ତରଙ୍ଗ ଟିଭି ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କର ରିୟଲ ଲାଇଫ ପାର୍ଟନରଙ୍କୁ ଆଗରୁ କେବେ ଦେଖି ନଥିବେ: ଦେଖନ୍ତୁ Video

ଟେଲିଭିଜନ ଜଗତର କଳାକାର ମାନେ ଖୁବ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଘର ସୃଷ୍ଟି କରି ପାରିଛନ୍ତି । କିଛି କଳାକାର ମାନେ ନିଜର ଷ୍ଟାଇଲ,ଲୁକ ଓ ବ୍ୟକ୍ତିତ୍ବ ପାଇଁ ମଧ୍ୟ ଚର୍ଚ୍ଚା ରେ ରହିଥାନ୍ତି । ଆପଣ ଏମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ନିଶ୍ଚୟ ଦେଖୁଥିବେ । ଆଜି ଆମେ ଆପଣ ମାନଙ୍କୁ ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କ ପ୍ରକୃତ ଲାଇଫ ପାର୍ଟନର କିଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଇତି : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ସିନ୍ଦୁରର ଅଧିକାର” ରେ ଅଭିନେତ୍ରୀ ଇତି ଖୁବ ସୁନ୍ଦର ଅଭିନୟ ଜାରି ରଖିଛନ୍ତି । ତାଙ୍କର ରିୟଲ ଲାଇଫ ବଏଫ୍ରେଣ୍ଡ ଏହି ଭିଡିଓରେ ନଜର ଆସୁଛନ୍ତି ।

୨- ରୁଦ୍ରୀ : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ମାୟା” ରେ ଅଭିନେତ୍ରୀ ରୁଦ୍ରୀ ଲିଡ ନାୟିକା ଭାବେ ଜବରଦସ୍ତ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ତାଙ୍କର ରିୟଲ ଲାଇଫ ବଏଫ୍ରେଣ୍ଡ ଏହି ଭିଡିଓରେ ନଜର ଆସୁଛନ୍ତି ।

୩- “ସୁମନ” : ତରଙ୍ଗ ଚ୍ଯାନେଲରେ ପ୍ରସାରିତ ହେଉଥିବା ସିରିଏଲ “ତାରିଣୀ ଆଖିରେ ତାରା” ରେ ଲିଡ ନାୟିକା ଭାବେ ତାରିଣୀ ଅଭିନୟ କରୁଛନ୍ତି । ତାଙ୍କର ଅଭିନୟ ଜବରଦସ୍ତ ହୋଇ ଥିବାରୁ ଦର୍ଶକ ମାନେ ପସନ୍ଦ କରୁଛନ୍ତି । ତାଙ୍କର ରିୟଲ ଲାଇଫ ପାର୍ଟନର ହେଉଛନ୍ତି ସ୍ଵପ୍ନିଲ ମିଶ୍ର ।

୪- ଶ୍ରଦ୍ଧା : ତରଙ୍ଗ ଚ୍ଯାନେଲରେ ପରସାରିତ ହେଉଥିବା ସିରିଏଲ “କୁଆଁରୀ ବୋହୁ”ରେ ଅଭିନେତ୍ରୀ ଶ୍ରଦ୍ଧା ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି । ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି । ତାଙ୍କର ରିୟଲ ଲାଇଫ ବଏଫ୍ରେଣ୍ଡ ଏହି ଭିଡିଓରେ ନଜର ଆସୁଛନ୍ତି ଯାହାକୁ ସେ ବହୁତ ଭଲ ପାଆନ୍ତି ।

୫- ପୂଜା : ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା ସିରିଏଲ “ଝିଅ ଆମର ନୂଆ ବୋହୁ”ରେ ଅଭିନେତ୍ରୀ ପୂଜା ଲିଡ ନାୟିକା ଭାବେ ନଜର ଆସୁଛନ୍ତି । ତାଙ୍କର ରିୟଲ ଲାଇଫ ବଏଫ୍ରେଣ୍ଡ ହେଉଛନ୍ତି ଶିବା । ଯିଏ ଏହି ସିରିଏଲ ରେ ତାଙ୍କ ସହ ଅଭିନୟ କରିବାର ନଜର ଆସୁଛନ୍ତି ।

୬- ଐଶ୍ଵରୀୟା : ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା ସିରିଏଲ “ଝିଅ ଆମର ନୂଆ ବୋହୁ”ରେ ଅଭିନେତ୍ରୀ ଐଶ୍ଵରୀୟା ଅଭିନୟ କରୁଛନ୍ତି । ସେ ଏହି ସିରିଏଲରେ ଝିଅ ଭୂମିକାରେ ନଜର ଆସୁଛନ୍ତି । ତାଙ୍କର ରିୟଲ ଲାଇଫ ପାର୍ଟନର କିଏ ତାହା ଏ ଯାଏଁ ଜଣା ପଡି ନାହି ।

୭- ମଙ୍ଗଳା : ତରଙ୍ଗ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ସିରିଏଲ “ମଙ୍ଗଳା ଚରଣ” ରେ ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ମଙ୍ଗଳା ଅଭିନୟ କରୁଛନ୍ତି । ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ କରୁଛନ୍ତି । ତାଙ୍କର ରିୟଲ ଲାଇଫ ପାର୍ଟନର କିଏ ତାହା ଜଣା ପଡି ନାହି ।

ବନ୍ଧୁଗଣ ଏହା ଥିଲା ତରଙ୍ଗ ଟିଭିରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କର ରିୟଲ ଲାଇଫ ପାର୍ଟନର କେଉଁ ମାନେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *