କାହିଁକି ପାଳିବା କଥା ନୁହେଁ ପରିଜନଙ୍କ ମୃତ୍ୟୁରେ ଶୋକ ? Bhagavad Gita

ଏହି ସଂସାରରେ ମୃ-ତ୍ୟୁ ଏକ ଅଟଳ ସତ୍ୟ ଅଟେ । ଯଦି ଆପଣ ନିଜ ଜୀବନରେ ନିଜର କାହାକୁ ହରାଇଛନ୍ତି ଓ ଆପଣଙ୍କୁ କହି ଦିଆଯିବ କି ଆପଣ ତାଙ୍କ ପାଇଁ ଦୁଃଖ ପ୍ରକାଶ କିମ୍ବା ଶୋ-କ ପାଳନ କରନ୍ତୁ ନାହିଁ ତେବେ ଏହା ଏକ ନିର୍ଦୟୀ ଭାବନା ହୋଇଥାଏ ।

କିନ୍ତୁ ଏହା ପଛରେ ଥିବା ଅସଲ କାରଣ ବିଷୟରେ ଜାଣିଲେ ଆପଣ ବି ଆଜି ଠାରୁ ନିଜର କୌଣସି ପ୍ରିୟର ମୃ-ତ୍ୟୁରେ ଶୋ-କ ପାଳନ କରିବା ପୂର୍ବରୁ ନିଶ୍ଚିତ ରୂପରେ ଏହା ବିଷୟରେ ଚିନ୍ତା କରିବେ । ଆମର ବହୁତ ହିନ୍ଦୁ ଗ୍ରନ୍ଥରେ ଓ ପୁରାଣରେ ଶୋ-କ ବ୍ୟକ୍ତ କରିବା ପାଇଁ ମନା କରାଯାଇଛି । ସେହି ଗ୍ରନ୍ଥ ଗୁଡିକ ମଧ୍ୟରୁ ଗୋଟିଏ ଅଟେ ଶ୍ରୀମଦ ଭାଗବତ ଗୀତା ।

ଭାଗବତ ଗୀତା ଅନୁସାରେ ଆପଣ ଯେତେବେଳେ ନିଜର କୌଣସି ପ୍ରିୟ ବ୍ୟକ୍ତିର ମୃ-ତ୍ୟୁରେ ଶୋ-କ ପାଳନ କରୁଛନ୍ତି ତେବେ ଏହା ଏକ ସାଧାରଣ କଥା ଅଟେ । କିନ୍ତୁ କଣ ଆପଣ ଜାଣିଛନ୍ତି ଆପଣଙ୍କ ଦ୍ଵାରା ବ୍ୟକ୍ତ କରାଯାଇଥିବା ଏକ ଶୋ-କ ଆପଣଙ୍କର ପ୍ରିୟଜନଙ୍କର ହିତରେ ନୁହେଁ ଅଥବା ଏହାର ବିପରୀତ ତାଙ୍କର ମୃ-ତ୍ୟୁର ରାସ୍ତାରେ ବାଧା ଦେଇ ପାରେ । ଏହା ସମ୍ବନ୍ଧିତ ଶ୍ରୀମଦ ଗୀତାରେ ଗୋଟିଏ କଥା କୁହାଯାଇଛି ।

ମୃ-ତ୍ୟୁ ପରେ ସେହି ବ୍ୟକ୍ତି ପୁଣି ଥରେ ଜନ୍ମ ନେଇ ଥାଏ । କାରଣ ମୃ-ତ୍ୟୁ ପରେ ଶରୀରର ନଷ୍ଟ ହୋଇଥାଏ । କିନ୍ତୁ ଶରୀରରେ ଯେଉଁ ଆ-ତ୍ମା ଅଛି ତାହାର କେବେ ବି ମୃ-ତ୍ୟୁ ହୋଇ ନ ଥାଏ । ଯେମିତି କି ମନୁଷ୍ୟ ଗୋଟିଏ କପଡାକୁ ବଦଳି ଅନ୍ୟ କପଡାକୁ ଧାରଣ କରିଥାଏ ଠିକ ସେହିଭଳି ଆ-ତ୍ମା ବି ଗୋଟିଏ ଶରୀରରକୁ ଛାଡି ଅନ୍ୟ ଏକ ଶରୀରରେ ପ୍ରବେଶ କରିଥାଏ । କହିବାକୁ ଗଲେ ଫୁଲ ଭଳି ଆମ ଶରୀରର ପ୍ରକୃତି ଭଳି ଜନ୍ମ ନେଇଥାଏ ।

ଯାହା ଅନୁସାରେ ସେମାନେ ପ୍ରଥମେ ଶିଶୁ ହୋଇଥାନ୍ତି । ସେମାନେ ଯବାନ ହୁଅନ୍ତି ଓ ବୃଦ୍ଧ ଅବସ୍ଥାକୁ ଚାଲି ଯାଆନ୍ତି । ଯେତେବେଳେ ସେହି ବୃଦ୍ଧ ଶରୀରରକୁ ସେହି ଆ-ତ୍ମା ଛାଡି ଦିଏ ତେବେ ସେହି ଶରୀରର ମୃ-ତ୍ୟୁ ହୋଇଯାଏ । ପୁରୁଣା ଶରୀରର ଛାଡିବା ପରେ ସେହି ଆ-ତ୍ମା ନୂଆ ଶରୀରକୁ ପ୍ରବେଶ କରିଥାଏ । ପୁଣି ସେହି ଚକ୍ର ଆରମ୍ଭ ହୋଇଯାଏ । ଏହି ସମସ୍ତ ଜିନିଷକୁ ବୁଝି ଯିବେ ତେବେ ନା ହିଁ ଆପଣ କାହାର ମୃ-ତ୍ୟୁରେ ଶୋ-କ ପାଳନ କରିବେ ଓ ନା ହିଁ ମୃ-ତ୍ୟୁର ଭୟ ହେବ ।

ଜନ୍ମ ପରେ ମୃ-ତ୍ୟୁ ପ୍ରକୃତିର ନିୟମ ଅଟେ । କିନ୍ତୁ ଯଦି ଆମେ ତାଙ୍କୁ ବାରମ୍ବାର ମନେ ପକାଇବା ତେବେ ନିଶ୍ଚିତ ରୂପରେ ତାଙ୍କୁ କଷ୍ଟ ହେବ । ଏମିତିରେ ଯଦି ଆପଣ ତାଙ୍କୁ କଷ୍ଟ ଦେବାକୁ ଚାହୁଁ ନାହାନ୍ତି ତେବେ ଆପଣ ଅତ୍ୟଧିକ ତାଙ୍କ ବିଷୟରେ ଚିନ୍ତା କରନ୍ତୁ ନାହିଁ । ଯଦି ଆପଣଙ୍କ ପାଖରେ ତାଙ୍କର କିଛି ଫଟୋ, କାପ୍ଡା କିମ୍ବା କିଛି ଜିନିଷ ଅଛି ତେବେ ତାକୁ ନିଜ ଠାରୁ ଦୂରେଇ ଦିଅନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *