ଅକ୍ଟୋବର ମାସରେ ମହାଲକ୍ଷ୍ମୀ ଯୋଗ କାରଣରୁ କିଛି ରାଶିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ଦ୍ରୁଷ୍ଟି ପଡିବାକୁ ଯାଉଛି । ଯେଉଁ କାରଣରୁ ଏହି ରାଶିମାନଙ୍କ ଭାଗ୍ୟ ସ୍ଵୟଂ ମାତା ଲକ୍ଷ୍ମୀ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଅକ୍ଟୋବର ମାସରେ ତ୍ରି ପୁଷ୍କର ଯୋଗ ଓ ମହା ଲକ୍ଷ୍ମୀ ଯୋଗ ତିଆରି ନିର୍ମାଣ ହେବାକୁ ଯାଉଛି । ଯେଉଁ କାରଣରୁ ମାତା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ଏହି ୭ ଟି ରାଶି ଉପରେ ପଡିବ ।
କର୍କଟ ରାଶି
ଯେ କୌଣସି କ୍ଷେତ୍ରରେ ଆପଣ ନିଷ୍ପତି ନେବେ ସେଥିରେ ଆପଣଙ୍କୁ ସଫଳତା ଓ ପ୍ରଶଂସା ମିଳିବ । ଯେଉଁ କାର୍ଯ୍ୟକୁ ଆପଣ ହାତ ଲଗାଇବେ ଏମିତି ଲାଗିବ ସେହି କାର୍ଯ୍ୟ କେବଳ ଆପଣଙ୍କ ପାଇଁ ତିଆରି ହୋଇଛି । ଆପଣଙ୍କ ବୈବାହିକ ଜୀବନ ଭଲରେ କଟିବ । ସନ୍ତାନର ଉନ୍ନତି ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ ।
ସିଂହ ରାଶି
ସନ୍ତାନର ସଫଳତା ଆପଣଙ୍କ ମାନ ସମ୍ମାନ ବଢାଇବ । ସମାଜରେ ଆପଣଙ୍କ ପ୍ରଭାବ ବଢିବ । ମାନ ସମ୍ମାନରେ ବୁଦ୍ଧି ବି ହେବ । ଏହି ମାସରେ ଏହି ରାଶି ପାଇଁ ଖାସ ରହିବ । ଆପଣଙ୍କ ଦ୍ଵାରା ନିବେଶ କରାଯାଇ ଥିବା ଟଙ୍କା ଆପଣଙ୍କୁ ଦୁଇଗୁଣା ଲାଭ ଦେବ ।
ବିଚ୍ଛା ରାଶି
ଲଟେରୀରେ ବି ଆପଣ ଲାଭ ପାଇ ପାରିବେ । ଅଟକିଥିବା ଟଙ୍କା ବି ଆପଣଙ୍କୁ ମିଳିବ । ଆୟ ବଢିବ । ପାର୍ଟନରଶିପରେ ଯଦି ଆପଣ ବିଜନେସ କରୁଛନ୍ତି ତେବେ ଆପଣଙ୍କୁ ଲାଭ ଦେଖିବାକୁ ମିଳିବ । ପ୍ରତ୍ୟକ କ୍ଷେତ୍ରରେ ନିଯାଇଥିବା ସମସ୍ତ ନିଷ୍ପତି ଓ ପ୍ରଶଂସନୀୟ ହେବ ।
କନ୍ୟା ରାଶି
ଯେ କୌଣସି କାର୍ଯ୍ୟରେ ଆପଣ ହାତ ରଖିବେ ସେଥିରେ ଆପଣଙ୍କୁ ସଫଳତା ମିଳିବ । ପ୍ରେମ ଜୀବନରେ ଆପଣଙ୍କୁ ମଧୁରତା ଦେଖିବାକୁ ମିଳିବ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ । ଆପଣଙ୍କ ଆପଣଙ୍କ ଖର୍ଚରେ ନିୟନ୍ତ୍ରଣ ଦେଖିବାକୁ ମିଳିବ । ଆସନ୍ତା ସମୟ ଖାସ ରହିବ ।
ଧନୁ ରାଶି
ଚାକିରି ମିଳିବାର ସମ୍ଭାବନା ଅଛି । କୌଣସି ବାହାର କମ୍ପାନୀରୁ ଆପଣଙ୍କୁ ଅଫର ମିଳିପାରେ । ପ୍ରମୋଶନର ଯୋଗ ବି ଅଛି । ଘର ପରିବାରରେ ଆପଣଙ୍କୁ ସପୋର୍ଟ ମିଳିବ । ବଡ ଭାଇ ଭଉଣୀଙ୍କ ସପୋର୍ଟ ମିଳିବ । ଆପଣଙ୍କୁ ବ୍ୟାଙ୍କ ତରଫରୁ ଲାଭ ମିଳିବ ।
ମେଷ ରାଶି
ଆର୍ଥିକ ସ୍ଥିତି ମଜବୁତ ହୋଇଯିବ । କାରଣ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ । କୋଟିପତି ହେବାରୁ ଆପଣଙ୍କୁ ବର୍ତ୍ତମାନ କେହି ବି ଅଟକାଇ ପାରିବେ ନାହିଁ । ଯଦି କୌଣସି କାମ ଅଧାରେ ପଡି ରହିଛି ତାହା ପୁରା ହେବ ।
କୁମ୍ଭ ରାଶି
ଆପଣଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିବ । ଏହି ସମୟରେ ଆପଣ ନିଜକୁ ଖୁସି ରଖିବା ପାଇଁ ନିଜର ଘନିଷ୍ଠ ବନ୍ଧୁଙ୍କ ସହ ମିଶିବେ । ଲୋନ ମିଳିପାରେ ଏହି ସମୟରେ ।