ଯେତେବେଳେ ATM ରୁ ଟଙ୍କା ବାହାରିବା ଜାଗାରେ ବାହରିଲା ସାପ…. ଦେଖନ୍ତୁ ଭୟଙ୍କର ଦୃଶ୍ୟ

ଆଜି ସମସ୍ତଙ୍କ ପାଖରେ ଫୋନ ଅଛି । ପୁରା ଦୁନିଆରେ ପ୍ରତି ସେକେଣ୍ଡରେ ଭିଡିଓ ସୁଟ ହେଉଛି । କିନ୍ତୁ ସେହି ସମସ୍ତ ଭିଡିଓ ମଧ୍ୟରେ ଏମିତି ବହୁତ ଭିଡିଓ ଅଛି ଯାହା ସମସ୍ତେ ଦେଖି ପାରନ୍ତି ନାହିଁ । କିମ୍ବା ଯାହା ବିଷୟରେ ଆମେ ଜାଣି ନ ଥାଉ । ଆଜି ଆମେ ଆପଣଙ୍କୁ ଏମିତି କିଛି ଭିଡିଓ ବିଷୟରେ କହିବୁ ଯାଉଛୁ ଯାହାକୁ ଆପଣ ପ୍ରଥମ ଥର ଦେଖିବେ ଓ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ।

ସମସ୍ତଙ୍କ ହାତରୁ କେବେ ନା କେବେ କାଚ ନିଶ୍ଚିତ ଭାଙ୍ଗିଛି । କିନ୍ତୁ ସାଇମନ ବରଜର ନାମକ ଏହି ବ୍ୟକ୍ତି ଜଣକ କାଚ ଭାଙ୍ଗିରେ ଏତେ ମାହିର କି ସେ କାଚକୁ ଭାଙ୍ଗି ଭାଙ୍ଗି ସେଥିରେ ଗୋଟିଏ ପ୍ରକାରର ଆଟ କରି ଦିଅନ୍ତି । ସେ କାଚକୁ ଭାଙ୍ଗି ଭାଙ୍ଗି କୌଣସି ବ୍ୟକ୍ତିର ଚେହେରା ସେଥିରେ କରି ପାରିବେ ।

ମେ ୨୦୨୦ରେ ଗୋଟିଏ ଭିଡିଓ ବହୁତ ଭାଇରାଲ ହୋଇଥିଲା । ଯେଉଁଥିରେ ଆପଣ ଦେଖି ପାରିବେ କି ଗୋଟିଏ ଲାଇନରେ ନିଆଁ ଜଳି ଜଳି ଯାଉଛି । ଏହି ନିଆଁ ସବୁଜ ଘାସ ଓ ଗଛ ଗୁଡିକୁ କ୍ଷତି ନ କରି ଆଗକୁ ବଢି ଚାଲିଥିଲା । ପାର୍କରେ ଥିବା ଏକ ଧଳା ଜିନଷ ପୁରା ପାର୍କରେ ପଡିଥିଲା । ଏହାକୁ ଜଳାଇବା ପାଇଁ ଏହି ନିଆଁକୁ ଲଗା ଯାଇ ଥିଲା ।

ଏହା ଏକ ବେଙ୍ଗ ଅଟେ । ଏହାକୁ ବେଲୁନ ବେଙ୍ଗ ବୋଲି ବି କୁହାଯାଏ । ଏମାନେ ଦକ୍ଷିଣ ଏସିଆର ଶୁଖିଲା ଅଞ୍ଚଳରେ ଦେଖା ଯାଆନ୍ତି । ଏମାନେ ମାଟି ଭିତରେ ରହି ବର୍ଷାରେ ଅପେକ୍ଷା କରିଥାନ୍ତି । ଏମାନେ ନିଜ ଶରୀରକୁ ଫୁଲାଇ ନିଜର ସୁରକ୍ଷା କରିବାକୁ ଚେଷ୍ଟା କରନ୍ତି । କାରଣ କିଛି ଦେଶରେ ଏହାକୁ ଭୋଜନ ରୂପରେ ଗ୍ରହଣ କରାଯାଏ ।

ଚାଇନାର ଏକ ସହରରେ ତିଆରି ଏହି ଟ୍ରେନ ଲାଇନକୁ ଦେଖିଲେ ପ୍ରଥମ ଥର କେହି ବି ଆଚମ୍ବିତ ହୋଇ ଯିବ । ଚୀନର ଏକ ସହରରେ ଏହି ଟ୍ରେନ ୧୯ ମହଲା ଘର ମଧ୍ୟ ଦେଇ ଯାଇଥାଏ । ପାହାଡ ଉପରେ ସହର ଥିବାରୁ ଏହିଭଳି ଟ୍ରେନ ଟ୍ରାକ ତିଆରି କରାଯାଇଛି ।

ଚୀନରେ ବାଣ ତିଆର କରୁଥିବା ଜଣେ ବ୍ୟକ୍ତି ଧାତୁର ତାର ଓ ଆଲୁମିନିୟମ ଦ୍ଵାରା ଗୋଟିଏ ସିଢି ତିଆରି କରିଲେ । ଯେଉଁଥିରେ ସେ ବାରୁଦ ଭର୍ତ୍ତି କରିଦେଲେ ଓ ତାକୁ ଗରମ ପବନର ବେଲୁନ ଦ୍ଵାରା ବାନ୍ଧି ଦେଲେ । ଏହି ୧୬୫୦ ଫୁଟ ଉଚ୍ଚ ସିଢି କେବଳ ୮୦ ସେକେଣ୍ଡ ପାଇଁ ଜଲିଲା । କିନ୍ତୁ ଏହାକୁ ତିଆରି କରିବା ପାଇଁ ଏହି ବ୍ୟକ୍ତିକୁ ୨୧ ବର୍ଷ ଲାଗିଗଲା । ସେ ୧୯୯୪, ୨୦୦୧ ଓ ୨୦୧୨ରେ ଫେଲ ହେବା ପରେ ୨୦୧୫ରେ ସଫଳ ହେଲେ ।

ମେ ୨୦୨୦ରେ ଗାଜିୟାବାଦର ଏକ ଅଞ୍ଚଳରେ ଆଇସିଆଇସି ବ୍ୟାଙ୍କର ଏଟିଏମ ଭିତରେ ସାପ ପଶିବା ଦ୍ଵାରା ହଙ୍ଗମା ହୋଇଗଲା । ଏହିଭଳି ଦୃଶ୍ୟ ଆଗରୁ କେହି ବି ଦେଖି ନ ଥିଲେ । କିଛି ଲୋକମାନେ କହିଲେ କି ସାପ ଟଙ୍କା ବାହାର କରିବାକୁ ଯାଇଛି । କିନ୍ତୁ ବହୁତ କଷ୍ଟରେ ବନ୍ୟ ଅଧିକାରୀମାନେ ସାପକୁ ବାହାର କରିବାରେ ସଫଳ ହେଲେ ।

Leave a Reply

Your email address will not be published. Required fields are marked *