ସ୍ଵାମୀ ଓ ସ୍ତ୍ରୀର ସମ୍ପକକୁ ମଜବୁତ କରିବାକୁ ଚାହୁଁଥିଲେ, ନିଶ୍ଚୟ କରନ୍ତୁ ଏହି ଉପାୟ…

ସ୍ଵାମୀ ଓ ସ୍ତ୍ରୀ ର ସମ୍ପର୍କ ହେଉଛି ଜନ୍ମ ଜନ୍ମର । ଏକ ଏଭଳି ପବିତ୍ର ବନ୍ଧନ ଯାହା ମାରିବା ପରେ ହିଁ ଶେଷ ହୁଏ । ସ୍ଵାମୀ ସ୍ତ୍ରୀ ଦୁହେଁ ଦୁହିଙ୍କର ପରିପୂରକ । ଜଣଙ୍କ ବିନା ଜଣେ ଅଧୁରା । ଏ ଦୁନିଆରେ ଯେତେ ବି ସମ୍ପର୍କ ଥାଉ ନା କାହିଁକି କିନ୍ତୁ ଆପଣଙ୍କ ବୃଦ୍ଧାବସ୍ତାରେ ଯିଏ ଆପଣଙ୍କ ସାଥ ଦିଏ ସେ ହେଉଛି ଆପଣଙ୍କ ଜୀବନସାଥୀ । କିନ୍ତୁ ଆଜିକାଲି ଏମିତି ଦେଖିବାକୁ ମିଳୁନି । ଯେଉଁଠି ଦେଖ ଶେଠୀ ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ବହୁତ ମନୋମାଳିନ୍ୟ ଦେଖିବାକୁ ମିଳୁଛି । ଆଜିକାଲିର ସ୍ତ୍ରୀ ମାନେ ତ ପୁଣି ଶିକ୍ଷିତ ସେଥିପାଇଁ ସେମାନେ ନିଜର ସ୍ଵାମିକୁ ଏତେ ଗୁରୁତ୍ଵ ଦେଉ ନାହାନ୍ତି । ସେଥିପାଇଁ ଆଜିକାଲି ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ଅନେକ ଫାଟ ସୃଷ୍ଟି ହେଉଛି । ତେବେ ଆଜି ଆମେ ଆପଣଙ୍କୁ ଏହି ସବୁ ଜହଗଦ୍ଦ୍କୁ ମେଣ୍ଟାଇ କେମିତି ଆପଣ ନିଜ ସଂପର୍କକୁ ମଜବୁତ କରିବେ ସେ ବିଷୟରେ କହିବୁ । ଆସନ୍ତୁ ଜାଣିବା ସେ ବିଷୟରେ-

Image Courtesy: Google

ଶୟନ ଦିଗ

ଶୋଇବା ବେଳେ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ମୁଣ୍ଡ କରି ସୁଅନ୍ତୁ । ଉତ୍ତର କିମ୍ବା ପଶ୍ଚିମ ଆଡକୁ ମୁଣ୍ଡ କରି ଶୋଇଲେ ଏହା ଆପଣଙ୍କ ପାଇଁ ବହୁତ ଖରାପ ଅଟେ । ଏମିତି କରିବା ଦ୍ଵାରା ଶରୀରୀ ଅସୁସ୍ଥ ରହିବା ସହ ଘରେ ମଧ୍ୟ ଶାନ୍ତି ରୁହେ ନାହିଁ । ତେଣୁ ଏହା ପରତି ଧ୍ୟାନ ଦିଅନ୍ତୁ ।

Image Courtesy: Google

ଅଶାନ୍ତି ଲାଗି ରହୁଥିଲେ

ଘରେ ଅଶାନ୍ତି ଲାଗି ର୍ହାଉଥିଲେ ଗାଈ ଗୋବରରେ ଚାରିମୁହଁ ଥିବା ଦୀପ ତିଆରି କରନ୍ତୁ । ତାହା ଶୁଖିଲା ପରେ ସେଥିରେ ରାଶି ତେଲ ପକାଇ ଦୀପକୁ ଜଳାନ୍ତୁ । ଦୀପ ମଝିରେ ଏକ ଛୋଟ ଗୂଡ଼ ଖଣ୍ଡେ ରଖି ଦୀପକୁ ଘରର ମୁଖ୍ୟ ଦ୍ୱାର ଉପରେ ରଖିବେ । ଏହି ଉପାୟ କୌଣସି ଶନିବାର ଦିନ ଆରମ୍ଭ କରି ଚାରି ସପ୍ତାହ ପାଳନ କରିବେ ।

Image Courtesy: Google

ପୂର୍ଣ୍ଣିମା ରେ କ୍ଷୀରି କରିବା

ପୂର୍ଣ୍ଣିମା ରାତିରେ ଖିରୀ ପ୍ରସ୍ତୁତ କରି ଚନ୍ଦ୍ରମାଙ୍କୁ ଭୋଗ ଲାଗାଇ ଘରର ସମସ୍ତ ସଦସ୍ୟ ମାନଙ୍କୁ ବାନ୍ତି ଦେବେ । ଏହିଭଳି ୧୨ ଟି ପୂର୍ଣ୍ଣିମା କରିବେ, ଦେଖିବ ଆପଣଙ୍କ ଭାଗ୍ୟ ଚମକି ଉଠିବ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *