ଗିରଫ ହେଲେ କ୍ରିକେଟର Yuvraj Singh, ମହଙ୍ଗା ପଡ଼ିଲା Yuzvendra Chahal ଙ୍କୁ ଜାତି ଗତ ଆକ୍ଷେପ

ନମସ୍କାର ବନ୍ଧୁଗଣ । ଆପଣ ମାନେ କ୍ରିକେଟ ଖେଳ ଦେଖିବାକୁ ନିଶ୍ଚିନ୍ତ ଭାବେ ଭଲ ପାଉଥିବେ । କ୍ରିକେଟ ଏମିତି ଏକ ଖେଳ ଯାହାକୁ ଦେଖିବା ପାଇଁ ଲୋକ ମାନେ ଆଗ୍ରହ ହୋଇଥାନ୍ତି । ଏହା ସହ କ୍ରିକେଟ ଖେଳୁଥିବା ଖେଳାଳୀ ମାନେ ମଧ୍ୟ ନିଜର ଦ-ମ-ଦା-ର ପର୍ଫୋମାଂସ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ରାଜ କରିଥାନ୍ତି । କ୍ରିକେଟ ଦୁନିଆରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁ ମାନେ ନିଜର ସାନଦାର ବ୍ୟା-ଟି-ଙ୍ଗ ଓ ବୋ-ଲିଂ ପାଇଁ ବେଶ ଚ-ର୍ଚ୍ଚା ରେ ରହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ କ୍ରିକେଟର ଯୁବରାଜ ସିଂ କେଉଁ କାରଣ ପାଇଁ ଜେ-ଲ ଯାଇଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ କ୍ରିକେଟ ଦୁନିଆର ସାନଦାର ଖେଳାଳି ଯୁବରାଜ ସିଂ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ବ୍ୟା-ଟି-ଙ୍ଗ ଠାରୁ ଆରମ୍ଭ କରି ବୋ-ଲିଂ ଯାଏଁ ବେଶ ସାନଦାର ପ୍ରଦର୍ଶନ କରିଥାନ୍ତି । ଭାରତୀୟ ଟିମରେ ଯୁବରାଜ ସିଂ ଙ୍କ ନାଁ ବେଶ ଚ-ର୍ଚ୍ଚା ରେ ରହିଛି । କିନ୍ତୁ ବର୍ତ୍ତମାନର ବଡ ଖବର ଅନୁଯାୟୀ ମ-ହ-ଙ୍ଗା ପ-ଡି-ଲା ଯୁବରାଜ ସିଂ ଙ୍କୁ ଜାତୀ-ୟ- ଆ-ଣ ମନ୍ତବ୍ୟ । ଯାହା ପାଇଁ ସେ ବର୍ତ୍ତମାନ ଗି-ର-ଫ ହୋଇଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ଯୁବରଜ ସିଂ ଅ-ନୁ-ସୂ-ଚି-ତ ଜା-ତି ବି-ରୁ-ଦ୍ଧ-ରେ ବା ଜା-ତି-ଆ-ଣ ମ-ନ୍ତ-ବ୍ୟ ଯୋଗୁ ଗି-ର-ଫ ହୋଇଛନ୍ତି । ତାଙ୍କୁ ହିସାର ରେ ପୋ-ଲି-ସ ଆ-ରେ-ଷ୍ଟ କରିଛି ।

ହରିୟାନାର ହିସାର ସହର ରେ ତାଙ୍କ ନାଁ ରେ ମା-ମ-ଲା ରୁ-ଜୁ କରା ଯାଇଛି । କ୍ରିକେଟର ରୋହିତ ଶର୍ମା ଙ୍କ ସହ ଲାଇଭ ଭି-ଡି-ଓ କରିବା ସମୟରେ ଭାରତୀୟ ସ୍ପିନର ଯୁଜେନ୍ଦ୍ର ଚହେଲଙ୍କୁ ଢୋ-ଙ୍ଗୀ ବୋଲି ସମ୍ବୋଧନ କରିଥିଲେ ଯୁବରଜ ସିଂ ଯାହା ଏକ ଜା-ତି-ଆ-ଣ- ମ-ନ୍ତ-ବ୍ୟ ଅଟେ । ଏହା ବି-ରୁ-ଦ୍ଧ-ରେ- ମା-ମ-ଲା ରୁ-ଜୁ ହେବା ପରେ ଯୁବରାଜ ସିଂ ଙ୍କୁ ଗି-ର-ଫ କରା ଯାଇଛି । ଗତ ବରଷ ଏ ନେଇ ଏକ ମା-ଲା- ରୁ-ଜୁ କରା ଯାଇଥିଲା । ତେବେ ଏହାକୁ ନେଇ ଜଣେ ସା-ମା-ଜି-କ କର୍ମୀ ରଜତ କାଲସନ ହରିୟାନାରେ ଏକ ମା-ମ-ଲା- ରୁ-ଜୁ କରିଥିଲେ ।

ଅନୁସୂଚିତ ଜାତି ଆ-ପି-ସି ଆ-କ୍ଟ ଆଧାରରେ ମା-ମ-ଲା ରୁ-ଜୁ କରାଯିବା ପରେ ତ-ଦ-ନ୍ତ ପାଇଁ ହିସାର ରେ ପହଞ୍ଚି ଥିଲେ ଯୁବରଜା ସିଂ । ଏହା ପରେ ତାଙ୍କୁ ଗି-ର-ଫ କରାଯାଇ ପଚରାଉଚରା କରା ଯାଇଥିଲା । ତେବେ ହା-ଇ-କୋ-ର୍ଟ-ରୁ ଅ-ନ୍ତ-ରୀ-ଣ ଜାମିନ ଆଣି ଥିବାରୁ ତାଙ୍କୁ କିଛି ସମୟ ପଚରାଉଚରା ପରେ ଛାଡି ଦିଆ ଯାଇଥିଲା । ସୂଚନା ଯୋଗ୍ୟ ଯେ ପ୍ରଥମ ଲ-କ ଡା-ଉ-ନ ସମୟରେ ରୋହିତ ଶର୍ମାଙ୍କ ସହ ଇଂଷ୍ଟାଗ୍ରାମ ଲା-ଇ-ଭ ସମୟରେ ଚହେଲଙ୍କୁ ନେଇ ଜା-ତି-ଆ-ଣ ମ-ନ୍ତ-ବ୍ୟ ଦେଇଥିଲେ ଯୁବରାଜ ସିଂ । ଏହା ପରେ ସେ କ୍ଷ-ମା ମା-ଗି-ଥି-ଲେ ମଧ୍ୟ ମା-ମ-ଲା ରୁ-ଜୁ ହେବା ପରେ ତାଙ୍କୁ ଆ-ରେ-ଷ୍ଟ କରା ଯାଇଥିଲା ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *