳ ହୋଇଥାଏ ଆଉ ଯିଏ ଅପେକ୍ଷା କରିଥାଏ ସେ ଜୀବନ ସାରା ଅପେକ୍ଷାରେ ରହିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *