ଧନୀ ହେବାର ଯମାବି ଗର୍ବ ନାହିଁ ଏହି 4 ଜଣ ଅଭିନେତାଙ୍କର, ନମ୍ବର 2 ସମସ୍ତଙ୍କ ଫେବରେଟ

ବଲୀଉଡ ଏମିତି ଜଗତ ଅଟେ ଯେଉଁଠାରେ ଲୋକ ସଫଳତା ପାଇବା ପରେ ବହୁତ ଧନୀ ହୋଇଥାନ୍ତି ଆଉ ଧନ ପାଇବା ପରେ ମଣିଷ ଅ-ହଂ-କା-ର ଭାବ ଆସିଥାଏ କିନ୍ତୁ ବର୍ତମାନ ମଧ୍ୟ ଏମିତି କିଛି କଳାକାର ଅଛନ୍ତି ଯିଏ ଧନରେ ବୁଡିକି ଅଛନ୍ତି କିନ୍ତୁ ତାଙ୍କ ମନ ଭିତରେ ଅ-ହଂ-କା-ର ଭାବ ଜମା ବି ନାହିଁ । କିଛି ଲୋକ ଏମିତି ହୋଇଥାନ୍ତି ଯିଏ ଜୀବନରେ ଯେତେ ଯାହା ପାଇଲେ ମଧ୍ୟ ନିଜ ମାଟିକୁ କେବେ ଭୁଲନ୍ତି ନାହିଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏବେ ବି ଅ-ହଂ-କା-ର ଶବ୍ଦ ଜାଣି ନାହାନ୍ତି ।

୧. ଅକ୍ଷୟ କୁମାର :

ଅକ୍ଷୟ କୁମାର ଏମିତି ଜଣେ ଅଭିନେତା ଯାହାର ଚଳଚିତ୍ର ଦୁନିଆରେ କେହି ନଥିଲା ସେ ନିଜ ସାହସ ଆଉ ନିଜ କାମ ଦ୍ଵାରା ଉପରକୁ ଉଠି ପାରିଛନ୍ତି । ସେ ନିଜ ଜୀବନରେ ବହୁତ କଷ୍ଟ କରି ଆଗକୁ ବଢି ପାରିଛନ୍ତି ଆଉ ଆଜି ସେ ବଲୀଉଡ ଜଗତ ନଂ ୧ ଧନୀ ଅଭିନେତା ଅଟନ୍ତି । ତେବେ ସେ ଦାନ ମଧ୍ୟ କରନ୍ତି ଆଉ ସାହାଯ୍ୟ ଲୋକଙ୍କୁ ସାହାଯ୍ୟ ମଧ୍ୟ ବହୁତ କରନ୍ତି ।

୨. ନାନା ପାଟେକର :

ଆପଣ ମାନେ ନାନା ପାଟେକରଙ୍କୁ ଜାଣିଥିବେ ସେ ବହୁତ ଭଲ ଅଭିନେତା ଅଟନ୍ତି, ତାଙ୍କ ଅଭିନୟ ଆଉ ଦମଦାର ଜୋସ ଲୋକ ଆଜୀବୀ ଦେଖିବାକୁ ଇଛା କରନ୍ତି । ତେବେ କଣ ଆପଣ ଏହା ଜାଣିଛନ୍ତି ନାନା ଆଜୀବୀ ବହୁତ ସାମାନ୍ଯ ଜୀବନ ବଞ୍ଚିବା ପସନ୍ଦ କରନ୍ତି ଆଉ ସାଧାରଣ କପଡା ପିନଧନତି ଏହା ଛଡା କଣ ଆପଣ ଜାଣିଛନ୍ତି ସେ ନିଜ ୯୦% ରୋଜଗାର ଦାନ କରି ଦିଅନ୍ତି ଆଉ ୧୦%ରେ ନିଜ ପରିବାର ସହ ରୁହନ୍ତି ।

୩. ଜେକି ଶ୍ରଫ :

ଆପଣ ମାନେ ଜେକି ଶ୍ରଫଙ୍କୁ ବହୁତ ଫିଲ୍ମରେ ମୁଖ୍ୟ ଅଭିନେତା ଭାବରେ ଦେଖିଥିବେ ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମନ କିଣି ନଉଥିଲା କିନ୍ତୁ କଣ ଆପଣ ଜାଣିଛନ୍ତି ସେ ଆଜୀବୀ କାହା ସହ ଦେଖା ହେଲେ ବହୁତ ସାଧାରଣ କଥା କୁହନ୍ତି ଆଉ ବହୁତ ଭଲ ବ୍ୟବହାର ଦେଖେଇଥାନ୍ତି ।

୪. ଆମିର ଖାନ :

ଆମିର ଖାନ ବଲୀଉଡ ଜଗତ ବହୁତ ବଡ ନା ଅଟନ୍ତି ସେ ନିଜ ଜୀବନରେ ବହୁତ କମ ଫିଲ୍ମ କରିଛନ୍ତି କିନ୍ତୁ ବହୁତ ସୁପର ହି-ଟ ଫିଲ୍ମ କରିଛନ୍ତି ସେ ନିଜ ଜୀବନରେ କାହାକୁ ଦୁଃଖୀ ଦେଖି ରହି ପାରନ୍ତି ନାହିଁ ସେ ବହୁତ ଭଲ ଭଲ କାମ ମଧ୍ୟ କରିଛନ୍ତି ।

ବନ୍ଧୁଗଣ ଆଗକୁ ଏହିଭଳି ବଲୀଉଡ ସମ୍ବନ୍ଧୀୟ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *