ମଦ୍ୟପ ଡାକ୍ତରଙ୍କ ଉନ୍ମତ କାଣ୍ଡ: ଗାଡି ପାର୍କିଂକୁ ନେଇ ସିକୁରିଟି ଗାର୍ଡଙ୍କୁ ଲୁହା ରଡରେ ଧୁମ ପିଟିବାକୁ ଲାଗିଲେ ଡାକ୍ତର ବାବୁ, ଦେଖନ୍ତୁ Video

ଆଜିକାଲି ଲୋକମାନେ ଅଧିକ ମାତ୍ରାରେ ମ-ଦ୍ୟପାନ କରୁଛନ୍ତି । ମ-ଦ ନି-ଶା ବହୁତ ହିଁ ଭ-ୟ-ଙ୍କ-ର । ଥରେ ନି-ଶା ଚ-ଢି-ଗ-ଲେ ଲୋକମାନେ ଇନ୍ଦ୍ର ଚନ୍ଦ୍ର ମାନନ୍ତି ନାହିଁ । ଏହିଭଳି କିଛି ଦୃଶ୍ୟ ପୁରୀର ଏକ ହସ୍ପିଟାଲରେ ଦେଖା ଯାଇଛି । ଯେଉଁଠି ଜଣେ ଡାକ୍ତର ମ-ଦ ପିଇ ଗାଡି ପାର୍କିଙ୍ଗକୁ ନେଇ ହଙ୍ଗମା କରିଛନ୍ତି । ଡାକ୍ତର ସହ ସି-କ୍ୟୁ-ରି-ଟି- ଗା-ର୍ଡ ଭଦ୍ର ବ୍ୟବହାର କରିବା ସମୟରେ ଡାକ୍ତର ସି-କ୍ୟୁ-ରି-ଟି ଗା-ର୍ଡ ସହ ଖରାପ ବ୍ୟବାହାର କରୁଛି । ଯାହାର କି ବର୍ତ୍ତମାନ ଗୋଟିଏ ଭି-ଡି-ଓ ସାମ୍ନାକୁ ଆସୁଛି ।

ଏହି ଭି-ଡି-ଓ ସି-କ୍ୟୁ-ରି-ଟି ଗା-ର୍ଡ ରୂପରେ ସେହି ହସ୍ପିଟାଲରେ କାର୍ଯ୍ୟରତ କରୁଥିବା ଜଣେ ବ୍ୟକ୍ତି କରିଛନ୍ତି । ଯେତେବେଳେ ଡାକ୍ତର ତାର ସହଯୋଗୀ ସି-କ୍ୟୁ-ରି-ଟି ଗାର୍ଡକୁ ଖରାପ ବ୍ୟବହାର ଓ ମା-ଡ ମା-ରି-ବା ପାଇଁ ଧ-ମ-କ ଦେଉଥିଲା ତେବେ ସେ ସେହି ସମୟରେ ଏହି ଭି-ଡି-ଓ କରିଛନ୍ତି ।

ପୁରୀ ହସ୍ପିଟାଲର ନିୟମ ଅନୁସାରେ ଗାଡି ପାର୍କିଙ୍ଗରେ ହିଁ ସମସ୍ତେ ଗାଡି ରଖିବେ । କିନ୍ତୁ ଏହି ହସ୍ପିଟାଲକୁ ଆସିଥିବା ଜଣେ ଡାକ୍ତର ସି-କ୍ୟୁ-ରି-ଟି ଗା-ର୍ଡର କଥା ନ ଶୁଣି ହସ୍ପିଟାଲ ଭିତରେ ନୋ ପାର୍କିଙ୍ଗ ଜାଗାରେ ଆଣି ଗାଡି ରଖି ଦେଲେ । ଯେଉଁଠି କି କୌଣସି ବି ଗାଡି ନ ଥିଲା । ସି-କ୍ୟୁ-ରି-ଟି ଗା-ର୍ଡ ଭ-ଦ୍ରା-ମି-ର ସହ ଡାକ୍ତରକୁ କହିଲେ କି ଆପଣ ଆପଣଙ୍କ ଗାଡିକୁ ପାର୍କିଙ୍ଗରେ ରଖନ୍ତୁ । କିନ୍ତୁ ଡାକ୍ତର ଜଣକ ସି-କ୍ୟୁ-ରି-ଟି ଗା-ର୍ଡ କଥା ନ ଶୁଣି ଓଲଟା ଗୋଟିଏ ଲୁହା ରଡ ଧରି ତାକୁ ମା-ରି-ବା ପାଇଁ ଧ-ମ-କ ଦେଉଛନ୍ତି ।

କିନ୍ତୁ ଏହା ସତ୍ବେ ସି-କ୍ୟୁ-ରି-ଟି ଗା-ର୍ଡ ତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ସବୁଠୁ ଗୁରୁତ୍ଵ ପୂର୍ଣ କଥା ହେଉଛି ଡାକ୍ତର ଜଣକ ମ-ଦ ନି-ଶାରେ ଥିଲେ । ସେଥିପାଇଁ ସେ ସି-କ୍ୟୁ-ରି-ଟି ଗା-ର୍ଡ ଉପରେ ଡାକ୍ତର ହେବାର ତୋଡ ଦେଖଉ ଥିଲେ । ଡାକ୍ତର ଜଣକ ବାରମ୍ବାର କହୁଥିଲା କି ଗାଡି ଏଠି ରହିବ ଓ ଭାଷା ବି କହୁଥିଲେ । ସି-କ୍ୟୁ-ରି-ଟି ଗା-ର୍ଡର କହିବା ଅନୁଯାୟୀ ସେ ଗାଡି ହସ୍ପିଟାଲ ଭିତରକୁ ନବା ପାଇଁ ମନା କରିବା ସତ୍ବେ ବି ଡାକ୍ତର ତାଙ୍କର ଗୋଡ ଉପରେ ଗାଡି ଚଢାଇ ଭିତରକୁ ନେଇ ଆସିଛନ୍ତି ।

ପା-ଟି-ତୁ-ଣ୍ଡ ବଢିବା କାରଣରୁ ଅନ୍ୟ କିଛି ଲୋକମାନେ ଆସି ଡାକ୍ତରକୁ ବୁଝାଇବାକୁ ଚେଷ୍ଟା କରିଲେ । କିନ୍ତୁ ଡାକ୍ତର ଜଣକ ବୁଝିବା ପାଇଁ ନାରାଜ । ଶେଷରେ ଜଣେ ପୋ-ଲି-ସ ବାଲା ବି ଡାକ୍ତରକୁ ବୁଝାଇବାକୁ ଚେଷ୍ଟା କରିଲେ । କିନ୍ତୁ ସେ ଶୁଣିଲେ ନାହିଁ । ଡାକ୍ତର ଯେମିତି ର-ଡ ଉଠାଇ ମା-ରି-ବା- ପାଇଁ ଉଦ୍ୟମ କରିଲେ ତେବେ ସମସ୍ତେ ମିଶି ଡାକ୍ତର ହାତରୁ ରଡ ଛଡାଇବାକୁ ଚେଷ୍ଟା କରୁଛନ୍ତି । ଏହା ପରେ କଣ ହେଲା ଜଣା ନାହିଁ । ଡାକ୍ତରର ଏହି ଭଳି ହଙ୍ଗମା ଭି-ଡି-ଓ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି ।

Leave a Reply

Your email address will not be published. Required fields are marked *