ପୋ-ଲି-ସ ମମିତା ମେହର ମ-ର୍ଡ-ର କେ-ସରେ ମୁଖ୍ୟ ଆ-ରୋ-ପି ଗୋବିନ୍ଦ ସାହୁକୁ ତ ଗ-ରି-ଫ କରିସାରିଛି । ଏହା ସହିତ ଜେସିବି ଡ୍ରାଇଭର ପୁଷ୍କର ଭୋଇ ଓ ମୁନସି ଗୁପ୍ତେଶ୍ଵର ତାଣ୍ଡିକୁ ରା-ଜ-ଶା-ଖୀ କରି ଛାଡି ଦେଇଛି । କିନ୍ତୁ ଏହି ମ-ର୍ଡ-ର କେ-ସରେ ମୁଖ୍ୟ ଆ-ରୋ-ପି ଗୋବିନ୍ଦ ସାହୁକୁ ସହଯୋଗ କରିଥିବା ସ-ନ୍ଦେ-ହ-ରେ ପୋ-ଲି-ସ ଗୋବିନ୍ଦର ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀକୁ ଗି-ର-ଫ କରି ଜେ-ଲ ପଠାଇ ଦେଇଛି ।
କହିବାକୁ ଗଲେ ସୂଚନା ଅନୁସାରେ ଗୋବିନ୍ଦ ସାହୁ ଦିନ ୧୧ ଟାରେ ମମିତାର ମ-ର୍ଡ-ର କରିବା ପରେ କାରରେ ଶ-ବ ରଖି କାର ସହ ନିଜେ ଘରକୁ ଆସିଥିଲା ଓ ସେହି ସମୟରେ ସେ ନିଜର ଡ୍ରାଇଭରକୁ ଘରର ପଛ ଗେଟ ଖୋଲା ରଖିବା ପାଇଁ ବି କହିଥିଲା ।
ପୋ-ଲି-ସ ସ-ନ୍ଦେ-ହ କରୁଛି କି ଡ୍ରାଇଭର ଏହି ହ-ତ୍ୟା କା-ଣ୍ଡ ବିଷୟରେ ସେହି ସମୟରେ ଜାଣି ପାରିଲା ନା ହିଁ କେମିତି । ପୋ-ଲି-ସ ସ-ନ୍ଦେ-ହ କରୁଛି କି ଏହି ଶ-ବ-କୁ ପୋଡିବାରେ ଡ୍ରାଇଭର ଗୋବିନ୍ଦର ସାହାର୍ଯ୍ୟ କରିଦେବ । ଏହି ସନ୍ଦେହରେ ପୋ-ଲି-ସ ଡ୍ରାଇଭରକୁ ଉଠାଇଛି । ଅନ୍ୟ ପଟେ ଯେତେବେଳେ ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀର ପତ୍ନୀଙ୍କୁ ଏହା ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କାନ୍ଦି କାନ୍ଦି କହିଲେ କି ଏଥିରେ ମୋ ସ୍ଵାମୀର କିଛି ଦୋ-ଷ ନାହିଁ ତାଙ୍କୁ ଫ-ସା-ଇ ଦିଆ ଯାଇଛି ।
ରାଧେଙ୍କ ସ୍ତ୍ରୀ କହିଲେ କି ଗୋବିନ୍ଦ ସାହୁ ନିଜେ କରିଛି, କିନ୍ତୁ ସେ ମୋ ସ୍ଵାମୀକୁ ଫ-ସେ-ଇ ଦେଇଛନ୍ତି । କଣ ଘଟିଛି ମୋ ସ୍ଵାମୀ କିଛି ଜାଣି ନାହାନ୍ତି । ମୁଁ ଆଜି ଜାଣି ପାରିଲି କି ଏହି କେ-ସ ବିଷୟରେ । ମୋ ସ୍ଵାମୀକୁ ପୋ-ଲି-ସ ବାଲା ଉଠାଇ ନେଇ ଗଲେ । ମୁଁ କାହାକୁ କଣ କହିବି । ମୋ ସ୍ଵାମୀ ଗୋବିନ୍ଦଙ୍କ ପାଇଁ ୩ ମାସ ହେବ କାମ କରୁଥିଲେ । କିନ୍ତୁ ସେମାନେ କହୁଛନ୍ତି ୬ ବର୍ଷ । ଏହା କେମିତି ସମ୍ଭବ ।
ମାତ୍ର ୩ ମାସ ହୋଇଛି । ସେ ମୋତେ କହିଥିଲେ କି ମୁଁ ମା-ଲି-କ-ର ଗାଡି ଡ୍ରାଇଭିଙ୍ଗ କରୁଛି । କିନ୍ତୁ କିଛି ଦିନ ପରେ ଡ୍ରାଇଭିଙ୍ଗ ନ କରି ତାଙ୍କୁ ଘରର କାମ କରିବା ପାଇଁ କୁହାଗଲା । ଶେଷରେ ଗୋବିନ୍ଦ ମୋ ସ୍ଵାମୀକୁ ଫ-ସା-ଇ ଦେଲା । ସେ ନିଜେ ତାର ତ-ଣ୍ଟି ଚିପିଛି ଓ ସେହି ସମୟରେ ମୋ ସ୍ଵାମୀ ଗା-ଡି ଚଲାଉ ନ ଥିଲେ ତେବେ କେମିତି ପୋ-ଲି-ସ ମୋର ସ୍ଵାମୀକୁ ନେଇ ଗଲେ ।