Media ଆଗରେ ଯେବେ ନିଜ ଡ୍ରେସକୁ ନେଇ ଏହି Bollywood ଅଭିନେତ୍ରୀ ମାନେ ହେଲେ Troll! ଦେଖନ୍ତୁ Video

ବଲିଉଡ ରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ପ୍ରତି ଦିନ ଅନେକ କଳାକାର ଆସିଥାନ୍ତି । କିନ୍ତୁ କିଛି ଏଥିରେ ସଫଳ ହୋଇଥାନ୍ତି ତ ଆଉ କିଛି ଏଥିରେ ନିରାଶ ହୋଇଥାନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଅନେକ କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟ ରେ ନିଜ ପାଇଁ ଘର ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

ଏମିତି କିଛି କଳାକାର ମାନେ ଅଛନ୍ତି ଯେଉଁ ମାନେ ନିଜର ପର୍ଶନାଲିଟି ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚା ରେ ରହିଥାନ୍ତି । ବଲିଉଡର ସେଲିବ୍ରେଟି ବା ଅଭିନେତ୍ରୀ ମାନେ ବୋଲ୍ଡ ଓ ସୁନ୍ଦର ଦେଖିବା ପାଇଁ ଏମିତି କିଛି ଡ୍ରେସ ପିନ୍ଧିଥାନ୍ତି ଯାହା ପାଇଁ ତାଙ୍କୁ ଅନ୍ୟ ମାନଙ୍କ ଆଗରେ ଅ-ପ-ମା-ନି-ତ ହେବାକୁ ପଡିଥାଏ । ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର ଡ୍ରେସ ସମ୍ବାଳି ଥିବାର ସୋସିଆଲ ମିଡିଆରେ ଟ୍ରୋଲ ହୋଇଥାନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

୧- ପ୍ରିୟଙ୍କା ଚୋପ୍ରା : ବଲିଉଡ ଠାରୁ ହଲିଉଡ ଯାଏଁ ନିଜର ନାଁ କମେଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ନ ଜାଣିଛନ୍ତି । ସେ ନିଜର ଡ୍ରେସକୁ ନେଇ ଲାଇମ ଲାଇଟରେ ରହିଥାନ୍ତି । ସେ ତାଙ୍କ ସୁ-ଟ ସମୟରେ ତାଙ୍କର ଡ୍ରେସ ତେଜ ପବନ ଯୋଗୁ ଉଡି ଯାଇଥିଲା ଯାହା ପାଇଁ ସେ ଟ୍ରୋ-ଲ ହୋଇଥିଲେ ।

୨- କାଜଲ : ବଲିଉଡର ଅଭିନେତ୍ରୀ କାଜଲ ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି । ଗୋଟେ ସମୟରେ କାଜଲ ବ୍ଲୁ କଲର ଡ୍ରେସ ପିନ୍ଧି ଯାଉଥିବା ସମୟରେ ଜୋରରେ ପବନ ହେବା ଯୋଗୁ ତାଙ୍କର ଡ୍ରେସ ଉଡି ଯାଇଥିଲା । ଯାହା ପାଇଁ ତାଙ୍କୁ ଅ-ପ-ମା-ନି-ତ ହେବାକୁ ପଡିଥିଲା ।

୩- ଉର୍ବଶୀ ରୋତେଲା : ଅଭିନେତ୍ରୀ ଉରବଶି ରୋତେଲା ନିଜର ଜବରଦସ୍ତ ଅଭିନୟ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିପାରିଛନ୍ତି । ଗୋଟେ ସମୟରେ ସେ ଏୟାରପୋର୍ଟରେ ଗ୍ରେ କଲରର ଡ୍ରେସ ପିନ୍ଧି ଯାଉଥିବା ସମୟରେ ତୀବ୍ର ପବନ ଯୋଗୁ ତାଙ୍କର ଡ୍ରେସ ଉଡି ଯାଇଥିଲା ଯାହା ପାଇଁ ତାଙ୍କୁ ମିଡିଆ ଆଗରେ ଅ-ପ-ମା-ନି-ତ ହେବାକୁ ପଡିଥିଲା ।

୪- ଶିଲ୍ପା ସେଠୀ : ବଲିଉଡରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଶିଲ୍ପା ସେଠୀ ଙ୍କୁ କିଏ ନ ଜାଣିଛନ୍ତି । ସେ ତାଙ୍କର ଛୁଟି ମନେଇବା ସମୟରେ ବୋଲ୍ଡ ଦେଖା ଯାଉଥିବା ସମୟରେ ତାଙ୍କୁ ତାଙ୍କର ଡ୍ରେସ ପାଇଁ ଟ୍ରୋ-ଲ ହେବାକୁ ପଡିଥିଲା ।

୫- କାଜଲ ଅଗ୍ରୱାଲ : ବଲିଉଡ ଅଭିନେତ୍ରୀ କାଜଲ ମଧ୍ୟ ଟ୍ରୋଲ ହେବାର ଶିକାର ହୋଇଛନ୍ତି । ଗୋଟେ ସମୟରେ ସେ ଡ୍ୟାନ୍ସ କରିବା ସମୟରେ ତାଙ୍କ ଡ୍ରେସ ଉଡିଯିବା ଯୋଗୁ ତାଙ୍କୁ ଅ-ପ-ମା-ନି-ତ ହେବାକୁ ପଡିଥିଲା ।

୬- ହଂସିକା ମୋଟବାନୀ : ବଲିଉଡ ଅଭିନେତ୍ରୀ ହଂସିକା ମୋଟବାନୀ ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଭାବେ ପରିଚିତ । ତାଙ୍କୁ ଏୟାରପୋର୍ଟ ରେ ସ୍ପଟ କରା ଯାଇଥିଲା କାରଣ ତେଜ ପବନ ଯୋଗୁ ତାଙ୍କର ଡ୍ରେସ ଉଡି ଯାଇଥିଲା ଯାହା ପାଇଁ ତାଙ୍କୁ ଅ-ପ-ମା-ନି-ତ ହେବାକୁ ପଡିଥିଲା ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *