ମହୁଫେଣା ଆପଣଙ୍କୁ କରିପାରେ ଧନୀ, ବାସ କରନ୍ତୁ ଏହି ଛୋଟିଆ ଉପାୟ- Ajira Anuchinta

ମହୁମାଛିକୁ ମା ଦୂର୍ଗାଙ୍କ ଭ୍ରାମିସ୍ଵର୍ଗ ବୋଲି କୁହାଯାଏ । ତେଣୁ ଏହାକୁ ଅମୃତ ବୋଲି ମଧ୍ୟ କୁହାଯାଏ । ମହୁକୁ ପବିତ୍ର ଓ ଅତ୍ୟନ୍ତ ଗୁଣ ବିଶିଷ୍ଟ ଦ୍ରବ୍ଯ ଅଟେ । ମହୁକୁ କିପରି ଭାବେ ପ୍ରୟୋଗ କରିଲେ ଶୁଭ ଫଳ ପ୍ରାପ୍ତ ହେବା ସହ ଧାନ ବୈଭବ ମିଳିଥାଏ ତାହା ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ମହୁ ଆଣିବା ସମୟରେ ଯେଉଁ ଗଛରେ ମହୁଫେଣା ଥିବା ଓ ସେହି ଗଛରେ ମହୁମାଛି ନ ଥିବେ ସେହି ଗଚରୁ ମହୁ ଆଣିବା ଉଚିତ ।

ଏହି ସମୟରେ ଧୂପ, ଦୀପ ଲଗାଇ ଆପଣ ନିଜର ମନସ୍କାମନା ସ୍ମରଣ କରି ଗଛ ମୂଳେ ଗଙ୍ଗାଜଳ ଅର୍ପଣ କରି ଫେରି ଆସନ୍ତୁ । ତା ପର ଦିନ ଯାଇ ସେହି ମହୁଫେଣାକୁ ଘରକୁ ନେଇ ଆସନ୍ତୁ । ଏହାକୁ ମା ଦୂର୍ଗାଙ୍କ ପ୍ରସାଦ ଭାବି ଘରର ମୁଖ୍ୟ ଦ୍ଵାରା ରେ ପୋତି ଦିଅନ୍ତୁ । ଏହା ଦ୍ଵାରା ଘର ବନ୍ଧନ ମୁକ୍ତ ହୋଇ ଯାଇଥାଏ । ଏହା ସହ ଘରର ସବୁ ଖରାପ ଶକ୍ତି ଦୂରେଇ ଯାଇଥାଏ ।

ସେହି ମହୁଫେଣା ରୁ ଛୋଟ ଖଣ୍ଡ ଭାଙ୍ଗି ଆପଣ ନିଜର ଟଙ୍କା ରଖୁଥିବା ଜାଗାରେ ନାଲି କପଦରେ ବାନ୍ଧି ରଖି ଦିଅନ୍ତୁ । ପ୍ରତି ଦିନ ସେହି ଜାଗାରେ ଧୂପ ଦୀପ ଦେଖାନ୍ତୁ । ଏପରି କରିବା ଦ୍ଵାରା ନିରଣତ ଘରେ ଧାନ ବୃଦ୍ଧି ହୋଇଥାଏ । ଏହା ସହ ଘରେ ଧନ ଓ ଅର୍ଣ୍ଣ ଭାରି ଯାଇଥାଏ ।

ଏହା ବ୍ୟତୀତ ମହୁଫେଣା ର ଛୋଟ କ୍ଷଣଦା କୁ ଏକ ତାବିଜ ଭିତରେ ପୁରାଇ ଶରୀର ରେ ଧାରଣ କରିଲେ କୌଣସି ନଜର ଦୋଷ ଲାଗେ ନାହି । ଅନ୍ୟ ଏକ ଉପଚାର ହେଉଛି ମହୁଫେଣାରେ ଗଙ୍ଗାଜଳ ସିଂଚନ କରି ହଳଦୀ ଦ୍ଵାରା ସେଥିରେ ନିଜର ମନର ଇଚ୍ଛା ଲେଖି ଦିଅନ୍ତୁ । ତାହାକୁ ନେଇ ଜଳ ସ୍ରୋତରେ ଭସାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ ।

କିନ୍ତୁ ଏହି ଉପାୟ ଟି ଆପଣ ଅନ୍ୟ କାହା ଆଗରେ କହିବେ ନାହି । ଯଦି କୌଣସି ନାରୀକୁ ଆପଣ ପସନ୍ଦ କରୁଛନ୍ତି ଓ ତାଙ୍କୁ ବଶୀକରଣ କରିବାକୁ ଚାହୁଁଛନ୍ତି ତେବେ ମହୁଫେଣାକୁ ଗୁଡରେ ମିଶାଇ ଆପଣ ପସନ୍ଦ କରୁଥିବା ନାରୀକୁ ଖାଇବାକୁ ଦେଇ ଦିଅନ୍ତୁ । ଦେଖିବେ ଏହା ନିଶ୍ଚିନ୍ତ ଭାବେ ବଶୀକରଣ କାର୍ଯ୍ୟ କରିବ ।

ଏପରି କରିବା ଦ୍ଵାରା ଆପଣ ଯାହାକୁ ବଶୀକରଣ କରିଛନ୍ତି ସେ ଆପଣଙ୍କର ସବୁ କଥା ମାନିବା ସହ ଆପଣଙ୍କ ଇସାରା ରେ ସବୁ କାମ କରିବେ । ଏହା ଥିଲା ମହୁଫେଣାର କିଛି ଉପକାରିତା ଯାହା କରିବା ଦ୍ଵାରା ଜୀବନରେ ଧନ ବୃଦ୍ଧି ହେବା ସହ କିଛି ସମସ୍ୟାର ମଧ୍ୟ ନିବାରଣ ହୋଇପାରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *