ଡାହାଣୀ ସାଜିଲା ଝିଅ, ବୁଢା ବାପାକୁ ଅଳିଆ ଗଦାରେ ଫୋପାଡି ଏମିତି କଉଚିଆ ଅତ୍ୟାଚାର ଦେଖି ଆପଣଙ୍କ ରକ୍ତ ଗରମ ହୋଇଯିବ: ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଅମା ଦେଶରେ ସବୁବେଳେ କିଛି ନା କିଛି ଘ-ଟ-ଣା ଘଟିବାରେ ଲାଗିଛି । କିଛି ଘ-ଟ-ଣା ଏପରି ରହିଛି ଯାହାକୁ ଦେଖିଲେ ବା ଶୁଣିଲେ ବିଶ୍ଵାସ କରି ହେବ ନାହି । ଆଜିର ଆମର ଏହି ଲେଖାରେ ଅମିତି କିଛି କାହାଣୀ ରହିଛି ଯାହାକୁ ବିଶ୍ଵାସ କରିବା ସହଜ ନୁହେ ।

ତେବେ ଆସନ୍ତୁ ଜାଣିବା ପୁରା ସତ୍ୟତା କଣ ରହିଛି । ଆମ ଦେଶରେ ନାରୀ ମାନଙ୍କୁ ଏକ ଗୁରୁତ୍ଵ ପୂର୍ଣ୍ଣ ସ୍ଥାନ ଦିଆ ଯାଇଛି । ଆଜିକାଲି ନାରୀ ମାନଙ୍କ ପ୍ରତି ଅ-ତ୍ୟା-ଚା-ର ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ଏ ଦେଶରେ ଏମିତି କିଛି ନାରୀ ମାନେ ଅଛନ୍ତି ଯେଉଁ ମାନେ ନିଜର ମାନବିକତା ହରାଇ ଦେଇ ଏପରି କିଛି କାମ କରୁଛନ୍ତି ଯାହା ବାସ୍ତବରେ ଅତି ନିନ୍ଦନୀୟ ଅଟେ ।

ଏହି ଭି-ଡି-ଓ ରେ ଜଣେ ଝିଅ ତାର ବୁଢା ବାପାକୁ ରାତିରେ ବାରି ପଛ ପଟେ ଅଳିଆ ଗଦାରେ ପକାଇ ଦେଇଛି । ବୁଢା ବାପ ଟି କିଛି ନ ଖାଇୟ ନ ପିଇ ଭୋକ ଉପାସରେ ଏପରି ଅବସ୍ଥାରେ ପଡିଛି ଯାହାକୁ ଦେଖିଲେ ରୋମ ଟାଙ୍କୁରି ଉଠିବ । ଯେଉଁ ସମୟରେ ବୁଢା ବାପା କୁ ଝିଅ ସାହାରା ଦେବା କଥା ସେହି ସମୟରେ ସେ ନିଜ ବାପା କୁ ଅଳିଆ ଗଦାରେ ଅତି ନି-ର୍ମ-ମ ଭାବେ ପକାଇ ଦେଇଛି ।

ଏହି ଭି-ଡି-ଓ ରେ ବୁଢା ବାପା ଜଣକ ମଶା ଡାଆଁଶ ରେ ଅଖିଆ ଅପିଆ ହୋଇ ଛଟପଟ ହେଉଛନ୍ତି । ଏପରି ନଯାରା ଆପଣ ମାନେ ହୁଏ ତ କେବେ ଦେଖି ନ ଥିବେ । ଝିଅ ଟି ନିଜର ସବୁ ମଣିଷ ପଣିଆ ଭୁଲି ଯାଇ ଡା-ହା-ଣୀ ସାଜିଛି । ଦିନେ ଯେଉଁ ବାପା ତାକୁ ଜନ୍ମ ଦେଇ ଛୋଟ ରୁ ବଡ କରି ତାର ଲାଳନ ପାଳନ କରିଛି ଆଜି ସେ ନିଜ ଜନ୍ମ କଲା ବାପା କୁ ଅନ୍ଧାରରେ ଭୋକ ଉପାସରେ ପକାଇ ଦେଇଛି ।

ଏହି ଭି-ଡି-ଓ ରେ ବୁଢା ବାପା ଜଣକ କିଭଳି ଭାବେ କଷ୍ଟ ଓ ଯ-ନ୍ତ୍ର-ଣା ଅନୁଭବ କରୁଛନ୍ତି ତାହା ସ୍ପଷ୍ଟ ଜଣା ପଡୁଛି । ଯେତେବେଳେ ବୁଢା ବାପାଙ୍କୁ ସେଠାରୁ ଉଧାର କରାଗଲା ସେତେବେଳେ ତାଙ୍କର ଅବସ୍ଥା ବହୁତ ଶୋ-ଚ-ନୀ-ୟ ହୋଇ ପଡିଛି ।

ଏହି ଘ-ଟ-ଣା ରୁ ପ୍ରଶ୍ନ ଉଠୁଛି ଯେ ବାପା କଣ ଆଜି ଭଳି ଏ ଦିନ ଦେଖିବା ପାଇଁ ଝିଅ ଜନ୍ମ କରିଥିଲା । କଣ ସମାଜ ରୁ ମାନବିତକା ଧୀରେ ଧୀରେ ଲୋପ ପାଇ ଯାଉଛି । ଆଉ କେତେ ଦିନ ଏମିତି ବୁଢା ମା ବାପାଙ୍କ ଉପରେ ଅ-କ-ଥ-ନୀ-ୟ ଅ-ତ୍ୟା-ଚା-ର ଚାଲିଥିବ ଏହି ଭଳି ପ୍ରଶ୍ନ ମନରେ ଉଙ୍କି ମାରୁଛି ।

ବନ୍ଧୁଗଣ ଏହି ଘଟଣା କୁ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

https://www.facebook.com/KanakNews/videos/510084223582007

Leave a Reply

Your email address will not be published. Required fields are marked *