ଝଗଡା କରିବାରେ ସବୁଠୁ ଆଗରେ ଥାନ୍ତି ଏହି ୩ ନାମର ମହିଳାମାନେ- Jyotisha Shastra

ଆପଣ ସମସ୍ତେ ଜାଣିଛନ୍ତି କି ଏହି ଦୁନିଆରେ ସମସ୍ତଙ୍କର ସ୍ଵଭାବ ଅନ୍ୟ ଜଣଙ୍କ ଠାରୁ ଭିନ୍ନ ହୋଇଥାଏ । କେହି ଶାନ୍ତ ସ୍ଵଭାବର ହୋଇଥାଏ ତ କେହି ବହୁତ ରାଗି ହୋଇଥାଏ । କାହାର ମୁଣ୍ଡ କମ୍ପୁଟର ଭଳି କାମ କରିଥାଏ ତ କାହାର ମୁଣ୍ଡ କାମ ହିଁ କରେ ନାହିଁ । କହିବାକୁ ଗଲେ ବ୍ୟକ୍ତି ମଧ୍ୟରେ ସବୁ ଭଲ ଗୁଣ କିମ୍ବା ଖରାପ ଗୁଣ ଓ ପ୍ରତିଭା ଇତ୍ୟାଦି ସବୁ ପିଲାଦିନୁ ହିଁ ଦେଖାଯାଏ । ପ୍ରାୟତଃ ମାମଲାରେ କୌଣସି ବ୍ୟକ୍ତିର ସ୍ଵଭାବ ତାହାର ରାଶି ଅନୁସାରେ ଜନ୍ମ ହେଉ ହେଉ ଠିକ ହୋଇଯାଏ ।

ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ କିଛି ଏମିତି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଅନ୍ୟ ବ୍ୟକ୍ତିଙ୍କ ସହ ଝଗଡା କରିବାରେ ମାହିର ହୋଇଥାନ୍ତି ।

G ନାମ ବାଲା ମହିଳାମାନେ

ଏହି ନାମର ମହିଳାମାନେ କେବେ ବି କାହାକୁ ଭୟ କରନ୍ତି ନାହିଁ । ଯେତେବେଳେ ବି ଏମାନଙ୍କୁ କୌଣସି କଥା ଓ କାମ ପସନ୍ଦ ଆସେ ନାହିଁ ତେବେ ଏମାନେ ସମସ୍ତଙ୍କ ସାମ୍ନାରେ ମୁହଁ ଉପରେ ସେହି ବ୍ୟକ୍ତିକୁ କହି ଦିଅନ୍ତି ଯିଏ ଏହିଭଳି କାମ କରିଥାଏ । ବିରୋଧ କରୁଥିବା ବ୍ୟକ୍ତି ସହ ବି ଏମାନେ ଭିଡି ଯାଆନ୍ତି । ଏମାନଙ୍କ ସହ ଝଗଡା କରୁଥିବା ଲୋକମାନଙ୍କର ସବୁବେଳେ ପରାଜୟ ହୋଇଥାଏ । କେବଳ କଥାରେ ନୁହେଁ ହାତ ଓ ଗୋଡରେ ଲଢିବାରେ ଓ ଜିତିବାରେ ବି ମାହିର ହୋଇଥାନ୍ତି ।

K ନାମ ବାଲା ମହିଳାମାନେ

ଏହି ନାମର ମହିଳାମାନେ ଝଗଡା କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି । ଶାନ୍ତିରେ ରହିବା ଏମାନଙ୍କୁ ଗୁଣ ନୁହେଁ । ଏମାନଙ୍କ ଝଗଡା ବିଷୟରେ ପୁରା ସାହି ଲୋକ ଜାଣି ପାରନ୍ତି । ଏହି ମହିଳାଙ୍କ ଭିତରେ ଧର୍ଯ୍ୟ ଶକ୍ତି କମ ଥାଏ । ସେଥିପାଇଁ ଏମାନଙ୍କୁ ବହୁତ ଜଲ୍ଦି ରାଗ ଆସିଯାଏ । ଏମାନେ ଯେତେବେଳେ ରାଗି ଯାଆନ୍ତି ତେବେ ବହୁତ ଭୟଙ୍କର ହୋଇ ଯାଆନ୍ତି । ଏମାନଙ୍କର ପାଟି ଏତେ ଚାଲିଥାଏ କି ସାମ୍ନାରେ ଥିବା ବ୍ୟକ୍ତି ଲଜ୍ଜିତ ହୋଇଯାଆନ୍ତି ।

S ନାମ ବାଲା ମହିଳାମାନେ

ଏହି ନାମର ମହିଳାମାନେ ସବୁ କ୍ଷେତ୍ରରେ ନିଜର ନାଁ କରନ୍ତି । ଏମାନେ ଯେତିକି ହସମୁଖ ଓ ସମସ୍ତଙ୍କ ସହ ମିଶି ଯାଆନ୍ତି ସମୟ ଆସିଲେ ସେତିକି ହିଁ ଭୟଙ୍କର ହୋଇ ଯାଆନ୍ତି । ଏମାନେ ସାମ୍ନାରେ ଥିବା ବ୍ୟକ୍ତିର ବ୍ୟବହାର ଦେଖି ତାହା ସହିତ ସେହିଭଳି ବ୍ୟବହାର କରନ୍ତି । ଏମାନଙ୍କୁ ଯଦି କେହି ଖରାପ କହିଦିଏ ତେବେ ଏମାନେ ସଙ୍ଗେ ସଙ୍ଗେ ରାଗି ଯାଆନ୍ତି ଓ ତାକୁ ସେହି ସ୍ଥାନରେ ଉଚିତ ଶିକ୍ଷା ଶିଖାଇ ଦିଅନ୍ତି । ଏହି ନାମର ମହିଳାମାନଙ୍କର ଦୁଇଟି ପର୍ସନାଲିଟି ହୋଇଥାଏ । ଗୋଟିଏ ହେଉଛି ଭଲ ଓ ସରଲ ମହିଳା ଏବଂ ଅନ୍ୟଟି ରାଗୁଥିବା ମହିଳା ।

Leave a Reply

Your email address will not be published. Required fields are marked *