ପ୍ରଭୁ ହନୁମାନ ନିଜେ ଏଠାରେ ହେବାକୁ ଥିବା ଟ୍ରେନ ଦୁର୍ଘଟଣା ଅଟକାଇ, ବଞ୍ଚାଇଲେ ଲକ୍ଷ ଲକ୍ଷ ଜୀବନ- ପଢନ୍ତୁ ସମ୍ପୁର୍ଣ୍ଣ ଘଟଣା

ନମସ୍କାର ବନ୍ଧୁଗଣ, ଆପଣ ମାନନ୍ତୁ କି ନ ମାନନ୍ତୁ କିନ୍ତୁ ଭଗବାନ ଶ୍ରୀ ହନୁମାନ ଆଜି ବି ଜୀବତ ଅଛନ୍ତି । ଏବଂ କିଛି ନା କିଛି ଚମତ୍କାର ଦେଖାଇ ନିଜର ଭକ୍ତମାନଙ୍କର ରକ୍ଷା କରନ୍ତି । ଇଶ୍ଵର ଙ୍କର ଆକାର, ପ୍ରକାର ଆଦି ଆମେ ଜାଣି ନାହୁଁ କିନ୍ତୁ ତଥାପି ଆମେ ସେହି ମହାନ ଶକ୍ତିର ଉପସ୍ଥିତି କୁ ଅନୁଭବ କରିପାରୁ । ସେଥିପାଇଁ ତ କୋଟି କୋଟି ଲୋକ ଭଗବାନଙ୍କୁ ମାନନ୍ତି ଓ ତାଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଭୋଗ ଦୀପ ଧୂପ ଆଦି ଅର୍ପଣ କରନ୍ତି । ତେବେ ଆଜି ଆମେ ସେହିଭଳି କିଛି ଅଲୌକିକ ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯେଉଁଠି ସାଧାରଣ ମଣିଷ ତ କଣ ଚଳନ୍ତା ଟ୍ରେନ ମଧ୍ୟ ମନକୁ ମନ ଧୀର ହୋଇ ଯାଇଥାଏ ଏଠାରେ ଥିବା ହନୁମାନଙ୍କ ମନ୍ଦିର ପାଖରେ । ଏହି ଜୀବନ୍ତ ଉଦାହରଣ ସମ୍ପର୍କରେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ବିବରଣୀ ।

Image Courtesy: Google

ଏହି ଘଟଣା ଟି ହେଉଛି ମଧ୍ୟପ୍ରଦେଶ ର ସାଜାପୁର ରେ ବୋଲାଇ ନାମକ ଗ୍ରାମରେ ଅବସ୍ଥିତ ହନୁମାନଙ୍କର ଏକ ଚମତ୍କାରୀ ମନ୍ଦିରରେ ଦେଖିବାକୁ ମିଳିଥିଲା । ଏଠାକାର ଲୋକେ ମାନନ୍ତି କି ଏହି ଚମତ୍କାରୀ ମନ୍ଦିର ପୂର୍ବରୁ ଘଟିବାକୁ ଥିବା ଘଟଣା ବିଷୟରେ ଆପଣଙ୍କୁ ସୂଚନା ଦେଇ ଦେଇଥାଏ । ପ୍ରତ୍ୟକ ଦିନ ହଜାର ହଜାର ସଂଖ୍ଯାରେ ଲୋକେ ଏଠାକୁ ଭଗବାନ ଙ୍କର ଦର୍ଶନ କରିବାକୁ ଆସନ୍ତି ।

Image Courtesy: Google

କୁହାଯାଏ କି ଯଦି କୌଣସି ମନୁଷ୍ୟ ନିଜର ଇଛା ଶ୍ରଦ୍ଧାର ସହ କହିଥାଏ ତେବେ ତାର ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ । ତେବେ ଏହି ମନ୍ଦିରର ଚମତ୍କାରିତା ବିଷୟରେ ଏକ କଥା ମଧ୍ୟ ଶୁଣିବାକୁ ମିଳିଥିଲା । କିଛି ଦିନ ତଳେ ସେହି ସ୍ଥାନ ଦେଇ ଯାଉଥିବା ଟ୍ରେନ ଟ୍ରାକ ରେ ଏକ ବଡ ଧରଣର ଆକ୍ସିଡେଣ୍ଟ ହେବାକୁ ଯାଉଥିବା ବେଳେ ଭଗବାନ ସେହି ଡ୍ରାଇଭର କୁ ପୂର୍ବରୁ ସୁଚାଇ ଦେଇଥିଲେ ଓ ସେହି ଟ୍ରେନର ଗତି ମଧ୍ୟ ଆପେ ଆପେ ଧୀର ହେବାକୁ ଲାଗିଥିଲା ।

Image Courtesy: Google

ଲୋକଙ୍କ କହିବା ଅନୁସାରେ ଏହା ସେହି ହନୁମାନଙ୍କର ଚମତ୍କାର ଅଟେ, ଯେଉଁଥିପାଇଁ କୌଣସି ବ୍ଯକ୍ତିର ଜୀବନ ଯାଇ ନଥିଲା । ଏହି ମନ୍ଦିରର ର ସବୁଠୁ ବଡ ରହସ୍ୟ ହେଲା ଏହି ମଦିର ଦେଇ ଯାଉଥିବା ପ୍ରତ୍ୟକ ଟ୍ରେନ ମନକୁ ମନ ଧୀର ହୋଇଯାଏ । ପ୍ରତ୍ୟକ ଡ୍ରାଇଭର ଙ୍କୁ ଏହାର ଆଭସ ହୋଇସାରିଛି ସେଥିପାଇଁ ସେମାନେ ମଧ୍ୟ ଏହି କଥାକୁ ମାନନ୍ତି ଯେ ଭଗବାନ ଏଠାରେ ସାକ୍ଷାତ ଉପସ୍ଥିତ ଅଛନ୍ତି । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *