ଓଲିଉଡ ସେଲିବ୍ରେଟି Anubhab ଓ Barsha ଅଲଗା ହେବା ପରେ କଣ କରୁଛନ୍ତି ?

ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ପର୍ଫୋମାଂସ ପାଇଁ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । କିଛି କଳାକାର ମାନେ ସୋସିଆଲ ମିଡିଆରେ ନିଜର ଭଲ କାମ ପାଇଁ ମଧ୍ୟ ଚର୍ଚ୍ଚା ରେ ରହିଛନ୍ତି । ଆପଣ ମାନେ ଜାଣିଥିବେ ଅନେକ କଳାକାର ମାନେ ଶୁଟିଙ୍ଗ ସେଟରୁ ହିଁ ପ୍ରେମ କରି ବିବାହ ବନ୍ଧନ ରେ ବନାଧି ହୋଇଛନ୍ତି । କିନ୍ତୁ ଅନେକ କଳାରା ମାନେ ନିଜ ପାର୍ଟନର ଙ୍କ ଠାରୁ ଅଲଗା ହୋଇ ସାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଯୋଡି ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆଗାମୀ ଦିନରେ ପରସ୍ପର ଠାରୁ ଅଲଗା ହେବାକୁ ଯାଉଛନ୍ତି । ବର୍ତ୍ତମାନ ଏହି ଦୁଇ ଯୋଡି କିପରି ଲାଇଫ ସ୍ପେନ୍ଡ କରୁଛନ୍ତି ଆସନ୍ତୁ ଜାଣିବା । ଆପଣ ମାନେ ଅଲିଉଡ ଷ୍ଟାର ଅନୁଭବ ମହାନ୍ତି ଓ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେସ ଭଲ ଭାବେ ଜାଣିଥିବେ ।

ଦୁହିଙ୍କ ଯୋଡି କୁ ଦର୍ଶକ ମାନେ ବେଶ ପସନ୍ଦ କରନ୍ତି । ତେବେ ୨୦୧୪ ରେ ଏହି ଦୁଇ ଯୋଡି ପରସ୍ପର କୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଦୁହିଙ୍କ ସ-ମ୍ପ-ର୍କ ଓ ଜୀବନୀ ଶୈଳୀ ବେଶ ଆନନ୍ଦମୟ ଥିଲା । ବିବାହ ପରେ ଦୁହେଁ ଅନେକ ଫିଲ୍ମରେ ଏକାଠି ଅଭିନୟ କରିବାର ନଜର ଆସିଛନ୍ତି ।

କିନ୍ତୁ ଗତ କିଛି ଦିନ ହେବ ଦୁହେଁ ପାରିବାରିକ କଳହ ଯୋଗୁ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । ସେଥିପାଇଁ ଦୁହେଁ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି । ତେବେ ବର୍ଷା ଅନୁଭବ ଙ୍କ ସହ ସାରା ଜୀବନ ବିତାଇବାକୁ ଇଚ୍ଛା କରୁଥିଲେ ମଧ୍ୟ ଅନୁଭବ ବର୍ଷା ଙ୍କ ସହ ରହିବାକୁ ଚାହୁଁ ନାହାନ୍ତି ବୋଲି କହିଛନ୍ତି । ବର୍ତ୍ତମାନ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ରହିଛନ୍ତି । ସୂଚନା ଅନୁସରେ ବର୍ଷା ନିଜ ଭଉଣୀ ଙ୍କ ଘରେ ବର୍ତ୍ତମାନ ଅଛନ୍ତି । ବର୍ଷା ତାଙ୍କ ଭଉଣୀ ଙ୍କ ଘରେ ତାଙ୍କ ଝିଆରୀ ସହ ମଜାମସ୍ତି କରି ଖେଳୁଥିବାର ଏହି ଭିଡିଓ ରେ ନଜର ଆସୁଛନ୍ତି ।

ଏହା ଛଡା ବର୍ଷା ଦରିଦ୍ର ଲୋକ ମାନଙ୍କୁ ଆର୍ଥିକ ସାହାଜ୍ଯ କରିବା ସହ ତାଙ୍କର ପାଠ ପଢା ପ୍ରତି ଧ୍ୟାନ ଦେଉଥିବାର ନଜର ଆସୁଛନ୍ତି । ଅନ୍ୟ କ୍ଷେତ୍ରରେ ଅନୁଭବ କେନ୍ଦ୍ରାପଡାର ସାଂସଦ ଭାବେ ତାଙ୍କର ନିର୍ବାଚନ ମଣ୍ଡଳୀର ସଦସ୍ୟଙ୍କ କାମ କରିବାରେ ବ୍ୟସ୍ତ ଅଛନ୍ତି । ତେବେ ଆଗାମୀ ଦିନ ମାନଙ୍କରେ ବର୍ଷା ଓ ଅନୁଭବ ପୁଣି ଥରେ ଏକାଠି ହେବେ ନା ଅଲଗା ହୋଇଯିବେ ତାହା ଅପେକ୍ଷାରେ ସମସ୍ତେ ଅଛନ୍ତି । ବର୍ତ୍ତମାନ ଦୁହିଙ୍କ କେସ କୋର୍ଟ ରେ ବିଚାରଧିନ ଭାବେ ରହିଛି । ଆଶା କରୁଛୁ ଏହି ଦୁଇ ଯୋଡି ପୁଣି ଥରେ ଏକାଠି ହୋଇ ନିଜର ବୈବାହିକ ଜୀବନ ହସ ଖୁସିରେ ଅତିବାହିତ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଅନୁଭବ ଓ ବର୍ଷା ଙ୍କ ଅଭିନୀୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆମର ଏହି ଲେଖାଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *