ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ମାଟ୍ରିକ ଫଳାଫଳ ବାହାରିବା ଦ୍ଵାରା ଜଣେ ପ୍ରାଇଭେଟ ସ୍କୁଲର ଛାତ୍ରୀ ଜଣକ ସେମାନଙ୍କର କମ ମାର୍କ ରହିଥିବାରୁ ସୋସିଆଲ ମିଡିଆରେ ଜରିଆରେ ବହୁତ ହଙ୍ଗାମା କରିଥିଲେ । ସେହି ଘ-ଟ-ଣା କୁ ନେଇ ଅନେକ ଭି-ଡି-ଓ ଭା-ଇ-ରା-ଲ ହେବାରେ ଲାଗିଛି ।
ବର୍ତ୍ତମାନ ଏକ ନୂଆ ଭି-ଡି-ଓ ଭା-ଇ-ରା-ଲ ହୋଇଛି ଯେଉଁଥିରେ ଜଣେ ୧୦ ବର୍ଷର ଛାତ୍ର ଜଣକ ଏହାକୁ ନେଇ କିଛି କଥା କହିଛନ୍ତି ଯାହା ବର୍ତ୍ତମାନ ଖୁବ ଜୋରସୋରରେ ଚର୍ଚ୍ଚାରେ ରହିଛି । ସେହି ପିଲା ଜଣକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲାର ହେନ୍ଦୋଳ ଠୋକର ଗାଁ ର ଯାହାର ନାଁ ହେଉଛି କିଶାନ ବେହେରା । କିଶାନ ବେହେରାଙ୍କର ବୟସ ମାତ୍ର ୧୦ ବର୍ଷ । ସେ କହିଛନ୍ତି ଯେ “ଆମର ଗମେଣ୍ଟ ପାୱାର, ତମେ କଣ ଗାଡି ବନ୍ଦ କରି ଦବ, ଆମେ ପୁରା ଓଡିଶା ବନ୍ଦ କରି ଦେବୁ, ତମ ଇସ୍କୁଲ କଣ ଇସ୍କୁଲ ଆମ ଇସ୍କୁଲ କଣ ସୁଇମିଙ୍ଗ ଫୁଲ” ଏହି ଭଳି ଡାଇଲଗ କିଶାନ କହିଛନ୍ତି ଯାହା ଖୁବ ଜୋରସୋରରେ ଭା-ଇ-ରା-ଲ ହେବାରେ ଲାଗିଛି ।
କିଶାନଙ୍କର ପ୍ରସ୍ତୁତ ହୋଇଥିବା ଏହି ୨୦ ସେକେଣ୍ଡର ଭି-ଡି-ଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ତାଙ୍କର ଏହି ମଜାଦାର ଭି-ଡି-ଓ ପାଇଁ କିଶାନ ବହୁତ ପ୍ରଶଂସା ସାଉଣ୍ଟିଛନ୍ତି । କିଶାନ ଭଲ ପାଠ ପଢିବା ସହ ତାଙ୍କର ଅଭିନୟ ପରି ଅଧିକ ଆଗହ ରହିଛି ବୋଲି ସେ କହିଛନ୍ତି ।
ଏହା ସହ ସେ ଆଗକୁ ନିଜର ପାଠ ପଢା ଜାରି ରଖିବା ସହ ବଡ ହେଲେ ଆକ୍ଟର ହେବେ ବୋଲି ନିଜ ମତରେ କହିଛନ୍ତି । ତାଙ୍କର ଏହି ଭି-ଡି-ଓ ଭା-ଇ-ରା-ଲ ହେବା ପରେ ତାଙ୍କ ବାପା ମଧ୍ୟ ନିଜକୁ ବହୁତ ଗର୍ବିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।
କିଶାନଙ୍କର ଏହି ଭି-ଡି-ଓ ଭାଇରାଳ ହେବା ପରେ ତାଙ୍କ ପଡୋଶୀ ଓ ଗାଁ ଲୋକ ମାନେ ଓ ତାଙ୍କ ସାଙ୍ଗ ମାନେ ମଧ୍ୟ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି । କିଶାନଙ୍କର ଏହି ଭି-ଡି-ଓ ଏତେ ଲୋକପ୍ରିୟ ହୋଇ ପାରିଛି ଯେ ବରଗଡରୁ ଏକ ୟୁଟୁବ ଚ୍ଯାନେଲ ତରଫରୁ ତାଙ୍କୁ କାମ କରିବା ପାଇଁ ଅଫର ମିଳିଛି । କିଶାନଙ୍କ ମା ନିଜ ରାଏ ରେ କହିଛନ୍ତି ଯେ ତାଙ୍କ ପୁଅ ଭଲ ପାଠ ପଢନ୍ତି ।
ଆଗକୁ ଯାଇ ସେ ଆକ୍ଟର ହେବା ପାଇଁ ଚାହିଲେ ସେଥିପାଇଁ ସେମାନେ ତାଙ୍କୁ ସମର୍ଥନ କରିବେ ବୋଲି ତାଙ୍କ ମା କହିଛନ୍ତି । କିଶାନଙ୍କ ପରିବାର ଲୋକେ ତାଙ୍କୁ ଆଗାମୀ ଭବିଷ୍ୟତରେ ଅଭିନେତା ଭାବେ ଦେଖିବାକୁ ଆଶା କରିଛନ୍ତି । କିଶାନଙ୍କର ଏଭଳି ଡାଇଲାଗ ସରକାରୀ ପିଲା ମାନଙ୍କ ପାଇଁ ଉଦାହରଣ ଅଟେ ।
ବନ୍ଧୁଗଣ ଏହି ଘଟଣା କୁ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।