ଏମିତି ବହୁତ ସାଧାରଣ ପ୍ରଶ୍ନ ଅଛି ଯାହା ବିଷୟରେ ଆମେ ଜାଣି ନ ଥାଉ । ଯଦି ଆମକୁ କେହି ଏହିଭଳି ପ୍ରଶ୍ନ ପଚାରି ଦିଅନ୍ତି ତେବେ ତାହାର ଉତ୍ତର ଆମକୁ ଜଣା ନ ଥାଏ । ଏହା ଆମକୁ ଲଜ୍ଜିତ ହେବାକୁ ପଡିଥାଏ । ମନୁଷ୍ୟ ଜୀବନରେ ଏମିତି ବହୁତ ସାଧାରଣ ବିଷୟ ଅଛି ଯାହା ବିଷୟରେ ଜାଣିବା ନିହାତି ଆବଶ୍ୟକ । ଆମେ ଯଦି ସେ ପ୍ରଶ୍ନ ଗୁଡିକର ଉତ୍ତର ଜାଣି ଥାଉ ତେବେ ଆମେ କାହା ସାମ୍ନାରେ ଲଜ୍ଜିତ ହୋଇ ନ ଥାଉ । ଏମିତିରେ ଆଜି ଆମେ ଜିକେ ସମ୍ବନ୍ଧୀୟ କିଛି ପ୍ରଶ୍ନ ନେଇ ଆସିଛୁ ।
ପ୍ରଶ୍ନ – ଭାରତରେ ବିସ୍କୁଟର ନିର୍ମାଣ ସର୍ବେ ପ୍ରଥମେ କେଉଁ କମ୍ପାନୀ କରିଥିଲା ?
ଉତ୍ତର – Parle G
ପ୍ରଶ୍ନ – ପୁରା ଦୁନିଆରେ ହ୍ଵାଟ୍ସଆପ ବ୍ୟବହାର କରୁଥିବା ଲୋକମାନଙ୍କ ସଂଖ୍ୟା କେତେ ?
ଉତ୍ତର – ୨.୪୫ ବିଲିୟନ
ପ୍ରଶ୍ନ – ପୋଲିସ ହେବା ପାଇଁ ମିନିମମ କେତେ ଉଚ୍ଚତା ଥିବା ଉଚିତ ?
ଉତ୍ତର – ୧୬୦ ସେଣ୍ଟିମିଟର
ପ୍ରଶ୍ନ – ଓଜନ ବଢିବା ପାଇଁ କଣ କଣ କରିବା ଉଚିତ ?
ଉତ୍ତର – କ୍ୟାଲୋରିର ମାତ୍ରା ବଢାନ୍ତୁ
ପ୍ରଶ୍ନ – କଣ ପ୍ଳେନର ଝରକାକୁ ଭାଙ୍ଗି ହେବ ?
ଉତ୍ତର – ନା
ପ୍ରଶ୍ନ – ନେଟୱାର୍କିଙ୍ଗ ଆପ ଟଙ୍କା କେମିତି ଆୟ କରନ୍ତି ?
ଉତ୍ତର – ବିଜ୍ଞାପନ
ପ୍ରଶ୍ନ – ଦୁନିଆର ସବୁଠୁ କଠିନ ସବଜେକ୍ଟ କଣ ?
ଉତ୍ତର – କୌଣସି ବି ନୁହେଁ
ପ୍ରଶ୍ନ – ଦିଲ୍ଲୀର ଲାଲ କିଲ୍ଲା ତିଆରି ହେବା ପାଇଁ ପାଖାପାଖି କେତେ ସମୟ ଲାଗିଥିଲା ?
ଉତ୍ତର – ୧୦ ବର୍ଷ
ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହା ଖରାରେ କେବେ ବି ଶୁଖି ନ ଥାଏ ?
ଉତ୍ତର – ଝାଳ
ପ୍ରଶ୍ନ – କଣ ସମୁଦ୍ରର ପାଣିକୁ ପିଇବା ଉପଯୋଗ କରାଯାଇ ପାରିବ ?
