ଆଜିକାଲି ଅନେକ ଲୋକଙ୍କ ଠାରେ ମୁଣ୍ଡ ବିନ୍ଧା ସମସ୍ଯା ଅଧିକ ଦେଖା ଯାଉଛି । ଏଥିପାଇଁ ଅନେକ ଲୋକ ଏମାନେ ଔଷଧର ସେବନ କରିଥାନ୍ତି । ଯାହା କିଛି କ୍ଷଣ ପାଇଁ ମୁଣ୍ଡ ବିନ୍ଧା ଦୂର କରିଥାଏ । କିନ୍ତୁ ପରେ ଏହା ଅଧିକ ସମସ୍ଯା ସୃଷ୍ଟି କରିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଆୟୁର୍ବଦିକ ଉପଚାର ନେଇ ଆସିଛୁ ଯାହା ଦ୍ଵାରା ମୁଣ୍ଡ ବିନ୍ଧା ସମସ୍ୟାରୁ ମୁକ୍ତି ପାଇ ପାରିବେ । ଏହା ଏକ ଚମତ୍କାରୀ ଘରୋଇ ଉପାୟ ଅଟେ ଯାହାର ପ୍ରୟୋଗ ବହୁ ପୁରାତନ କାଳରୁ କରା ଯାଉଛି । ତେବେ ଆସନ୍ତୁ ଜଣାଇବା ସେହି ରେମେଡିର ତିଆରି କିପରି କରାଯିବ ।
ମୁଣ୍ଡ ବିନ୍ଧା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ପ୍ରକାର ଚାହା ତିଆରି କରିବାକୁ ପଡିବ ଯାହା ଆଜି ଆମେ ଅପାନ ମାନଙ୍କୁ କହିବାକୁ ଯାଉଛୁ । ଏଥିପାଇଁ ଆପଣ ଦେଢ ଗ୍ଳାସ ପାଣିରେ ଏକ ଚାମଚ ଚିନୀ ବା ମିଶ୍ରି ପକାନ୍ତୁ । ଏହା ପରେ ଆବଶ୍ୟକ ରହିଛି ତେଜପତ୍ର ଯାହା ଦ୍ଵାରା ଏମତିକି ଗୁଣ ରହିଥାଏ ଯାହା ମୁଣ୍ଡ ବିନ୍ଧା ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ଏହା ପରେ ଅଦା ଏହି ପାଣିରେ ପକାନ୍ତୁ । ଅଣ୍ଡା ଆମ ଶରୀର ପାଇଁ ହିତକର ହୋଇଥାଏ । ଅଦା ଖାଇବା ଦ୍ଵାରା ଥଣ୍ଡା, କାସ ବା କଫ ଆଦି ସମସ୍ଯା ଦୂର କରିଥାଏ ।
ଏଥିରେ ଅଧା ଚାମଚ ଚାହାପତି ପକାନ୍ତୁ । ଏହା ପରେ ମୁଖ୍ୟ ସାମଗ୍ରୀ ର ଅବଶ୍ୟକତା ରହିଛି ତାହା ହେଉଛି ଅର୍ଣ୍ଣପୂର୍ଣ୍ଣ ପତ୍ର ଯାହା ଆପଣଙ୍କୁ ଆପଣଙ୍କ ଘରୁ ମିଳି ପାରିବ । ଏହି ପତ୍ର କୁ ଚାହା ବା ଖିରୀ ରେ ଅଧିକ ବ୍ୟବହାର କରା ଯାଇଥାଏ । ଏହି ପାତ୍ର ଚାହାର ସ୍ଵାଦକୁ ଅଧିକ ଗୁଣା ବୃଦ୍ଧି କରିଥାଏ । ଏଥିରେ ଥିବା ପୋଷାକ ତତ୍ତ୍ଵ ମୁଣ୍ଡ ବିନ୍ଧା ସମସ୍ଯାରୁ ମୁକ୍ତି କରିବାରେ ସହାୟକ ହୋଇଥାଏ । ଅର୍ଣ୍ଣପୂର୍ଣ୍ଣା ପତ୍ର କୁ ଛୋଟ ଛୋଟ ଖଣ୍ଡ କରି ଏହି ପାଣିରେ ପକାନ୍ତୁ । ଏହା ପରେ ଏହି ପାଣିକୁ ଦୁଇ ରୁ ତିନି ମିନିଟ ଯାଏଁ ଭଲ ଭାବେ ଫୁଟନ୍ତୁ ।
ଏହା ପରେ ଅନ୍ୟ ଏକା ପାତ୍ର କୁ ପାଣିକୁ ଛାଣି ଦିଅନ୍ତୁ । ଏହା ପରେ ଏଥିରେ ଫଳେ ଲେମ୍ବୁ ପକାନ୍ତୁ । କାରଣ ପିତାଜ ବା ମୁଣ୍ଡ ବିନ୍ଧା ସମସ୍ୟା କୁ ଦୂର କରିବା ପାଇଁ ଲେମ୍ବୁ ର ପ୍ରୟୋଗ ନିହାତି ଆବଶ୍ୟକ ହୋଇଥାଏ । ଯଦି ଭୟଙ୍କର ମୁଣ୍ଡ ବିନ୍ଧା ବା ପୁରୁଣା ରୁ ପୁରୁଣା ମୁଣ୍ଡ ବିନ୍ଧା ସମସ୍ୟା ଦୂର ତୁରନ୍ତ ହୋଇଯିବ । ଏହି ରେମେଡି କୁ ଆପଣ ମାନେ ଅତି ସହଜରେ ତିଆରି କରି ପାରିବେ । ଏହାକୁ ପ୍ରତି ଦିନ ଆପଣ ୩ ଥର ସେବନ କରି ପାରିବେ । ଯେଉଁ ସମୟରେ ଆପଣଙ୍କର ମୁଣ୍ଡ ବିନ୍ଧା ସମସ୍ଯା ଅଧିକ ହେଉଥିବ ଆପଣ ଏହାର ପ୍ରୟୋଗ କରିବା ଦ୍ଵାରା ତୁରନ୍ତ ଏଥିରୁ ଉପସମ ମିଳିବ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।