ଆପଣ ମାନେ ଜାଣିଥିବେ ଇଣ୍ଟରବିୟୁରେ ଅନେକ ପ୍ରଶ୍ନ ପଚରା ଯାଇଥାଏ । ଯାହାର କିଛି ଉତ୍ତର ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯାହାକୁ ପାଠ ପଢୁଥିବା ପିଲା ମାନେ ପଢି ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ଖେଳ ।
୧- ଏମିତି କଣ ଜିନିଷ ଅଛି ଯାହା ଖାଇବା ପୂର୍ବରୁ ଦେଖାଯାଏ ନାହିଁ ?
ଉତ୍ତର- ଠୋକର
୨- ନିଜର କେଉଁ ଭଉଣୀର ସ୍ଵାମୀକି ଜିଜା କହିହେବ ନାହି ?
ଉତ୍ତର- ହସପିଟାଲର ଶିଷ୍ଟରଙ୍କୁ
୩- ପ୍ୟାରାସୁଟ ସର୍ବ ପ୍ରଥମେ କେଉଁ ଦେଶ ତିଆରି କରିଥିଲା ?
ଉତ୍ତର- ଫ୍ରାନ୍ସ
୪- ରେଳଗାଡିର ଇଞ୍ଜିନରେ କଣ ପାଇଁ ସୌଚାଳୟ ନାହି ?
ଉତ୍ତର- ୨୦୧୬ ଯାଏଁ ନ ଥିଲା କିନ୍ତୁ ଏବ ଅଛି
୫-ଭାରତର କେଉଁ ରେଳ ଷ୍ଟେସନରେ କେବଳ ମହିଳା କର୍ମଚାରୀ ଅଛନ୍ତି ?
ଉତ୍ତର- ମଟୁଙ୍ଗା ରେଳ ଷ୍ଟେସନ
୬- ୱାଇ-ଫାଇ କେତେ ଦୂର ଯାଏଁ କନେକ୍ଟ ହୋଇପାରେ ?
ଉତ୍ତର- ୯୨ ମିଟର ଯାଏଁ
୭- କ୍ଷୀରରେ କେଉଁ ଏସିଡ ରହିଛି ?
ଉତ୍ତର- ଲାଟିକ ଏସିଡ
୮- ଭାରତରେ କେଉଁ ରାଜ୍ୟର ଅଧିକ ମନ୍ଦିର ରହିଛି ?
ଉତ୍ତର- ତାମିଲ୍ନାଡୁରେ
୯- ଚାନ୍ଦ ଉପରେ ପାଣିର ସନ୍ଧାନ କେଉଁ ଦେଶ କରିଥିଲା ?
ଉତ୍ତର- ଭାରତ
୧୦- କେଉଁ ଜୀବ ର ରକ୍ତ ଧଳା ହୋଇଥାଏ ?
ଉତ୍ତର- ଅସରପା
୧୧- କେଉଁ ଜୀବ ନିଜ ଗୋଡର ବ୍ୟବହାର ଚାଲିବା ପାଇଁ ନୁହେଁ ବରଂ ଶୋଇବା ପାଇଁ ବ୍ୟବହାର କରିଥାଏ ?
ଉତ୍ତର- ଚମଗାଦଡ଼
୧୨- ବାହାରୁ ରଙ୍ଗ ବେରଙ୍ଗୀ ଭିତରୁ କଳା ଯେବେ ଚାଲିଥାଏ ସେତେବେଳେ ଲାଗେ ଛୋଟୀ ଏହାର ଚାଲି ନିରାଳି ତାହା କଣ ?
ଉତ୍ତର- ପେନ୍ସିଲ
୧୩- ଦୁନିଆର ସବୁଠାରୁ ଖସୁଥିବା ଦେଶ କିଏ ?
ଉତ୍ତର- ଗ୍ରୀସ
୧୪- ଏମିତି କେଉଁ ଜିନିଷ ଅଛି ଯାହାକୁ ଖାଇ ହୁଏ କିନ୍ତୁ ଦେଖି ହୁଏ ନାହି ?
ଉତ୍ତର- ବଚନ
୧୫- ମୁଁ ବେଜୁବାନ କିନ୍ତୁ ମୋ ଆଗରେ ଆସିଲେ ଲୋକେ ହସିଥାନ୍ତି କୁହ ମୁଁ କିଏ ?
ଉତ୍ତର- କ୍ୟାମେରା
୧୬- ଏମିତି କଣ ଅଛି ଯାହା କାମକୁ ନେଲେ ଅଧିକ ବଢିଯାଏ ?
ଉତ୍ତର- ଜ୍ଞାନ ବା ବୁଦ୍ଧି
୧୭- ଏମିତି କଣ ଅଛି ଯାହା ନିଆଁରେ ଜଳେ ନାହି କି ପାଣିରେ ବୁଡେ ନାହି ?
ଉତ୍ତର- ବରଫ
୧୮- ଏମିତି କଣ ଜିନିଷ ଅଛି ଯାହା ଆପଣ ଅନ୍ୟକୁ ଦେଇ ପାରିବେ କିନ୍ତୁ ଫେରି ପାଇବେ ନାହି ?
ଉତ୍ତର- ଜ୍ଞାନ
୧୯- ବିଶ୍ଵର କେଉଁ ପକ୍ଷୀ ଅଛି ଯାହାର ପର ନାହି ?
ଉତ୍ତର- କେବି
୨୦- ଏମିତି କେଉଁ ଜୀବ ଅଛି ଯାହାର ମୁଣ୍ଡ କାଟିଦେଲେ ସେ ଅନେକ ସପ୍ତାହ ଯାଏଁ ବଞ୍ଚି ରୁହେ ?
ଉତ୍ତର- ଅସରପା
୨୧- ଏମିତି କେଉଁ ପଶୁ ଯିଏ ଆ-ହ-ତ ହେବା ପରେ ମଣିଷ ଭଳି କାନ୍ଦିଥାଏ ?
ଉତ୍ତର- ଭାଲୁ
୨୨- ଏମିତି କେଉଁ ପ୍ରାଣୀର ରକ୍ତ ନୀଳ ହୋଇଥାଏ ?
ଉତ୍ତର- ଅକ୍ଟୋପସ
୨୩- ଏମିତି କେଉଁ ପରିବା ଅଛି ଯେଉଁଥିରେ ଦେଶ, ଭାଷା ଓ ଜିଲ୍ଲାର ନାଁ ରହିଛି ?
ଉତ୍ତର- ଭେଣ୍ଡି
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।