ନମସ୍କାର ବନ୍ଧୁଗଣ । ୱ୍ହାଟସପ ୟୁଜର୍ସଙ୍କ ଆସିଛି ବଡ ଖୁସି ଖବର । ଆସିବାକୁ ଯାଉଛି ଏହି ସବୁ ସୁବିଧା । ସୂଚନା ଯୋଗ୍ୟ କି ଗୋଟିଏ ନୁହେଁ ଏକାଧିକ ଡିଭାଇସ ରେ ଖୋଲିବ ଆକାଉଣ୍ଟ । ୟୁଜର୍ସଙ୍କ ପାଇଁ ନୂଆ ସୁବିଧା ଆସିଛି ମେସେଜିଙ୍ଗ ଆପ ୱ୍ହାଟସପ । ଏହି ସୁବିଧା ଅନୁଯାୟୀ ଜଣେ ୟୁଜର୍ସ ଏକାଧିକ ଭାବେ ଡିଭାଇସ ରେ ନିଜ ୱ୍ହାଟସପ ଆକାଉଣ୍ଟ ଚଳାଇ ପାରିବେ । ଏହି ବୈଶିଷ୍ଟ ସହୟତାରେ ୟୁଜର୍ସ ନିଜ ୱ୍ହାଟସାପ ଆକାଉଣ୍ଟର ଲଗିନ ସ୍ମାର୍ଟ ଫୋନ ସ୍ମାର୍ଟ ଲ୍ୟାପଟପ, ଟାବ୍ଲେଟ ବା ଅନ୍ୟ କୌଣସି ଡିଭାଇସ ରେ କରି ପାରିବେ ।
ଏହି ଆକାଉଣ୍ଟକୁ ଲଗିନ କରି ରଖିବା ପାଇଁ ଇନ୍ଟରନେଟ ର ଆବଶ୍ୟକତା ପଡିବ ନାହି । ଉଭୟ ଆଣ୍ଡ୍ରୋଏଡ ଓ ଆୟୋଏସ ବ୍ୟବହାର କରି ଏହି ନୂଆ ସୁବିଧାର ଫାଇଦା ନେଇ ପାରିବେ । ପୂର୍ବରୁ ୱ୍ହାଟସପ ୱେବ ଦ୍ଵାରା ଡେସ୍କଟପରେ ଲଗିନ କରାଯିବା ବେଳେ ଇଣ୍ଟରନେଟ ର ବ୍ୟବହାର ହେଉଥିଲା । ଏଥିସହ ସ୍ମାଟ ଫୋନରେ ଇଣ୍ଟରନେଟ ଓ ୱ୍ହାଟସାପ କୁ ଅନ ରଖିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ପ୍ରାଇମେରୀ ଡିଭାଇସ ଓ ସ୍ମାର୍ଟଫୋନ ବିନା ଆକାଉଣ୍ଟକୁ ଆକେସ୍ସ କରାଯାଇ ପାରିବ ।
ୱେବ ୟୁଜର୍ସ ମାନେ ସ୍ମାର୍ଟଫୋନ ରୁ ଇଣ୍ଟରନେଟ କନେକ୍ସନ ନ କରି ମ୍ଯାସେଜ ପଠାଇ ପାରିବେ । ଏହା ସହ ମ୍ଯାସେଜ ଗ୍ରହଣ ମଧ୍ୟ କରି ପାରିବେ । ତେବେ ଏଥିପାଇଁ ୟୁଜର୍ସଙ୍କୁ ବିଟା ପ୍ରୋଗ୍ରାମରେ ସାମିଲ ହେବାକୁ ପଡିବ । ଏବେ ଆସନ୍ତୁ ଜାଣିବା କେଉଁ ଭଳି ପ୍ରୋସେସ ରହିଛି । ଯେଉଁ ଏମାନେ ୱ୍ହାଟସାପ ବ୍ୟବହାରକାରୀ ସେମାନେ ନିଜ ଆକାଉଣ୍ଟକୁ ୪ଟି ପ୍ରୋସେସରେ ଡିଭାଇସ ଲିଙ୍କ କରାଇ ପାରିବେ । ଏନ ଟୁ ଏନ ସୁନିଶ୍ଚିନ୍ତ କରୁଥିବା କମ୍ପାନୀ ଦାବି କରିଛି ଯେ ବ୍ୟବହାରକାରୀ ବ୍ୟକ୍ତିଗତ ମ୍ଯାସେଜ ଓ ମିଡିଆ ଓ କାଳ ଆଦି ଗୁପ୍ତ ଭାବେ ରହିବ ।
ଏହା ସହ କୌଣସି ତୃତୀୟ ପକ୍ଷ ଏହାକୁ ହାସଲ କରି ପାରିବ ନାହି । ଫୋନରେ ଆକ୍ଟିଭ ଇଣ୍ଟରନେଟ ଆକ୍ଟିଭ ନ ଥିଲେ ମଧ୍ୟ ଡେସ୍କଟପରେ ୱ୍ହାଟସପ ରେ ୟୁଜ କରିହେବ । ଯଦି ମୁଖ୍ୟ ଡିଭାଇସ ୧୪ ଦିନ ପାଇଁ ଡିସ୍କନେକ୍ତ ହୁଏ ତେବେ ଲିଙ୍କରେ ଡିଭାଇସ ସ୍ଵୟଂ କ୍ରିୟା ଭାବେ ଲଗ ଆଉଟ ହୋଇଯିବ । ଫୋନରେ ୱ୍ହାଟସପ ଖୋଲିବା ପରେ ସ୍କ୍ରିନର ଉପର ଭାଗରେ ଥିବା ଡାହାଣ ପଟ ରେ ଥିବା ୩ଟି ବିନ୍ଦୁ ଉପରେ ଟ୍ଯାପ କରିବାକୁ ପଡିବ । ଏହା ପରେ ଲିଙ୍କ ଡିଭାଇସ ଟ୍ଯାପ ରେ ଥିବା ମଲଟି ଡିଭାଇସ ବିଟା ଉପରେ ପୁଣି ଟ୍ଯାପ କରିବାକୁ ହେବ ।
ଏହା ପରେ ୱ୍ହାଟସାପରେ ଏକ ପେଜ ସୋ ହେବ । ଏହାପରେ ଜଏଣ୍ଟ ବିଟା ଉପରେ ଟ୍ଯାପ କରି କାନ୍ତିନ୍ୟୁ ବଟନ ଉପରେ ଟ୍ଯାପ କରିବାକୁ ହେବ । ଏହା ପରେ ୟୁଜରସ ମାନେ ସ୍ମାର୍ଟଫୋନ କୁ ୱ୍ହାଟସପ ୱେବ ଫୋର୍ସ ସ୍କାନ କରି ଲିଙ୍କ କରି ପାରିବେ । ଏହି ସୁବିଧା ଦ୍ଵାରା ୱ୍ହାଟସପରେ ଏକାଧିକ ଡିଭାଇସ ଖୋଲି ପାରିବେ ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।