ଉତ୍ତର – ହଁ
ପ୍ରଶ୍ନ – ପ୍ରଧାନମନ୍ତ୍ରୀଙ୍କ ସ୍ୟାଲେରୀ କିଏ ଦେଇଥାନ୍ତି ?
ଉତ୍ତର – ସଞ୍ଚିତ ନିଧିରୁ
ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ କେବଳ ୨ ଟି ହିଁ ଜିଲ୍ଲା ଅଛି ?
ଉତ୍ତର – ଗୋଆ ରାଜ୍ୟରେ
ପ୍ରଶ୍ନ – ଗୋଟିଏ ଟ୍ରେନ ବଗିରେ ପାଖାପାଖି କେତେ ଲୋକ ବସି ପାରିବେ ?
ଉତ୍ତର – ୭୨ ଜଣ
ପ୍ରଶ୍ନ – ମଧ୍ୟପ୍ରଦେଶର ରାଜଧାନୀର କିଏ ?
ଉତ୍ତର – ଭୋପାଲ
ପ୍ରଶ୍ନ – ନୀଳ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରମାରେ କେତେ ସମୟ ପର୍ଯ୍ୟନ୍ତ ରହିଥିଲେ ?
ଉତ୍ତର – ୬ ଘଣ୍ଟା ୩୯ ମିନିଟ ପର୍ଯ୍ୟନ୍ତ
ପ୍ରଶ୍ନ – ପୃଥିବୀରେ ଏମିତି କେଉଁ ଜୀବ ଅଛି, ଯାହାର ୫ ଟି ଆଖି ଅଛି ?
ଉତ୍ତର – ମହୁମାଛି
ପ୍ରଶ୍ନ – ପୃଥିବୀ ଉପରେ କେତେ ପ୍ରତିଶତ ଲୋକମାନେ ଇଣ୍ଟରନେଟ ବ୍ୟବହାର କରନ୍ତି ?
ଉତ୍ତର – ୪୦ ପ୍ରତିଶତ
ପ୍ରଶ୍ନ – ବିଶ୍ଵର ପ୍ରସିଦ୍ଧ ସାମସଙ୍ଗ କମ୍ପାନୀ ସର୍ବେ ପ୍ରଥମେ କଣ ବିକ୍ରି କରୁଥିଲା ?
ଉତ୍ତର – ପନି ପରିବା ଓ ନୁଡଲ୍ସ
ପ୍ରଶ୍ନ – ଆମ୍ବୁଲାନ୍ସ ଓଲଟା କାହିଁକି ଲେଖା ହୋଇଥାଏ ?
ଉତ୍ତର – ଅନ୍ୟ ଗାଡିର ସାଇଡ ଆଇନାରେ ସଠିକ ରୂପରେ ଦେଖା ଯିବ ସେଥିପାଇଁ
ପ୍ରଶ୍ନ – କେଉଁ ଜୀବ ନା ହିଁ ଖାଇ ଥାଏ ଓ ନା ହିଁ କିଛି ପିଇ ଥାଏ ?
ଉତ୍ତର – ନିର୍ଜୀବ
ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ପୁରୁଷ ଲୁଚାଇ ରଖିଥାଏ ଓ ମହିଳା ଦେଖାଇ ଚାଳନ୍ତି ?
ଉତ୍ତର – ପର୍ସ
ପ୍ରଶ୍ନ – ରାସ୍ତା ଅଛି କିନ୍ତୁ ଗାଡି ନାହିଁ
ଜଙ୍ଗଲରେ ଅଛି କିନ୍ତୁ ଗଛ ନାହିଁ
ସହର ଅଛି କିନ୍ତୁ ଘର ନାହିଁ
କୁହନ୍ତୁ ତାହା କଣ ଅଟେ ?
ଉତ୍ତର – ନକ୍ସା