ଟିଭି ସୋ “Uttaran” ରେ ଅଭିନୟ କରିଥିବା ଦୁଇ ଶିଶୁ କଳାକାର ଦୀର୍ଘ 12 ବର୍ଷ ପରେ ଦେଖା ଯାଉଛନ୍ତି ଏମିତି

ଆପଣ ମାନେ ଟିଭି ରେ ପ୍ରସାରିତ ହେଉଥିବା ଅନେକ ସିରିଏଲ ଦେଖିବାକୁ ପାଇଥିବେ । ଯାହାର ଅଲଗା ଅଲଗା କାହାଣୀ ରହିଛି । ଯାହା ଦ୍ଵାରା ଦର୍ଶକ ମାନେ ଅଲଗା ଅଲଗା ମାଧ୍ୟମରେ ଏଞ୍ଜଏ କରିଛନ୍ତି । ସେହି ସବୁ ସିରିଏଲ ଗୁଡିକ ମଧ୍ୟରୁ “ଉତ୍ତରନ” ଥିଲା ଅନ୍ୟତମ । “ଉତ୍ତରନ” ସିରିଏଲ ଟି ୨୦୦୮ରୁ ଆରମ୍ଭ ହୋଇ ୨୦୧୫ରେ କଲର୍ସ ଚ୍ୟାନେଲରେ ପ୍ରସାରିତ ହୋଇଥିଲା । ଏହି ସିରିଏଲରେ ପ୍ରାୟ ୧୦୫୭୯ ଏପିଶୋଡ ରହିଥିଲା ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥିଲା । ଏହି ସିରିଏଲରେ ଅଭିନୟ କରିଥିବା ଦୁଇ ଅଭିନେତ୍ରୀ ଯିଏ ଅଲଗା ଅଲଗା ଘରର ପରିବେଶରେ ବଢିଥିଲେ ।

ଏହି ସିରିଏଲରେ ଅଭିନୟ କରିଥିବା କଳାକାର ମାନେ ବେଶ ଚର୍ଚ୍ଚା ରେ ରହିଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଶିଶୁ କଳାକାର ଥିଲେ ଯିଏ ଇଚ୍ଛା ଓ ତପସ୍ୟା ଚରିତ୍ରରେ ଅଭିନୟ କରିଥିଲେ । ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥିଲା । ଆଜିକୁ ପ୍ରାୟ ୧୨ ବର୍ଷ ହେବ ଏହି ସିରିଏଲରେ ଅଭିନୟ କରିଥିବା ଶିଶୁ କଳାକାର ମାନେ ବହୁତ ଚେଞ୍ଜ ହୋଇ ସାରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଦୁଇ ଶିଶୁ କଳାକାରଙ୍କ ମାନେ ଦେଖିବାକୁ କେମିତି ଓ ତାଙ୍କର ଲାଇଫ ଷ୍ଟାଇଲ କେମିତି ରହିଛି ତାହା କହିବାକୁ ଯାଉଛୁ ।

ଏହି ସିରିଏଲରେ ତପସ୍ୟା ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାରର ପ୍ରକୃତ ନାଁ ହେଉଛି ଈଶିତା ପାଞ୍ଚାଲ ଯାହାଙ୍କର ଜନ୍ମ ଡିସେମ୍ବର ୧ ୧୯୫୮ ମୁମ୍ବାଇର ମହାରାଷ୍ଟ୍ରରେ ହୋଇଥିଲା । ଈଶିତା ୨୦୦୭ରେ ସିରିଏଲ “ଅମ୍ବାଧାରା” ରେ ଛୋଟ ପରଦାରେ ନିଜର ପ୍ରଥମ ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ଏହା ପରେ ଇସିତାଙ୍କୁ ମାତ୍ରା ୧୦ ବର୍ଷ ବୟସରେ ଉତ୍ତରନ ସିରିଏଲରେ ଅଭିନୟ କରିବାର ମୌକା ମିଳିଲା ଯାହା ପାଇଁ ସେ ଏତେ ଫ୍ୟାମ୍ସ ହୋଇଗଲେ ଯେ “ଏକ ବିବାହ ଏସେ ଭି” ଫିଲ୍ମରେ ଅଭିନୟ କରିବାର ମୌକା ମିଳିଲା ।

ଏହା ପରେ ଇଚ୍ଛା ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାରର ପ୍ରକୃତ ନାଁ ହେଉଛି ସ୍ପର୍ଶ ଖାନ ଚନ୍ଦା ୨୦୦୦ ମସିହା ୧୧ ଅକ୍ଟୋବରରେ ମୁମ୍ବାଇର ଉଲ୍ଲାସ ନଗରରେ ହୋଇଥିଲା । ସେ ୨୦୧୦ରେ ଆସିଥିବା ଫିଲ୍ମ “ରେଡ ଅଲର୍ଟ ଦ ୱାର୍ଲ୍ଡ”ରେ ଅଭିନୟ କରିଥିଲେ । ଏହା ପରେ ତାଙ୍କୁ “ଦିଲ ମିଲ ଗୟେ” ସୋ ରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ସେ ଛୋଟ ପରଦା ଠାରୁ ଆରମ୍ଭ କରି ବଲିଉଡ ଓ ହଲିଉଡ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥିଲା ।

ବର୍ତ୍ତମାନ ଇସିତା ୨୧ ବର୍ଷର ହୋଇଥିବା ବେଳେ ସ୍ପର୍ଶ ଖାନ ୧୯ ବର୍ଷର ହୋଇଛନ୍ତି । ଦୁହେଁ ଦେଖିବାକୁ ବହୁତ ଗରଜେସ ଲାଗିବା ସହ ନଟଖଟ ଓ ଚୁଲବୁଲ ଅଟନ୍ତି । ଈଶିତା ପାଞ୍ଚାଳ ଅଭିନୟ ଦୁନିଆରୁ ବିରାମ ନେଇଥିଲେ ମହଦୀ ସ୍ପର୍ଶ ଖାନ ଅନେକ ଫିଲ୍ମ ଓ ସିରିଏଲରେ ଅଭିନୟ ଜାରି ରଖିଛନ୍ତି । ସ୍ପର୍ଶ ଖାନ ୨୦୧୮ରେ ହିଚକି ଫିଲ୍ମରେ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ସହ ଅଭିନୟ ଅକରିବାର ନଜର ଆସିଥିଲେ ।

ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *