ମେଷ ରାଶି ଆସନ୍ତା 44 ଦିନ ଭିତରେ ଇତିହାସ ବଦଳିବାକୁ ଯାଉଛନ୍ତି

ମେଷ ରାଶିର ଲୋକମାନଙ୍କ ଆସନ୍ତା ୪୪ ଦିନ ପୂରାପୂରି ବଦଳିଯିବ । ଗ୍ରହମାନଙ୍କ ଗୋଚର କିଛି ଏହିଭଳି ହେଉଛି କି ଆସନ୍ତା କିଛି ଦିନ ଆପଣ ନିଜ ଜୀବନରେ ଉନ୍ନତି କରିବେ । ଆପଣଙ୍କୁ ପ୍ରତ୍ୟକ ଗ୍ରହମାନଙ୍କର ଶୁଭ ପରିଣାମ ମିଳିବ । ଆପଣଙ୍କ ଭାଗ୍ୟ ବି ଏହି ସମୟରେ ଚମକିବ । ଏହି ସମୟରେ ଆପଣ କୌଣସି ବି କାର୍ଯ୍ୟରେ ହାତ ଦେଇ ପାରିବେ । ଏହି ସମୟରେ ଆପଣଙ୍କୁ ବହୁତ କିଛି ମିଳିପାରେ । ଆପଣ କାମ କରିବାର ଗତି ବଢିବ । ବ୍ୟାପାର କ୍ଷେତ୍ରରେ ଶୁଭ ସମୟ ଆସୁଛି ।

ଆଗକୁ ବଢିବାର ସୁଯୋଗ ମିଳିବ । ଧାର୍ମିକ କାର୍ଯ୍ୟରେ ବି ଆପଣ ଉତ୍ସାହର ସହ ଯୋଗ ଦେବେ । ଏହି ସମୟ ଆପଣଙ୍କ ପାଇଁ ଶୁଭ ରହିବ । ମଙ୍ଗଲ ଗ୍ରହ କୃପାରେ ଆପଣଙ୍କୁ କିଛି ଚାକିରି ବି ମିଳିପାରେ । ଖେଳକୁଦରେ ସାମିଲ ଥିବା ଲୋକମାନଙ୍କ ପାଇଁ ସମୟ ବହୁତ ଶୁଭ ଅଟେ ।

ଆପଣ ଏହି ସମୟରେ ବହୁତ ଆଗକୁ ଯାଇ ପାରନ୍ତି । ନାଁ ଓ ଟଙ୍କା ରୋଜଗାର କରିବାର ବହୁତ ସୁଯୋଗ ମିଳିବ । ଆପଣ ନିଜ ପିତା ମାତାଙ୍କ ନାଁ କୁ ବି ଉଚ୍ଚ କରିବେ । ଆପଣଙ୍କ ସ୍ଵାଭିମାନ ଓ ଆତ୍ମ ସମ୍ମାନ ବଢିବ । ଇଚ୍ଛା ବି ପୂର୍ଣ ହେବ । ବିଦେଶ ଯାତ୍ରା ବି ଯୋଗ ଅଛି । ବିଦେଶ ସମ୍ପତ୍ତିରୁ ଟଙ୍କା ଆୟ କରି ପାରନ୍ତି । ଆପଣଙ୍କ ବିବାହ ପ୍ରସ୍ତାବ ବିଦେଶରୁ ଆସିପାରେ । ବିବାହ ମଧ୍ୟ ଠିକ ହୋଇପାରେ । ଏହି ୪୪ ଦିନ ମଧ୍ୟରେ ଆପଣଙ୍କ ସମସ୍ତ ସ୍ଵପ୍ନ ପୁରା ହୋଇପାରେ ।

କିନ୍ତୁ ଏହି ସମୟରେ ଆପଣ ପ୍ରାୟତଃ ରାଗି ରାଗି ରହିବେ । କିନ୍ତୁ ଏହା ଆପଣଙ୍କ ସେହିଭଳି କୌଣସି କ୍ଷତି କରିବ ନାହିଁ । କିନ୍ତୁ ଆପଣ ନିଜ ସ୍ଵଭାବ ଉପରେ ଅଳ୍ପ ନିୟନ୍ତ୍ରଣ ରଖନ୍ତୁ । ଭାଇମାନଙ୍କ ସହ ବିବାଦ ହୋଇପାରେ । ସେଥିପାଇଁ ଭାଇ ଓ ଅନ୍ୟ କାହା ସହ କଥାବାର୍ତ୍ତା ହେବା ସମୟରେ ସାବଧାନ ରୁହନ୍ତୁ । କଥା କହିବା ଶୈଳୀ ଉପରେ ଧ୍ୟାନ ଦିଅନ୍ତୁ । ସବୁଠୁ ବଡ କଥା ହେଉଛି ଯେଉଁମାନେ ଘର ତିଆରି କରିବା ପାଇଁ ଚାହୁଁଛନ୍ତି କିମ୍ବା ଘର କିଣିବା ପାଇଁ କିମ୍ବା ଜାଗା କିଣିବା ପାଇଁ ଚାହୁଁଛନ୍ତି ସେମାନଙ୍କ ସ୍ଵପ୍ନ ପୁରା ହୋଇପାରେ ।

କାରଣ ଏହି ସମୟରେ ଆପଣଙ୍କ ବହୁତ ଶୁଭ ସମୟ ଅଛି ଓ ଏହି ସମୟରେ ଏହି ସବୁ କାର୍ଯ୍ୟ କରିଲେ ଆପଣ ବହୁତ ଆଗକୁ ବଢିବେ । ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ସମୟ ବହୁତ ଅନୁକୂଳ ଅଛି । କିଛି ଦିନ ହେବ ଆପଣ କୌଣସି ନା କୌଣସି ଶାରୀରିକ ଯନ୍ତ୍ରଣା ଭୋଗୁ ଥିବେ । କିନ୍ତୁ ଆସନ୍ତା ଦିନ ଗୁଡିକରେ ଆପଣଙ୍କୁ ଏଥିରୁ ମୁକ୍ତି ମିଳିଯିବ । ନିଜର ପାଠ ଲେଖାରେ ଆପଣ ଅଧିକ ଧ୍ୟାନ ଦେଇ ପାରିବେ । ବଡ ଲୋକମାନଙ୍କ ସାହାର୍ଯ୍ୟ ବି ମିଳିବ । କିନ୍ତୁ ସର୍ବଦା ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ ।

Leave a Reply

Your email address will not be published. Required fields are marked *