ACF ସୋମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା ରେ ନୂଆ ସୁରାଗ, ସମସ୍ତେ ମିଶି ମାରିଛନ୍ତି ଜଙ୍ଗଲରେ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ମାମଲା ଦିନକୁ ଦିନ ରହସ୍ୟ ଘେରରେ ରହିବାରେ ଲାଗିଛି । ସୂଚନା ଯୋଗ୍ୟ ଯେ ଯଦି ସୋମ୍ୟଙ୍କ ମୃ-ତ୍ୟୁ ତାଙ୍କ ବାସ ଭବନରେ ହୋଇଛି ତେବେ ତାଙ୍କ ଶରୀରର ଚମଡା କିଛି ଅଂଶରେ ରହିବା ଦରକାର । କୌଣସି ବ୍ୟକ୍ତି ୯୦% ପୋଡିଯିବ ତାହା କୌଣସି ଶୂନ୍ୟରେ ହେବ ନାହି । କଣ ଏ ନେଇ ପୋଲିସ ବା କ୍ରାଇମବ୍ରାଞ୍ଚ ତଦନ୍ତ କରିହକି ତାହା ନେଇ ଏବେ ପ୍ରଶ୍ନ ଉଠୁଛି । କ୍ରାଇମବ୍ରାଞ୍ଚ ଯେଉଁ ସୂଚନା ଦେଇଛନ୍ତି କି ପ୍ରଥମରୁ ସୋମ୍ୟଙ୍କ ମୃ-ତ୍ୟୁ ଘଟଣାର ତଦନ୍ତ ହେବ ତାହାର ଅର୍ଥ ହେଉଛି ଦୋଷୀକୁ ପୁଣି ଥରେ ସପର୍ଟ କରାଯିବ ।

ଯେଉଁ ତଦନ୍ତ ପୋଲିସ ଓ କ୍ରାଇମବ୍ରାଞ୍ଚ କରିଛି ତାହାର ରିପୋର୍ଟ ତୁରନ୍ତ କୋର୍ଟ ରେ ସବମିଟ କରିବା ନିହାତି ଜରୁରୀ ଅଟେ । ଆଗ ରିପୋର୍ଟ ସବମିଟ କରିବା ପରେ କ୍ରାଇମବ୍ରାଞ୍ଚ ଯେଉଁ ତଦନ୍ତ କରିବା କଥା କରି ପାରିବ ତାହା ନେଇ କୌଣସି ପ୍ରତିକ୍ରିୟା କେହି କରିବେ ନାହି । ଅନ୍ୟ ପକ୍ଷେ ସୂଚନା ଅନୁସାରେ ସୋମ୍ୟ ଙ୍କୁ ଯେତେବଳେ ପୋଡିବା ଅବସ୍ଥାରେ ହସ୍ପିଟାଲ ନିଆ ଯାଇଥିଲା ସେହି ସମୟରେ ତାଙ୍କର ହୋସ ନ ଥିଲା ବୋଲି ଡାକ୍ତର କହିଛନ୍ତି । ଏହାର ଅର୍ଥ ହେଉଛି ସୋମ୍ୟ ଙ୍କୁ ତାଙ୍କର ବାସ ଭବନ ରେ ନ ପୋଡା ଯାଇ ତାଙ୍କୁ ଅନ୍ୟ ସ୍ଥାନରେ ବେହୋସ କରାଯାଇ ପୋଡା ଯାଇଛି ।

ଗୋଟେ ଲୋକ ୯୦% ପୋଡିବା ପରେ ବେହୋସ ଥିବା ଅବସ୍ଥାରେ କିପରି ମୃ-ତ୍ୟୁ-କା-ଳୀ-ନ ଜମାନବନ୍ଦି ଦେଇ ପାରିବ ତାହା ନେଇ ଏବେ ପ୍ରଶ୍ନ ଉଠୁଛି । ସୋମ୍ୟ ଙ୍କ ମୃତ୍ୟୁ ମାମଲାରେ ଯେଉଁ ସବୁ ତଦନ୍ତ ପୋଲିସ ଓ କ୍ରାଇମବ୍ରାଞ୍ଚ କରିଛି ତାହାର ସଂପୂର୍ଣ୍ଣ ରିପୋର୍ଟ କେଉଁ ଠାରେ ଅଛି ଓ କଣ ପାଇଁ ଆଜି ଯାଏଁଏହାର ରିପୋର୍ଟ କୋର୍ଟ ରେ ସବମିଟ କରାଯାଇ ନାହି ତାହା ନେଇ ବର୍ତ୍ତମାନ ପ୍ରଶ୍ନ ଉଠୁଛି ।

ତେବେ ସୋମ୍ୟ ଙ୍କ ମୃତ୍ୟୁ ଘଟଣା ଯେଉଁ ଭଳି ଭାବେ ଦିନକୁ ଦିନ ଗତି କରିବାରେ ଲାଗିଛି ଏହା ସହ ଯେଉଁ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି ତାହା ନେଇ ତାଙ୍କ ପରିବାର ଲୋକ ମାନେ ଅ-ଭି-ଯୋ-ଗ ଆଣିବା ସହ ନିରାଶ ମଧ୍ୟ ହୋଇଛନ୍ତି । ସୋମ୍ୟ ଙ୍କୁ କେବେ ନ୍ୟାୟ ମିଳିବ ତାହା ନେଇ ଓଡିଶା ବାସୀ ଅପେକ୍ଷାରେ ଅଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *