Interesting GK Questions – କେଉଁ ଗଛ ମୂଳେ ଶୋଇଲେ ମଣିଷର ମୃ-ତ୍ୟୁ ହୋଇପାରେ ?

ଆପଣ ଜାଣିଥିବେ ଇଣ୍ଟରବିୟୁରେ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଏ । କିଛି ପ୍ରଶ୍ନ ଏମିତି ରହିଛି ଯାହା ବହୁତ ସହଜ ହୋଇଥିବା ବେଳେ ଅନ୍ୟ କିଛି ପ୍ରଶ୍ନ କଷ୍ଟକର ହୋଇଥାଏ । ତେବେ କିଛି ଲୋକ ମାନେ ଅନେକ ପ୍ରଶ୍ନର ଉତ୍ତର ଜାଣିଥିବା ବେଳେ ଆଉ କିଛି ଜାଣି ନ ଥାନ୍ତି । ତେବେ ଆଜିର ଆମର ବିଷୟ ବସ୍ତୁ ସାଧାରଣ ଜ୍ଞାନ ରହିଛି ଯାହା ପଥ ପଢୁଥିବା ପିଲା ମାନେ ଏହାକୁ ପଢି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧- ବାଘ ପୂର୍ବରୁ ବହରତର ଜାତୀୟ ପଶୁ କଣ ଥିଲା ?

ଉତ୍ତର- ସିଂହ

୨- ଭାରତର ରାଷ୍ଟ୍ରୀୟ ଆଦର୍ଶ ବାକ୍ୟ କଣ ଅଟେ ?

ଉତ୍ତର- ସତ୍ଯମେବ ଜୟତେ

୩- LED ର ପୂର୍ଣ୍ଣ ରୂପ କଣ ଅଟେ ?

ଉତ୍ତର- LIGHTING EMITTING DIODE

୪- ସମଗ୍ର ବିଶ୍ବରେ ଭାଲେନ୍ଟାଇନସ ଦିବସ କେଉଁ ଦିନ ପାଳନ କରାଯାଏ ?

ଉତ୍ତର- ଫେବୃଆରି ୧୪

୫- ଅର୍ଥ ଶାସ୍ତ୍ର କେଉଁ ବିଷୟ ଉପରେ ଲେଖା ହୋଇଥିବା ଏକ ପୁସ୍ତକ ଅଟେ ?

ଉତ୍ତର- ରାଜନୀତି

୬- କେଉଁ ସଂଘଠନ କଳିଙ୍ଗ ପୁରସ୍କାର ପ୍ରଦାନ କରିଥାଏ ?

ଉତ୍ତର- ୟୁନେସ୍କୋ

୭- କେଉଁ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ବିକ୍ରମ ସାରା ଭାଇ ପୁରସ୍କାର ପ୍ରଦାନ କରାଯାଏ ?

ଉତ୍ତର- ଅନ୍ତରିକ୍ଷ ଅନୁସନ୍ଧାନ

୮- ସାରନାଥ ସ୍ଥିତ ଅଶୋକ ସ୍ତମ୍ବର କେଉଁ ଭାଗକୁ ରାଷ୍ଟ୍ରୀୟ ପ୍ରତୀକ ରୂପେ ନିଆ ଯାଇଛି ?

ଉତ୍ତର- ଶୀର୍ଷ ଭାଗ

୯- ସାରା ବ୍ରମ୍ହାଣ୍ଡର ଚତୁପାର୍ଶ୍ଵରେ ସାମୁଦ୍ରି ଯାତ୍ରା କରିଥିବା ବିଶ୍ଵର ବ୍ୟକ୍ତି କିଏ ?

ଉତ୍ତର- ଫରଡିନାଣ୍ଡ ମ୍ୟାଗେଲାନ

୧୦- ୩୮ତମ ସମାନ୍ତର ରେଖା କେଉଁ ଦୁଇ ଦେଶ ମଧ୍ୟରେ ଅବସ୍ତିତ ଅଟେ ?

ଉତ୍ତର- ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ

୧୧- ହିନ୍ଦୁ ପୌରାଣିକ କଥା ଅନୁସାରେ ଅଗ୍ନି ଦେବତାଙ୍କର କେତେ ଗୋଟି ଗୋଡ ଅଛି ?

ଉତ୍ତର- ୩ଟି

୧୨- ଭଗବାନ ଶିବ ବ୍ରମହାଙ୍କର ଗୋଟିଏ ମୁଣ୍ଡ ତୋଳି ନେବା ପୂର୍ବରୁ ତାଙ୍କର କେତେ ଗୋଟି ମୁଣ୍ଡ ଥିଲା ?

ଉତ୍ତର- ୫ଟି

୧୩- କେଉଁ ମସିହାରେ ଇଂରେଜ ମାନେ ଭାରତର ରାଜଧାନୀକୁ କଲିକତା ଠାରୁ ଦିଲ୍ଲୀକୁ ଉଠାଇ ଆଣିଥିଲେ ?

ଉତ୍ତର- ୧୯୧୧

୧୪- ୧୯୭୦ ମସିହାରେ ଫିଫା ବିଶ୍ଵକପର ସମସ୍ତ ଅଫିସିଆଲ ମ୍ଯାଚ ଗୁଡିକରେ କେଉଁ କମ୍ପାନୀ ଫୁଟବଲ ଯୋଗାଇ ଆସୁଛି ?

ଉତ୍ତର- ଆଦିଦାସ

୧୫- ଅତ୍ୟାବଶ୍ୟାକ ସମୟରେ ଯାତ୍ରା ମାନଙ୍କ ଟିକେଟ ବୁକିଙ୍ଗ କେଉଁ ଭାରତୀୟ ରେଳ ବିଭାଗ ଦ୍ଵାରା କେଉଁ ରିଜରବେଶନ ଯୋଜନା କାର୍ଯ୍ୟ କରୁଅଛି ?

ଉତ୍ତର- ତତ୍କାଳ

୧୬- କେଉଁ ଗଛ ମୂଳେ ଶୋଇଲେ ମଣିଷର ମୃ-ତ୍ୟୁ ହୋଇପାରେ ?

ଉତ୍ତର- ନିମ୍ବ ଗଛ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *