ମାୟା ସିରିଏଲର ଅଭିନେତା Girish ଙ୍କ ପରିବାର ଓ ଲାଇଫ ଷ୍ଟାଇଲ

ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲକୁ ଦର୍ଶକମାନେ ବହୁତ ପସନ୍ଦ କରିଥାନ୍ତି । ସେଥି ମଧ୍ୟରୁ ଗୋଟିଏ ସିରିଏଲ ହେଉଛି ମାୟା । ଯାହାକି ବର୍ତ୍ତମାନ ସମୟରେ ଦର୍ଶକମାନଙ୍କର ସବୁଠୁ ପସନ୍ଦିତା ସିରିଏଲ ହୋଇ ଯାଇଛି । ଏହି ସିରିଏଲରେ ଅଭିନୟ କରୁଥିବା କଳାକାରମାନେ ବି ନିଜର ଦମଦାର ଅଭିନୟ ଦ୍ଵାରା ସମସ୍ତଙ୍କୁ ମନୋରଞ୍ଜନ କରିବାରେ ସଫଳ ହୋଇଛନ୍ତି । ସେଥିପାଇଁ ତ ଏହି ସିରିଏଲର ପ୍ରତ୍ୟକ କିରଦାରକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି ।

ଆପଣମାନଙ୍କ ମଧ୍ୟରେ ବି ପ୍ରାୟତଃ ଲୋକମାନେ ଏହି ସିରିଏଲକୁ ଦେଖୁଥିବେ । କହିବାକୁ ଗଲେ ଏହି ସିରିଏଲର କାହାଣୀ ଅନ୍ୟ ସମସ୍ତ ସିରିଏଲ ଠାରୁ ଅଳ୍ପ ଭିନ୍ନ ଅଟେ । ସେଥିପାଇଁ ତ ଏହା ଦର୍ଶକମାନଙ୍କର ସବୁଠୁ ଫେବରେଟ ସିରିଏଲ ହୋଇ ଯାଇଛି ।

ଆପଣମାନେ ଏହି ସିରିଏଲରେ ଅଭିନୟ କରୁଥିବା ଅଭିନେତାଙ୍କ ବିଷୟରେ ଅଳ୍ପ ବହୁତ ଜାଣି ଥିବେ । ଆଜି ଆମେ ଆପଣଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା ଅଭିନତା ଗିରିଶଙ୍କ ବିଷୟରେ କହିବୁ । ଏହା ସହିତ ତାଙ୍କର ପରିବାରରେ କିଏ କିଏ ଅଛନ୍ତି ତାଙ୍କ ବିଷୟରେ ବି କହିବୁ । ମାୟା ସିରିଏଲରେ ଆପଣମାନେ ଅଭିନେତା ଗିରିଶଙ୍କୁ ଦେଖିଥିବେ । ଯିଏକି ବହୁତ ସୁନ୍ଦର ଅଭିନୟ କରୁଛନ୍ତି ।

ବର୍ତ୍ତମାନ ମାୟାଙ୍କ ସ୍ଵାମୀ ନାଗେଶଙ୍କ ବାପା ଭୂମିକାରେ ନୂଆ ନୂଆ ଅଭିନୟ କରୁଥିବା ଗିରିଶଙ୍କୁ ଅଭିନୟ କରିଥିବାର ଦେଖିଥିବେ । କହିଦେଉଛୁ କି ଗିରିଶଙ୍କ ଅସଲ ନାଁ ପୀୟୂଷ ଅଟେ । ପୀୟୂଷ କେବଳ ସିରିଏଲ ନୁହେଁ ସେ ଏହା ପୂର୍ବରୁ ଯାତ୍ରା, ଚଳଚିତ୍ର ଓ ଅନ୍ୟ କେତେକ ସିରିଏଲରେ ବି ନଜର ଆସିସାରିଛନ୍ତି । ପୀୟୂଷ ଯାତ୍ରାରେ ବହୁତ ସକ୍ରିୟ ଅଟନ୍ତି ।

ପୀୟୂଷଙ୍କୁ ଲୋକମାନେ ଖଳନାୟକ ରୂପରେ ଯେତିକି ପସନ୍ଦ କରିଛନ୍ତି ତାହା ଠାରୁ ଅଧିକ ତାଙ୍କୁ ଅଭିନେତା ରୂପରେ ଅଧିକ ପସନ୍ଦ କରାଯାଇଛି । ପୀୟୂଷଙ୍କ ଅଭିନୟ ଦର୍ଶକମାନଙ୍କର ହୃଦୟକୁ ସ୍ପର୍ଶ କରିଛି । ସେ ବହୁତ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି । ସେ ପ୍ରାୟତଃ ଫିଲ୍ମରେ ଖଳନାୟକ ରୂପରେ ଅଭିନୟ କରି ବହୁତ ଲୋକପ୍ରିୟ ହୋଇଛନ୍ତି ।

କହିବାକୁ ଗଲେ ବର୍ତ୍ତମାନ ପୀୟୂଷ କଟକରେ ରୁହନ୍ତି ଓ ତାଙ୍କର ପରିବାର ବିଷୟରେ କହିବା ତେବେ ସେ ତାଙ୍କର ପତ୍ନୀ, ତାଙ୍କର ପୁଅ ଓ ବାପା ମା ଅଛନ୍ତି । ପୀୟୂଷ ପିଲାଦିନୁ ହିଁ ଅଭିନୟ ପ୍ରତି ବହୁତ ରୁଚି ରଖୁଥିଲେ ଓ ସେ ପିଲାଦିନୁ ହିଁ ବଡ ଅଭିନେତା ହେବେ ବୋଲି ସ୍ଵପ୍ନ ଦେଖୁଥିଲେ । ବର୍ତ୍ତମାନ ତାହାର ସ୍ଵପ୍ନ ପୁରା ହୋଇ ଯାଇଛି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *