ସତ୍ୟ ଘଟଣା: ସେହି କଏଦୀ ଯାହାକୁ 3 ଥର ଫାଶୀ ଦେବା ପରେ ବି ବଞ୍ଚିଯାଇଥିଲା, କିନ୍ତୁ ପରେ…

ଆପଣ ମାନେ ଜାଣିଥିବେ ଯାହାକୁ ରଖିବେ ଅନନ୍ତ ତାକୁ କିଏ ବା ମାରି ପାରିବ । ତେବେ ଏହି କଥାର ସତ୍ୟତା କିଛି ଲୋକଙ୍କ ଠାରେ ଦେଖା ଯାଇଛି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛି ଯିଏ ଠାରେ ନୁହେଁ କି ଦୁଇ ଥର ନୁହେଁ ବରଂ ତିନି ଥର ମ-ର-ଣ ମୁହଁରୁ ଫେରି ଆସିଛନ୍ତି ।

ସେ ବ୍ୟକ୍ତି ଜଣକ ହେଉଛନ୍ତି ଜୋନ ଲି ଯିଏ କି ବ୍ରିଟେନର ବମ୍ବାକୋମ୍ବ ନାମକ ସହରରେ ରୁହନ୍ତି ଯାହାଙ୍କ ବିଷୟରେ କହିବାକୁ ଯାଉଛୁ । ଜୋନ ଲି ଙ୍କୁ ୧୮୮୪ ନଭେମ୍ବର ୧୮ରେ ପୋଲିସ ଗି-ର-ଫ କରିଥିଲା । ଏହାର କାରଣ ହେଉଛି ଜନ ଲି ତାଙ୍କ ମାଲିକ ଏମାର ହ-ତ୍ୟା କରିଥିବା ଅ-ଭି-ଯୋ-ଗ-ରେ ଲିପ୍ତ ଥିଲେ । ଯେଉଁ ସମୟରେ ପୋଲିସ ସ୍ପଟରେ ପହଞ୍ଚି ଥିଲା ସେହି ସମୟରେ ଜୋନ ଲି ଉପସ୍ଥିତ ଥିଲେ ଓ ତାଙ୍କ ହାତରେ ରକ୍ତ ଲାଗିଥିବା ଛୁରୀ ଥିବାରୁ ପୋଲିସ ତାଙ୍କୁ ଗି-ର-ଫ କରିଥିଲା । କିନ୍ତୁ ଜନ ଲି ନିର୍ଦୋଷ ବୋଲି ଯେତେ କହିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିଲେ ।

ଏହି କେସ କୋ-ର୍ଟରେ ପହଞ୍ଚିବା ପରେ ପୋଲିସ ଜନ ଲି ଙ୍କ ନାଁ ରେ ଥିବା ଆଗରୁ ଅନ୍ୟ କେତେକେ ଅ-ଭି-ଯୋ-ଗ-ର ପ୍ରମାଣ ପେଶ କରିଥିଲା । ଜନ ଲି ନ୍ୟାଭିରେ ଥିବା ସମୟରେ ଚୋରୀ କରିଥିବା ଯୋଗୁ ସେଠାରୁ ଚାକିରି ହରାଇଥିଲେ । ଏହା ପରେ ସେ ଏମାନଙ୍କ ଘରେ ରହି କାମ କରୁଥିଲେ । କୋ-ର୍ଟ ମଧ୍ୟ ସବୁ ପ୍ରମାଣକୁ ଆଖି ଆଗରେ ରଖି ଜୋନ ଲି ଚୋରୀ କରିବା ଉଦେଶ୍ୟରେ ଏମାନଙ୍କ ହ-ତ୍ୟା କରିଛନ୍ତି ବୋଲି କହିବା ପରେ ତାଙ୍କୁ ଫା-ଶୀ ହେବାର ସ୍ଥିର କରାଗଲା ।

ଜୋନ ନିଜ ମତରେ ଯେତେ ସଫେଇ ଦେଲେ ମଧ୍ୟ କୋ-ର୍ଟ କିଛି ନ ଶୁଣି ତାଙ୍କର ଫା-ଶୀ ହେବା ପାଇଁ ଶୁଣାଣି କରିଥିଲା । ଏହା ପରେ ସେହି ସମୟ ଆସିଗଲା ଯେବେ ୧୮୮୫ ୨୩ ଫେବୃଆରି ରେ ଜୋନଙ୍କୁ ଏକ୍ସଟ୍ରେଟ ଜେ-ଲ-ରେ ଫା-ଶୀ ଦିଆ ଯିବାର ଥିଲା । ଏହାର ଦାୟିତ୍ଵ ଏକ୍ସଟ୍ରେଟ ଜେ-ଲ-ର ଅଧିକାରୀ ଜିମ୍ସ ବ୍ୟାରୀଙ୍କର ଥିଲା । ଏହା ପରେ ଜୋନଙ୍କୁ ଫା-ଶୀ ଦେବା ଲାଗି ନେବା ପରେ ତାଙ୍କ ମୁହଁରେ କଳା କପଡା ଘୋଡାଇ ଦିଆଗଲା ଯାହା ପରେ ତାଙ୍କୁ ଫା-ଶୀ କରାଗଲା ।

କିନ୍ତୁ ଏପରି ଚମତ୍କାର ଘଟିଲା ଯେ ଜୋନ ଫା-ଶୀ-ରେ ଥାଇ ମଧ୍ୟ ତାଙ୍କର ମୃ-ତ୍ୟୁ ହେଲା ନାହି । ଏହା ପରେ ଜୋନଙ୍କୁ ଫା-ଶୀ ଦେବା ପାଇଁ ଦୁଇ ଥର ଚେଷ୍ଟା କରା ଯାଇଥିଲେ ମଧ୍ୟ ତାଙ୍କର ତାକ୍ତର ଖୋଲି ନ ଥିବାରୁ ଜୋନଙ୍କର ଫା-ଶୀ ହୋଇ ପାରିଲା ନାହି । ଏହା ପରେ ଜୋନଙ୍କର କେସ ପୁଣି ଥରେ କୋ-ର୍ଟରେ ଶୁଣାଣି ପାଇଁ ଯାଇଥିଲା ଓ ଜୋନଙ୍କୁ ଫା-ଶୀ ସମୟରେ ତାକ୍ତର କଣ ପାଇଁ ଖୋଲି ନ ଥିଲା ତାହା ବାବଦରେ ଯାଞ୍ଚ କରା ଯାଇଥିଲା ।

ଏଥିରୁ ଜଣା ପଡିଥିଲା ତାକ୍ତର ମଝିରେ ଲୁହାର ଖଣ୍ଡ ରହି ଥିବାରୁ ଏହା ଖୋଲିବା ବଦଳରେ ବନ୍ଦ ହୋଇ ଯାଇଥିଲା । ଜୋନଙ୍କର ତିନି ଥର ମୃ-ତ୍ୟୁରୁ ଫେରି ଆସିବା ଦେଖି କୋ-ର୍ଟ ତାଙ୍କୁ ଖଲାସ କରି ଦେଇଥିଲା । ଏହା ପରେ ଜୋନ ଏହାକୁ ଭଗବାନଙ୍କ ଚମତ୍କାର ଭାବି ସେଠାରୁ ପଳାଇ ଯାଇଥିଲେ ଓ ତାଙ୍କୁ ଆଉ କେହି ଦେଖିବାକୁ ପାଇ ନ ଥିଲେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *