ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ମମିତା ମେହେର ଙ୍କ ହ-ତ୍ୟା-କା-ଣ୍ଡ କୁ ନେଇ କଂଗ୍ରେସ ଦଳ ଆସନ୍ତା ୧୨ ତାରିଖ ରେ ଓଡିଶା ବନ୍ଦ ଡାକରା ଦେଇଛନ୍ତି । କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀ ଯଦି ଆସନ୍ତା ୧୧ ତାରିଖ ମଧ୍ୟରେ ଦୋଷୀ ଙ୍କ ବିରୁଦ୍ଧରେ ଫୌ-ଜି-ଦା-ରି ମୋ-କ-ଦ-ମା କରିବା ପାଇଁ ସମୟ ଦିଆ ଯାଇଛି । ତେବେ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଙ୍କ କୁଚିଣ୍ଡା ଗସ୍ତ ବେଳେ ବିଜେପି କର୍ମୀ ଓ କଂଗ୍ରେସ କର୍ମୀ ଙ୍କୁ ବିଜେଡି କର୍ମୀ ମା-ଡ ମା-ରି-ବା ଅ-ଭି-ଯୋ-ଗ ହୋଇଛି ।
ତେବେ ଏ ନେଇ ଆଜି କୁଚିଣ୍ଡା ବନ୍ଦ ଡାକରା ଦେଇଛନ୍ତି ଦୁଇ ବି-ରୋ-ଧୀ ଦଳ ବିଜେପି ଓ କଂଗ୍ରେସ । ବିଜେପି ତରଫରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରା ଯାଉଛି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କି କିପରି ଭାବେ କୁଚିଣ୍ଡା ରେ ସବୁ ଜାଗାରେ ତାଲା ବନ୍ଦ ହୋଇଥିବା ବେଳେ ଜଣ ଗହଳି ମଧ୍ୟ ଦେଖା ଯାଉ ନାହି । ଏମିତି କି ଘରୁ ମଧ୍ୟ ଲୋକ ମାନେ ଏହି ବନ୍ଦ ଡାକରା ଯୋଗୁ ବାହାରୁ ନାହାନ୍ତି । ବିଜେପି ତରଫରୁ କର୍ମୀ ମାନେ ରାସ୍ତା ରେ ଆନ୍ଦୋଳନ କରି ବନ୍ଦ ଡାକରା ପାଳନ କରୁଛନ୍ତି ଯାହା ଏହି ଭିଡିଓ ରେ ସ୍ପଷ୍ଟ ହେଉଛି ।
ଏହା ସହ ସବୁ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଛୋଟ ଦୋକାନ ଠାରୁ ଆରମ୍ଭ କରି ବଡ ଦୋକାନ ପର୍ଯ୍ୟନ୍ତ ସବୁ ବନ୍ଦ ରହିଛି । ଏହା ସହ ପୋ-ଲି-ସ ଅଧିକାରୀ ମାନେ ମଧ୍ୟ ଏ ନେଇ ସତର୍କ ରହିଛନ୍ତି । ଗାଡି ଚଳାଚଳ ଠାରୁ ଆରମ୍ଭ କରି ବସ ଓ ଅଟୋ ଚଳାଚଳ ବନ୍ଦ ରହିଛି । ସବୁ ଦୋକାନ ଗୁଡିକରେ ତାଲା ଲାଗି ଥିବାର ଏହି ଭିଡିଓ ରେ ଦୃଶ୍ୟ ହେଉଛି ।
ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଙ୍କ ଉପରେ ପଥର ମା-ରି-ବା ସହ ବୋତଲ ମଧ୍ୟ ମା-ରି-ଛ-ନ୍ତି ବୋଲି ଅ-ଭି-ଯୋ-ଗ ହୋଇଛି । ଏଭଳି ପରିସ୍ଥିତି ରେ ପୋ-ଲି-ସ ନୀରବ ସାଜିଛି ବୋଲି କୁହା ଯାଉଛି । ତେଣୁ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ବନ୍ଦ ଡାକରା ଦିଆ ଯାଇଛି ବୋଲି ସୂଚନା ମିଳିଛି ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜନିଆବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।