ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏହି ୭ଟି କାମ ହେଉଥିଲେ ମା ଲକ୍ଷ୍ମୀଙ୍କ ବାସ ରହେ ନାହି । ଏମିତିକି ଘରେ ଧନର ଅଭାବ ହୋଇଥାଏ । ଯଦି ଏହି ୭ଟି କାମ ଘରେ କରାଯାଆ ତେବେ ଜୀବରେ ଅନେକ ସମସ୍ଯାର ସମୁଖିନ୍ନ କରିବାକୁ ପଡିଥାଏ । ମା ଲକ୍ଷ୍ମୀ ହେଉଛନ୍ତି କୃପାର ଦେବୀ । ତାଙ୍କର କୃପା ଲାଭ ହେବ ବ୍ୟକ୍ତି ଜୀବନରେ ସଫଳତା ଆସିଥାଏ । ଆଜି ଆମେ ପାନ ମାନଙ୍କୁ ଘରେ କେଉଁ କାମ କରିଲେ ମା ଲକ୍ଷ୍ମୀଙ୍କ କୋପ ଦ୍ରୁଷ୍ଟି ହେବା ସହ ଧନର ଅଭାବ ହୋଇଥାଏ ।

୧- ଯେଉଁ ଘରେ ସର୍ବଦା ସ୍ଵାମୀ ସ୍ତ୍ରୀ ମଧ୍ୟରେ କଳହ ବା ବିବାଦ ଲାଗି ରହିଥାଏ ସେହି ଘରେ କେବେ ବି ମା ଲକ୍ଷ୍ମୀ ବାସ କରନ୍ତି ନାହି । ଯେଉ ସ୍ତ୍ରୀ ନିଜ ସ୍ଵାମୀର ସମାନ କରେ ନାହି ସେହି ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହି । ତେଣୁ ଦାଂପତ୍ଯ ଜୀବନରେ ପରସ୍ପରକୁ ଭଲ ପାଇବା ଉଚିତ ।
୨- ଯେଉଁ ଘରେ ମହିଳାଙ୍କର ଅ-ପ-ମା-ନ କରାଯାଏ ସେହି ଘରେ ମା ଲକ୍ଷ୍ମୀଙ୍କ ବାସ ରହେ ନାହି । ଯେଉଁ ଘରେ ନାରୀ ମାନେ ବିନା ଆଭୁଷଣରେ ରହିଥାନ୍ତି ସେମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୋପ ଦ୍ରୁଷ୍ଟି ପଡିଥାଏ ।
୩- ପ୍ରାଚୀନ କାଳରେ ଘରର ଆଙ୍ଗନକୁ ସଜାଇବା ଶୁଭ ବୋଲି ମାନାଯାଏ । ଯଦି ଘରର ଆଙ୍ଗନ ରେ ଅଳିଆ ଆବର୍ଜନା ରହିଥାଏ ତେବେ ସେହି ଘରେ କେବେ ବି ମା ଲକ୍ଷ୍ମୀଙ୍କର ପ୍ରବେଶ ହୁଏ ନାହି । ସେହି ଘରେ ସର୍ବଦା ଦରିଦ୍ରତା ଲାଗି ରହିଥାଏ । ତେଣୁ ପ୍ରତେକ ଦିନ ଘାରର ଆଙ୍ଗନକୁ ସଫା କରିବା ଉଚିତ ।

୪- ଯେଉଁ ଘରେ ନାରୀ ବା ପୁରୁଷ କବାଟକୁ ଗୋଡ ରେ ବାଡେଇ ଥାନ୍ତି ସେହି ଘରେ କେବେ ବି ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହି । ଘରର ମୁଖ୍ୟ ଦ୍ଵାରାରୁ ହିଁ ଧନର ଆଗମନ ହୋଇଥାଏ । ତେଣୁ କେବେ ଏପରି ଭୁଲ କରିବା ଅନୁଚିତ ।
୫- ଝାଡୁ ମା ଲକ୍ଷ୍ମୀଙ୍କର ପ୍ରିୟ ଅଟେ । ଝାଡୁକୁ କେବେ ବି ଭୁଲରେ ଗୋଡ ଲଗାଇବା ଅନୁଚିତ । ଝାଡୁକୁ କେବେ ଘର ଏଣେତେଣେ ଜାଗାରେ ପୋଫାଡିବା ଉଚିତ ନୁହେଁ । ଏହା ସହ ଘରେ ଗୋଟିଏ ସ୍ଥାନରେ ଝାଡୁ ରଖିବା ସହ ସନ୍ଧ୍ୟା ସମୟରେ ଝାଡୁ ମାରିବା ଉଚିତ ନୁହେଁ ।
୬- ଯଦି ଆପଣ ଅଧିକ ଟଙ୍କା ରୋଜଗାର କରୁଛନ୍ତି ତେବେ ସେଥିରୁ କିଛି ଦାନ ଧର୍ମ କରିବା ଉଚିତ । ଏହା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହେବା ସହ ତାଙ୍କର କୃପା ବର୍ଷାଇଥାନ୍ତି । ଛୋଟ ପରିମାଣରେ ହେଉ ନାଁ କାହିଁକି ଦୁଖୀ ଗରିବ ଲୋକକୁ କିଛି ଟଙ୍କା ଦାନ କରିବା ଉଚିତ ।

୭- କଳା ବସ୍ତ୍ର ପିନ୍ଧି କେବେ ପୂଜା ପାଠ କରିବା ଉଚିତ ନୁହେଁ । ଟଙ୍କା ସଞ୍ଚୟ କରିବା ପାଇଁ ଧନର ଉପଯୋଗ ନ କରିବା ଠିକ ନୁହେଁ । ଯେତିକି ଦରକାର ସେତିକି ଟଙ୍କାର ବିନିମୟ କରିବା ଉଚିତ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
