WWE ସୁପରଷ୍ଟାର ଦ ଗ୍ରେଟ ଖଲିଙ୍କ ସ୍ତ୍ରୀ ଦେଖିବାକୁ କୌଣସି Bollywood ହିରୋଇନଠୁ କମ ନୁହନ୍ତି, ଦେଖି ବିଶ୍ଵାସ ହେବନି

ବନ୍ଧୁଗଣ ଆପଣ ମାନେ WWE ସୁପର ଷ୍ଟାର ଗ୍ରେଟ ଖଲି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ WWE ରେ କେତେ ଖେଳାଳି ଙ୍କୁ ମାତ ଦେଇ ଭାରତର ସାନ ହୋଇ ପାରିଛନ୍ତି । ସେ କେବେ ବି ନିଜ ସ୍ଵପ୍ନ ରେ ଭାବି ନ ଥିଲେ କି ତାଙ୍କ ନାଁ ପୁରା ଦୁନିଆରେ ଏତେ ଫ୍ୟମସ ହୋଇଯିବ । ଆଜି ଆମେ ଆପଣ ମାନଙ୍କୁ ଖଲି ଙ୍କ ସ୍ତ୍ରୀ ଙ୍କ ବିଷୟରେ କହିବାକୁ ଯିଏ ଦେଖିବାକୁ ବହୁତ ସୁନ୍ଦର ଲାଗନ୍ତି ।

ଦ ଗ୍ରେଟ ଖାଲି ଯାହାକୁ ଆଜିକା ଡେଟରେ ଛୋଟ ପିଲା ଠାରୁ ଆରମ୍ଭ କରି ସମସ୍ତେ ଜାଣିଛନ୍ତି ସେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ଅନେକ ପୁରସ୍କାର ହାସଲ କରିଛନ୍ତି । ଭାରତୀୟ WWE ଖାଲି ଙ୍କ ପ୍ରକୃତ ନାଁ ହେଉଛି ଦିଲ୍ଲୀପ ସିଂ ରାଣା । ତାଙ୍କ ନାଁ ହିନ୍ଦୁ ଦେବୀ ମା କାଳୀଙ୍କ ନାମ ଅନୁଯାୟୀ ରଖା ଯାଇଛି ଯାହାଙ୍କୁ ଆନ୍ତରିକ ଶକ୍ତିର ପ୍ରତୀକ ବୋଲି ମାନାଯାଏ । ଖଲି ରେସିଙ୍ଗ ରେ ଆସିବା ପୂର୍ବରୁ ପଞ୍ଜାବ ପୋଲିସ ରେ ଚାକିରି କରୁଥିଲେ ।

ତାଙ୍କ ଛାତି ୫୬ ଇଞ୍ଚ ନ ହୋଇ ୭୩ଇଞ୍ଚ ଯାହା ଭାରତୀୟ ରେକର୍ଡ ଅଟେ । ୨୨ ଅଗଷ୍ଟ ୧୯୭୨ରେ ଜନ୍ମଗ୍ରହଣ କରିଥିବା ଖଲି ହିମାଚଳ ପ୍ରଦେଶର ସରମୋର ଜିଲ୍ଲାର ଗୋଟେ ଛୋଟ ଗାଁ ରେ ସଦସ୍ୟ ଅଟନ୍ତି । ସେ ପଞ୍ଜାବୀ ପରିବାର ସହ ସମ୍ପର୍କ ରକହନ୍ତି । ତାଙ୍କ ପିତାଙ୍କ ନାଁ ହେଉଛି ଜ୍ଵାଳା ରାମ ଓ ମା ଙ୍କ ନାଁ ହେଉଛି ତାଣ୍ଡି ଦେବିଧା ଅଟେ । ଗ୍ରେଟ ଖଲି ଙ୍କ ପିତା ଚାଷ କାମ କରନ୍ତି । ତାଙ୍କ ପିତାଙ୍କ କମେଇରେ ତାଙ୍କ ପରିବାର ଜୀବିକା ନିର୍ବାହ ହୋଇଥାଏ । ଖଲି ଙ୍କ ପରିବାରରେ ସବୁବେଳେ ଦରିଦ୍ରତା ଦେଖାଯାଏ ।

ସେ ତାଙ୍କ ସାତ ଭାଇ ଭଉଣୀ ଙ୍କ ମଧ୍ୟରୁ ଦେଖିବାକୁ ଅଲଗା ଧରଣର ଅଟନ୍ତି । ସେ ପିଲା ଦିନୁ ବହୁତ ହେଲଥି ଅଟନ୍ତି । ବର୍ତ୍ତମାନ ଖାଲି ଯେଉଁ ସୁଖ ସୁବିଧା ସହ ଜୀବନ ଅତିବାହିତ କରୁଛନ୍ତି ତାହା ପଛରେ ତାଙ୍କ ଜୀବନର ସଂଘର୍ଷର ଅନେକ କାହାଣୀ ରହିଛି । ସେ ଜଳନ୍ଧରର ନୁର ମହଲରେ ରହୁଥିବା ହରମେନ୍ଦର କୋରଙ୍କ ସହ ୨୦୦୨ ରେ ବିବାହ କରିଥିଲେ । ଦୁହିଙ୍କର ଝିଅ ର ନାଁ ହେଉଛି ଅବଲିନ ରାଣା ଯାହାର ଜନ୍ମ ୨୦୧୬ ଫେବ୍ରୁଆରି ରେ ହୋଇଥିଲା ।

ଖଲିଙ୍କ ସ୍ତ୍ରୀ ଙ୍କ କହିବା ଅନୁଯାୟୀ ତାଙ୍କ ଝିଅ ମଧ୍ୟ ଗୋଟେ ରେଶଲର ହେବ । ଖଲି ଙ୍କ ସ୍ତ୍ରୀ ହରମେନ୍ଦର କୋର ଜଣେ ହାଉସ ୱାଇଫ ଅଟନ୍ତି । ସେ ତାଙ୍କ ପୁରା ପରିବାର ଧ୍ୟାନ ରଖିବା ସହ ନିଜ ପରିବାରକୁ ଠିକ ଭାବେ ସମ୍ବାଳି କରି ରଖିଛନ୍ତି । ହରମେନ୍ଦର କୋର ଦେଖିବାକୁ ବହୁତ ସୁନ୍ଦର ଲାଗନ୍ତି ତାଙ୍କ ଝିଅ ମଧ୍ୟ ସେତିକି ସୁନ୍ଦର ଅଟେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *