ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆମର ନୀତି ଦିନିଆ ଖାଦ୍ୟରେ ଆମେ ପିଆଜ ବ୍ୟବହାର କରିଥାଉ । ପିଆଜ କଞ୍ଚା ଖାଇବା ଠାରୁ ଆରମ୍ଭ କରି ମସାଲା ରେ ମଧ୍ୟ ବ୍ୟବହାର କରାଯାଏ । ପିଆଜ ଖାଇବାରେ ପ୍ରୟୋଗ ନ କରିଲେ କିଛି ସ୍ଵାଦ ଜଣାପଡେ ନାହି । କିନ୍ତୁ ବର୍ତ୍ତମାନର ବଡ ଖବର ଅନୁଯାୟୀ ଆମେରିକାରେ ପିଆଜକୁ ନେଇ ଆ-ତ-ଙ୍କ ସୃଷ୍ଟି ହୋଇଛି । କାରଣ ପିଆଜ ଖାଇଲେ ଆମେରିକାରେ ଏକ ଭ-ୟ-ଙ୍କ-ର ରୋ-ଗ ବ୍ୟା-ପି-ବା-ରେ ଲାଗିଛି ।
ଆମେରିକାରେ ପିଆଜ ଖାଇ ପେଟ ରୋ-ଗ-ରେ ପୀ-ଡି-ତ ହୋଇଛନ୍ତି ଶତାଧିକ ଲୋକ ଏମାନେ । ଅନେକ ଲୋକ ମାନେ ପିଆଜ ଖାଇ ଗୁ-ରୁ-ତ-ର ଅବସ୍ଥାରେ ହସପିଟାଲରେ ଆ-ଡ-ମି-ସ-ନ ହୋଇଛନ୍ତି । କିଛି ଲୋକଙ୍କ ଅବସ୍ଥା ଏତେ ଗୁ-ରୁ-ତ-ର ହୋଇ ପଡିଛି ଯେ ଡାକ୍ତର ମାନେ ମଧ୍ୟ ଚି-ନ୍ତା ପ୍ରକାଶ କରିଛନ୍ତି । ଆମେରିକାର ୩୭ ଟି ରାଜ୍ୟରେ ସଲମୋନେଲିଆ ନାମକ ନୂତନ ରୋ-ଗ ବ୍ୟାପିବା ଆରମ୍ଭ ହୋଇଛି । ବିଶେଷ କରି ଟେ-କ-ସା-ସ ଓ ଓକାଲ ହୋମା ସହରରେ ସର୍ବାଧିକ ଲୋକ ମାନେ ଏହି ନୂଆ ରୋଗରେ ଆ-କ୍ରା-ନ୍ତ ହୋଇଥିବା ସୂଚନା ମିଳିଛି ।
ଏହାର ସୂଚନା ଦେଇଛି ଆମେରିକାର ରୋ-ଗ ନି-ୟ-ନ୍ତ୍ର-ଣ ଓ ଶି-ଡି-ସି । ଏବେ ଆସନ୍ତୁ ଜଣାଇବା ଏହି ସରଳିମନା ରୋଗ କଣ ଓ ଏହା କିପରି ଭାବେ ବ୍ୟାପିଥାଏ । ସରଲାମନା ରୋଗ ହେଉଛି ଏକ ପେଟ ରୋଗାକାରୀ ସୃଷ୍ଟି ହେଉଥିବା ଅନୁଜୀବ । ସାଧାରଣତ ଏହି ବ୍ୟାକ୍ଟେରିୟା ଗ୍ଯାଷ୍ଟୋ ନୋମିକାଲ ରୋଗ ସୃଷ୍ଟି କରିଥାଏ । ବିଶେଷ କରି ସଲମୋନେଲିଆ ଜୀବାଣୁ ଦ୍ଵାରା ଆ-କ୍ରା-ନ୍ତ- ହୋଇଥିବା ଲୋକଙ୍କ ଠାରେ ଡାଇରିଆ, ଜ୍ଵର ଓ ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖା ଯାଉଛି । ପିଆଜା ଖାଇବାର ୬ ଘଣ୍ଟା ପରେ ଯେ କୌଣସି ସମୟରେ ଏହି ସବୁ ଲକ୍ଷଣ ଦେଖାଯାଏ ବୋଲି ଆମେରିକାର ସେଣ୍ଟର ଫର ଡିଜିଜୀ କଣ୍ଟ୍ରୋଲ ରୁ ଜଣା ପଡିଛି ।
ପିଆଜ ସଂପୂର୍ଣ୍ଣ ଧଳା, ଲାଲ ଓ ହଳଦିଆ ରଙ୍ଗର ଅଧିକ ଖାଇଲେ ଏହି ରୋ-ଗ ଅଧିକ ମାତ୍ରା ରେ ବ୍ୟାପିବାରେ ଲାଗିଛି । ଏଥିପାଇଁ ପ୍ୟାକେଜିଙ୍ଗ ନ ଲାଗିଥିବା ପିଆଜ ନ କିଣିବା ପାଇଁ ଆମେରିକାର ଜନ ସାଧାରଣଙ୍କୁ ପରାମର୍ଶ ଦିଆ ଯାଉଛି । ଯେଉଁ ଲୋକ ମାନେ ପିଆଜ କିଣିକି ଘରେ ରଖିଛନ୍ତି ତାହା ତୁ-ର-ନ୍ତ ଫୋପାଡିବା ସହ ପିଆଜ ରଖିଥିବା ଜାଗା ଓ ଚଟାଣକୁ ସଫା କରିବାକୁ ପରାମର୍ଶ ଦିଆ ଯାଇଛି । ବିଶେଷ କରି ଚିହୁଆୱା ଓ ମେକ୍ସିକୋରୁ ଆମଦାନୀ ହେଉଥିବା ପ୍ରୋଶଶ ନାମକ କମ୍ପାନୀ ର ପିଆଜ ଏହି ରୋଗର ମୁଖ୍ୟ କାରଣ ବୋଲି ଜଣା ପଡିଛି ।
ପିଆଜ ଖାଇ ଲୋକ ମାନେ ହ-ସ୍ପି-ଟା-ଳ-ରେ- ଗୁ-ର-ତ-ର ଭାବେ -ଚି-କି-ତ୍ସି-ତ ହେଉଥିଲେ ମଧ୍ୟ ଏ ଯାଏଁ କାହାରି ମୃ-ତ୍ୟୁ ଘଟି ନାହି ବୋଲି ସୂଚନା ମିଳିଛି । ତେବେ ଅସୁସ୍ଥଙ୍କ ମଧ୍ୟରୁ ୭୫ ପ୍ରତିଶତ ଲୋକ କଞ୍ଚା ପିଆଜ ବା ସେଥିରୁ ପ୍ରସ୍ତୁତ ଖାଦ୍ୟ ଖାଇ ଆ-କା-ର-ନ୍ତ ହୋଇଛନ୍ତି ବୋଲି ସ୍ପଷ୍ଟ ହୋଇଛି । ଗତ ଅଗଷ୍ଟ ଓ ସେପ୍ଟେମ୍ବ ମାସରେ ଏହି ରୋ-ଗ ବୃଦ୍ଧି ପାଇଥିବା ବେଳେ ଆଗକୁ ଆ-କ୍ରା-ନ୍ତ-ଙ୍କ ସଂଖ୍ୟା ବଢିପାରେ ବୋଲି ଶି-ଡି-ସି କହିଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।