Mamita ଙ୍କୁ ପୋଡିବା ପରେ ସେଠାରେ ଠିଆ ହୋଇ ଦେଖୁଥିଲା Govinda, ଆଉ ତା ପରେ କଣ କରିଛି ଦେଖନ୍ତୁ Video

କହିବାକୁ ଗଲେ ଆଜି ଭୋର ୪ ଟା ସମୟରେ ପୋ-ଲି-ସ ମମିତା ମେହର କେ-ସରେ ମୁଖ୍ୟ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁକୁ ଷ୍ଟାଡିୟମ ମଧ୍ୟରେ ନେଇ କ୍ରା-ଇ-ମ ସିନକୁ ରି କ୍ରିଏସନ କରିଛନ୍ତି । ଯାହାର କି କିଛି ଦୃଶ୍ୟ ବର୍ତ୍ତମାନ ସାମ୍ନାକୁ ଆସୁଛି । କହିବାକୁ ଗଲେ ଏହି ଦୃଶ୍ୟରେ ଦେଖି ପାରିବେ କି ଯେଉଁଠି ଗା-ତ ଖୋ-ଲା ଯାଇ ଥିଲା ସେହି ସ୍ଥାନରେ ପୋ-ଲି-ସର ବରିଷ୍ଠ ଅଧିକାରୀ ଓ ଅ-ଭି-ଯୁ-କ୍ତ ଗୋବିନ୍ଦ ସାହୁ ଛିଡା ହୋଇଛନ୍ତି ।

ପୋ-ଲି-ସ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି ଓ ଗୋବିନ୍ଦ ସାହୁ ତାର ଉତ୍ତର ଦେଇ ଚାଲିଛି । ଗୋବିନ୍ଦ ସାହୁ କଣ ସବୁ କରିଥିଲା ପୋ-ଲି-ସ ଆଗରେ ସବୁ ଗୋଟି ଗୋଟି କରି କହୁଛି ।

କହିଦେଉଛୁ କି ଏହା ହେଉଛି ପୋ-ଲି-ସର ଶେଷ ଯାଞ୍ଚ, ଏହା ପରେ ପୋ-ଲି-ସ ଫାଇନାଲ ରି-ପୋ-ର୍ଟ ସମସ୍ତନାକ ଆଗରେ ରଖିବ । ପୋ-ଲି-ସ ପ୍ରଥମେ ପ୍ରଶ୍ନ କରିଲେ କି ଗାଡି କେଉଁ ସ୍ଥାନରେ ଥିଲା । ଏହାର ଜବାବରେ ଗୋବିନ୍ଦ ସାହୁ କହିଲା କି ଗାଡି ଘରର ବାରି ପଛ ପଟେ ଥିଲା । ରାତି ୮ ଟା ରୁ ୯ ଟା ଭିତରେ ଷ୍ଟାଡିୟମ ଭିତରକୁ ଗାଡିକୁ ନେଇ ଆସିଲି । ଗାଡିରୁ ଶ-ବ ବାହାର କରି ଏଠି ପକାଇ ଦେଲି ।

କିଛି ଝଟି କୁଟି କାଠ, ଟାୟାର ଦ୍ଵାରା ସେଥିରେ ନି-ଆଁ ଲଗାଇ ଦେଲି । ଶ-ବ ଜଲିଳା । ପୋ-ଲି-ସ ଯେତେବେଳେ ମମିତାର ବ୍ୟାଗ, ମୋବାଇଲ ଓ ପର୍ସନାଲ ଜିନିଷ ବିଷୟରେ ପ୍ରଶ୍ନ କରିଲେ ତେବେ ସେ କହିଲା କି ସେ ସବୁ ଜିନିଷ ସେହି ସ୍ଥାନରେ ଫୋ-ପା-ଡି ଦେଇଛି । ସବୁ ପକାଇ ସାରିବା ପରେ ମୁଁ ନିଆଁ ଲଗାଇଌ । ଗୋବିନ୍ଦ ଅନୁସାରେ କାଠ ଗୁଡିକ ସେହି ପାଖରେ ଥିଲା ।

ଗହଣା, ମୋବାଇଲ ଫୋନ ବ୍ୟାଗ ସବୁ ସେଠି ଫୋ-ପା-ଡି ଦେଲି । ଯେତେବେଳେ ପୋ-ଲି-ସ ପ୍ରଶ୍ନ କରିଲେ କି ପୁରା ଜାଲିଗଲା ପରେ ତୁମେ ଗଲ ? ଏହାର ଜବାବରେ ଗୋବିନ୍ଦ ସାହୁ କହିଲା କି ୧୦ ୧୫ ମିନିଟ ଛିଡା ହେଲି ତା ପରେ ମୁଁ ଗଲି । କହିବାକୁ ଗଲେ ପୋ-ଲି-ସ ଗୋବିନ୍ଦକୁ ସେହି ଦିନର ଘଟଣା ବିଷୟରେ ଗୋଟି ଗୋଟି କରି ପ୍ରଶ୍ନ କରିଲେ ଓ ଗୋବିନ୍ଦ ସାହୁ ବି ସବୁ ପ୍ରଶ୍ନର ଉତ୍ତର ବି ଦେଲା ।

Leave a Reply

Your email address will not be published. Required fields are marked *